Js Jyoti   (JS Jyoti)
337 Followers · 102 Following

read more
Joined 25 February 2019


read more
Joined 25 February 2019
7 FEB 2024 AT 22:51

ज़िस्म पर कांटे ही कांटे चुभाना पड़ेगा
यूँ ही किसीका गुलाब होना आसान नहीं होता!!

-


8 OCT 2023 AT 0:41

बचपना छूट जाता है
घर की राह रूठ जाता है
ये जवानी ऐसी चीज है जनाब
पैसा दिखाके सब कुछ लूट लेता है!!!

-


19 APR 2023 AT 0:20


ଏପ୍ରିଲର ତାତି ପରି ତୋର ସ୍ମୃତି,
ମୁଁ ବିଛଣାରେ ଛଟପଟ ସାରା ରାତି।

କୋଠରୀଟା ସାରା ଭରା
ମେଞ୍ଚେ ନୀରବତା,
ଆଖି ମୁଦିଦେଲେ ତୋର ଭାବନାର ଭିଡ଼,
ଆଖି ଖୋଲିଦେଲେ ଖାଲି ଅଭେଦ୍ୟ ଶୂନ୍ୟତା!

-


8 MAR 2023 AT 23:02


ତୁମେ କହିଲ ନିଆଁ
ମୁଁ ବୁଝିଲି ଯୌବନ,
ତୁମେ କହିଲ ଯନ୍ତ୍ରଣା
ମୁଁ ବୁଝିଲି ଜୀବନ।

ତୁମେ କହିଲ ସୁଖ
ମୁଁ ବୁଝିଲି ସପନ,
ତୁମେ କହିଲ ପ୍ରେମ
ମୁଁ ବୁଝିଲି ଦହନ।

-


6 FEB 2023 AT 21:35


ତୁମେ ପ୍ରଥମ ଢ଼ୋକର ତୃପ୍ତତା,
ଆଉ ଶେଷେ,ଅତୃପ୍ତିର ନାମ,
ମୁଁ ଅନାମିକା ପଥେ, ଅଜଣା ବାଟୋଇ
ତୁମେ କଟିଙ୍ଗ ଚା'ର ପ୍ରେମ!

-


31 JAN 2023 AT 23:48


ନିର୍ମମ ଅତୀତ ବିଜନରେ ଯେବେ
ନିରବରେ ଜାଳି ଦିଏ,
କେମିତି କହିବି କେତେ କେତେ ସ୍ବପ୍ନ
ଲୁହ ଦେଇ ବୋହି ଯାଏ।

ସ୍ମୃତି ଯେତେ ସବୁ ଠିକଣା ହଜାନ୍ତି
ଛାତିକୁ ଜାବୁଡ଼ି ଧରି,
ଅଧର ଓ ସେଜ ବତୁରା ସପନ
ପିଉଥାନ୍ତି ମନଭରି।

-


28 JAN 2023 AT 0:34

मैंने तो गुज़ार दिया मुस्कुराते हुए,
मगर अब दुआ करता हूँ की,
किसी आशिक़ कि हिस्से में ये रात न आये!

-


15 JAN 2023 AT 9:43


ତୁମ ସହରର ସେଇ ବସ୍-ଷ୍ଟପ୍ ରେ
ଆଞ୍ଜୁଳେ ବିଶ୍ୱାସ ଆଉ ମୁଠାଏ ପ୍ରେମ-
ହଜିଗଲା ପରେ,
ଏନ୍-ଏଚ୍ ସାରା ଗୋଟେ ଶୂନ୍-ଶାନ୍ ନୀରବତା
ହଜାରେ ଗାଡ଼ି ମାନଙ୍କର ଗହଳି ଭିତରେ!

-


7 JAN 2023 AT 22:37


ଘଣ୍ଟା ବି କାଳେ ଟିକ୍ ଟିକ୍ ଶବ୍ଦ କରେ,
ଏ କଥା ଜାଣିଲି,ତୁମେ ଗଲା ପରେ ପରେ!

-


4 JAN 2023 AT 23:41


ଛଳ ବିଧୌତ ଛଟପଟ କୋହ
ଗୋଟେ ଛାତିର,
ସପନ ବତୁରା କଳକଳ ଜଳ
ଦୁଇ ଆଖିର!
କେଇକେଇ ଟୋପା ଓଠ ପିଇଯାଏ
ଲବଣ ଜଳ,
କିଛିକିଛି ଧାରା ବୋହି ଏ ତକିଆ
ଭିଜେ କେବଳ!!

-


Fetching Js Jyoti Quotes