ପଣା ସଂକ୍ରାନ୍ତି : ପ୍ରକୃତିର ସ୍ନେହ
ପତ୍ର କଅଁଲି ଧରେ ଗୋଲାପି ରୂପ,
ଗଛ ତଳେ ମୃଦୁ ପବନ ବହେ—ସତେ ପ୍ରେମର ପ୍ରବାହ।
ପ୍ରକୃତି ଝୁମେ, ଗାଏ ଗୀତ,
ଧରା ପିନ୍ଧେ ଶୋଭାର ନୂଆ ଶୃଙ୍ଗାର।
ବେଲ, ମହୁ, ଛେନା ଦହି ଘୋଳି,
ବ୍ୟଞ୍ଜନରେ ମିଶେ ଯହିଁ ଭକ୍ତିର ରସ।
ପ୍ରେମ ଓ ଶ୍ରଦ୍ଧାର ମିଳନ ମାଧୁରୀ,
ପଣାରେ ଝରେ ଅମୃତ ସୁଗନ୍ଧ।
ଚୈତି ପର୍ବ ଆଣେ ଗାଁ ର ଗାନ,
ଝୁଲି ଗାଏ ଲାଇଁ ଝୁମେ, ହସେ ମାନବ ମନ।
ମୃଦଙ୍ଗ ତାଳେ ହୃଦୟ ନାଚେ,
ସମ୍ମିଳିତ ଶବ୍ଦ ହୁଏ ଆନନ୍ଦ ଗୀତ।
ନୂତନ ବର୍ଷ ଆଣେ ଶୁଭ ବାର୍ତ୍ତା,
ହୃଦୟ ମଧ୍ୟରେ ଅଙ୍କୁରେ ନୂଆ ଆଶା।
ଓଡ଼ିଆ ନୂତନ ବର୍ଷରେ—
ସମସ୍ତଙ୍କୁ ସ୍ନେହ ଭରା ଅଭିନନ୍ଦନ।
~ ଯୋଗି ନାଏକ ~-
Jeise bhii he ham ham he kisikii nakal nehi.
"ମାର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ"
ବନବାସ ହେଉ କି ରାଜସିଂହାସନ,
ସମତା, ଶିଷ୍ଟତା, ଧୈର୍ଯ୍ୟ, ନୀତି, ପ୍ରେମ ଓ ତ୍ୟାଗ,
ସତ୍ୟ ଧର୍ମ ତାଙ୍କର — ସେ ଦୟାର ସାଗର।
ସର୍ବ ଗୁଣର ମିଶ୍ରଣ ସେ,
ମାର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ।
ଏଯୁଗ ମଣିଷ ରାମ ନାମ ଜପେ ମିଠା ମିଠା
କିନ୍ତୁ କାର୍ଯ୍ୟରେ ନାହିଁ ରାମ ଅନୁଚିନ୍ତା
ମନ ଅନ୍ତରରେ ଅଶାନ୍ତି, ଦ୍ୱନ୍ଦ୍ୱ, ସ୍ବାର୍ଥ ନାନାଦି ଚିନ୍ତା
ପର ପାଇଁ କରେ ଅନିଷ୍ଟ ଚିନ୍ତା।
ସତ୍ୟ, ଧର୍ମ, ଦୟା ଓ ନୀତି,
ଏବେ କବିତାର ଶବ୍ଦରେ ମାତ୍ର ପ୍ରତିତି।
ଏମିତି ଯୁଗରେ ଯଦି କେହି,
ଅଳ୍ପ ମାତ୍ର ଧାରଣ କରେ ରାମ ଚିନ୍ତନ,
ତେବେ ସେ ହେବ ଆଲୋକର ଏକ କିରଣ,
ଏହି ଅନ୍ଧକାର ରେ ଆଶା ର ଚନ୍ଦନ।।
🙏ଜୟ ଶ୍ରୀ ରାମ 🙏
~ଯୋଗି ନାଏକ~-
ପରବ ଆଇସି ପରବ ଯାଇସି
କେତ୍ ନି କେତେ ଜାନି ଜାତରା ଯାଏସି
ଇଟା ଯେ ବୈଶାଖ ଗଲା ଇଟା ଯେ ଶ୍ରାବଣ ଗଲା
ଦିନ ଗଣି ଗଣି ଇ ଆଖି ନୁରୁ ଥିସି ଇ ମନ ଝୁରୁଥିସି
ଭୋଦୋ ମାସ ଆଇଲା ଉତାରୁ ଇମନ ଯେ ଉଛନ ହେସି
ଥିଲେ ଜହିଁ ଯେତେ ଦୂରେ ସବେ ଧାଇଁ ଆଇଛନ
ନିଜର ନିଜର ଜନମ ମାଟିର ମା କୋଳକେ
ଗହ ଗହ ହେଇ ଗହକି ଗଲା ନ ଗାଁର ଖୋଲି
ଆଜି ଯେ ପଞ୍ଚମୀ ତିଥି ଆଇଲା ହୋ ଭାଇ
କୋଶଳ ମାଟିର ବଡଖା ତିହାର ନୂଆ ଖାଇ
ସାନ ମାନଙ୍କୁ ଆଦରେ ସ୍ନେହ ଦେଇ
ବଡ ବଡଖା ମାନଙ୍କୁ ସାଦରେ
ନୂଆ ଖାଇ ଜୁହାର୍ 🙏
~Yogi Naik~
-
लाल पीला हरा गुलाबी..
