ବେଳେ ବେଳେ ଅଜାଣତରେ,
ଜାଣିଥିବା ମୂଲ୍ୟକୁ ମଧ୍ୟ ଭୁଲି ହୋଇଯାଏ ...!
ଆଉ ତାହା କିଛି ବ୍ୟବଧାନରେ,
ଜାଣିଲେ ତାହା ଅନ୍ତରକୁ ଅତ୍ୟନ୍ତ କଷ୍ଟଦିଏ...!!
-
“Always my mother; forever my friend.” – ...
ବେଳେ ବେଳେ ଅଜାଣତରେ,
ଜାଣିଥିବା ମୂଲ୍ୟକୁ ମଧ୍ୟ ଭୁଲି ହୋଇଯାଏ ...!
ଆଉ ତାହା କିଛି ବ୍ୟବଧାନରେ,
ଜାଣିଲେ ତାହା ଅନ୍ତରକୁ ଅତ୍ୟନ୍ତ କଷ୍ଟଦିଏ...!!
-
ଚନ୍ଦ୍ରରେ ଟିକିଏ ଦାଗ ଲାଗିଲା ବୋଲି
ବୋଲାଇଲା ସେ କଳଙ୍କି !
କି' ରାଧାର ଭଲପାଇବା ଦୋଷ ବୋଲି
କହିଲେ ସେ କଳଙ୍କିନି !!
ଉଆଁସ ଆସେ ବୋଲି ତା' ଦୋଷ
ଜହ୍ନକଇଁ ପ୍ରେମ ଶାଶ୍ୱତ,
ଅନାଇଥାଏ ସେ, ତୁମର କାଇଁ ରୋଷ ।।
ନିଚ୍ଛକ ପ୍ରେମର ଏ କି ଦାଉ
ରାଧାକୃଷ୍ଣ ପ୍ରେମ ଅମର,
ଭଲ ପାଇବାରେ ଏଠି ଖେଦ କଉଠୁ ।।-
जीवन है हमारा.....
और जीना हमको है.....
मरना वास्तव है.....!!
हर दिन जीवन जीने का आनंद लो....
नाचे ,झूमे, गीत गाए, खूब हंसे, मस्ती करें,
आप जो जीवन में करना चाहते हो वही करें....
हर मुहूर्त को अपने जीवन में आनंद से भरिए...!!
" दुर्लभ जीवन हमें मिला है
जीवन में कुछ करके दिखाना है ।
दुनिया में मनुष्य तब विलीन होता है
जब दुनिया से सब कुछ छोड़ जाता है ।। "
✍️ जीतूराम साहू 💕-
"" **ना जाने किस तरह*
*मंजिल को चाहने लगा में...,*
*भगवान जाने हर रात मुझे*
*नमी क्यूं लग रही है......* ""*
आगे बढ़ो.....आगे बढ़ो.....
....✍️ Jituram Sahu.....-
'' He Bhole Tere Dwar Par Aaya Hun,
Mera Naiya Paar Karade....
Sachche Bakta Hun Mein Tera,
Jiban Mera Sarthak Banade.....''
Ooh Mera Bhole BABA......
🙏 =|= 🙏
Sada Ashish Banaye Rakhna
Mujhe Bhul Na Jana...
Ooh Mera Bhole BABA......🙏
-
महाकाल का चेला हूं
फिर भी अकेला हूं !
ना किसी से डरता हूं
ना किसी पे मरता हूं !
भोलेनाथ ही मेरा सब कुछ है
उसके सिवा मैं कुछ नहीं हूं !
🙏जय महाकाल 🙏-
【 ବର୍ଷା ଆଉ ମୁଁ 】
************
ମୁଁ - ଆଜି କାହିଁ ଏତେ ରାଗ କି ଲୋ ?🤔
ବର୍ଷା - ତୁମକୁ ଏତେ ଜାଣିବାର ଇଚ୍ଛା ଅଛି !😠
ମୁଁ - ତୁମେ ମୋ ଜୀବନର ଅତଃପ୍ରୋତଃ ଭାବେ ଜଡିତ,
ପ୍ରତିସ୍ପଦନରେ !💞
ବର୍ଷା- ସତ କହୁଛ ?
ଏତେ ଯଦି ଭଲପାଇବା ମୋ ଉପରେ ରହିଥାନ୍ତା ନା'
ତୁମେ ମୋତେ ଦୂରେଇ ଦେଇ ନଥାନ୍ତେ ! 💔
ମୁଁ - କାହିଁ ପାଇଁ ଏତେ ଅଭିମାନ କରି ବସିଛୁ 😔 ତୁ ଏତେ
ମୋ ହୃଦୟର ଘରକୁ ଧ୍ବଂସ କର ନି 😭 ।
ବର୍ଷା- କ'ଣ ସତ କହିଲେ ବାଧୁଛି 😏 ତ' ମୋତେ କେମିତି
ଅନୁଭୂତି ହେଇଥିବ 🤔