नीले आसमान सा.. धूप सुनहरी..
सारे रंग से रंगू तुझे..
जो सजे तेरी चांद सा रौशन चेहरे पे..
और ख़ुद को घोल लू
तेरी चाहत के सभी रंगों से।
हतेलियो मे प्यार के सारे रंग भरे
निकले थे तेरे दिल की रंग ने
तुझ को तो रंग दीया अपनी मोहब्बत की रंग में
पर खुद बेरंग सा रहे गये.. रंग भरी महफिलो मे।
-
! ନୂଆଖାଇ ପରବ!
ଦେଖ ତ ରେ ମୋର ଦଦା ଭାଇ
ବୈଶାଖ ର ଡହ ଡହ ଖରା, ଝାଞ୍ଜି ପବନ
ଆଷାଢ଼-ଶ୍ରାବଣା ର ଝରି - ବର୍ଷା
କେତନି କେତେ ଚାଷୀ ଭାଇର ମୋର ଦୁଃଖର୍ ସମୟ ବିତଲା
ଦେଖ ତ ରେ ମୋର ଦାଦା ଭାଇ ଭୋଦୋ ମାସ୍ ଅଇଲା
ଇମାଟି ମାର ହୃଦେ ଧୋବ ଫରଫର-ହଲଦି ରଙ୍ଗର
ନୂଆ ଫସଲ କେଡ଼େ ସୁନ୍ଦର୍ ହେଲା ।
ଦେଶେ ପରଦେଶେ ଜହିଁ ଅଛ ଆସ ହୋ ମୋର ଦଦା ଭାଇ
ମୋର ଚାଷୀ ଭାଇର ମହାନ୍ ପରବ ନୂଆଖାଇ ଆଇଲା ॥
କୋଶଳ ମାଟିର ମହତ୍ ପରବ ମହାନ୍ ତାର ପରମ୍ପରା
ଯେତେ ଯାହା ଥାଉ ପଛେ ସମ୍ପର୍କରେ ରେ ତିକ୍ତତା
ଏଇ ମହାନ୍ ପରବ ଆଣିଦିଏ ଭାଇଚାରା ଓ ଏକତା
ଭରି ଦେଇଯାଏ ଜିବନରେ ନୂଆ ଉନ୍ମାଦନା ॥
ଦେଖ ତ ରେ ମୋର ଦାଦା ଭାଇ କେଡ଼େ ମହାନ୍
ଇ ଆମର ମହତ୍ ପରବ " ନୂଆଖାଇ ପରବ " ଆଇଲା ॥
~ଯୋଗୀ ନାଏକ~
-
🌙 चंद्रयान🌙
ओ चंद्रयान! छोड के धरती चीर के आसमान
लांघ के शत शत योजना,
अवतरण करके दक्षिण ध्रुव के सतें पे
रचा जो एक नया एतिहास,
लेहेरा के विश्व विजयि तिरंगा हमारा
ओ चंद्रयान!
गर्वित है कण-कण इस मिट्टी के हर इंसान
कर्म और लगन से तेरी (ISRO)
विश्व भर मे गूंज राहा जय जय कारा
सबसे आगे हिन्दुस्था हमारा ,
ISRO तेरी वैज्ञानिकों के
धर्य और पराक्रम को शत शत नमन!
कर ली फ़तेह मंगल और चांद का
अब बारी ओ सूरज तेरी तेज का
आ रहा आदित्य तेरी ऊर्जा की रहस्य भेदने ॥
~जय 🇮🇳 हिन्द ~
~Mr Yogi Naik~
-
**मरीचिका **
कुछ ख़ास रास नहीं आ रही
ना ये मौसम ना ये लोग।
पराया को छोड़ो... जिससे आपना समझ बेठे थे
बी भी नेहीं हे साथ हमारै ॥
सौचता हू क्या कमी रही गई हम में उसे आपना ने मे
सुबह के सवेरा.. रात की चांदनी
सबकुछ तो त्यागा उसके बास्ते ॥
क्या खता हुई हे हमसे...आप ही बताए?
सायद गलतफहमी में जी रहे हैं..
मानके सबको अपनी.. ता उम्र सखा सबंधी,
वसुधैव कुटुम्बकम ॥
ये दुनिया एक माया हे मेरी यारा..
सिर्फ़ एक माया "मरीचिका" ॥
अब ना भाग मृग तृष्णा के पीछे..
कभी नहीं मिटेगी तृष्णा तेरी उस
मरीचिका से, थक जाएगी भागते-भागते..
बेठ इन्तजार कर, उस कांटो के पास
जब धीरे धीरे सूरज ढले गी एक पल की तो छाँव मिले गी॥
-
क्या करे ऐसी दौलत शोहरत का
जब एक पल का आराम ना मिले,
ना मिले सुकून पल भर का।
सब कुछ लगने लगा हे बेरंग सा
जब से छाये है काले बादल सा
सारा जहाँ अंधेरा ही अँधेरा दिन भी लगे रात जैसा
फिर भी क्यु नहीं आती नींद सुकून का
तू ही बता ओ मेरी खुदा!
-
*** ଛତର***
ମା ଗୋ ମା ମାଣିକେଶ୍ଵରୀ କଳାହାଣ୍ଡି ର ଇଷ୍ଟ୍ ଦେବୀ
ମନ ମୋର ଗହ ଗହ ଗହକି ଗଲାନ
ତୋର୍ ଦର୍ଶନ ପାଇବା ଲାଗି ।
ବରଷ୍ କେ ଥରେ ଆଇଛେ ଛତର
କମ୍ପି ଉଠୁଛେ ଶିଙ୍ଗ ବଜା ଆରି ଘୁମୁରାର ବୀର୍ ବାଇଦେ..
...ଜେନା ଖାଲୁ ରଜାଘର ଦାଣ୍ଡ ଦୁଆର।।
ମା ଗୋ କରୁଣାମୟୀ ଯୋଗମାୟା
କଳାହାଣ୍ଡିର ଶିରୀ..
ତୋର୍ ନା ଦେଲେ ଶୁମୁରି
ସବୁ ଭୟ ଯାଇସି ଦୁରେଇ।
ମା ଗୋ ମା ଆଦିଶକ୍ତି ମାଣିକେଶ୍ଵରୀ
ତୋର୍ ପାହା ତଳେ ଶହେ ଶରଣ..
ସୁଖେ ଦୁଃଖେ ସଦା ଶାହା ହେବୁ ଧରି ଛତର । ।
🙏 ଜୟ ମା ମାଣିକେଶ୍ଵରୀ 🙏
~ଯୋଗୀ ନାଏକ~
-
**ନୂଆଖାଇ **
ଭୋଦୋ ମାସର ପଞ୍ଚମୀ ତିଥି
ମହକି ଯାଉଛେ କୋଶଳ ମାଟି
ନୁଆ ସପନ, ନୂଆ ଆଶା
ନୂଆଖାଇ ନୂଆ ଫସଲର ପରବ।
ପିଠା ପନା କ୍ଷୀରି ନେ
ମହ ମହ ମହକୁଛେ ଗାଁ ନୁ ସହର
କୁରେ ପତରେ ନୂଆ ଚିରା
ଭୋଗ ଲାଗିହେବା ମାଁ ଠାନେ ପହେଲା ଦରବ।।
ମହତ୍ ପରବ ନୂଆଖାଇ
ଆଣିଛେ ନୂଆ ଆଶା..
ଜେତେ ଯାହା ଥିଲେ ବି ରାଗ ରୁଷା
ସବୁ କେ ଭୁଲି କରି କରସନ ନୁଆ ଆଦର ବେଭାର
ନୂଆଖାଇ ଆଣିଦିଏ ନୂଆ ଆଶା।
ମାଁ ଗୋ ମୋର ଇଷ୍ଟ ଦେବୀ
ତୋର୍ ପାଦ ତଳେ ଦୀପ ଟେ ଜାଳି କରେ ଗୁହାରି
ସବକୁ ସୁଖେ ରଖ ତୋର୍ ଛତର ତଳେ ଢାକି କରି।
କକା କାକି, ଦାଦା ଆଇ, ଗୁରୁ ଜନ୍ ମାଁନକେ କେ
🙏ନୂଆ ଖାଇ ଜୁହାର 🙏
— % &-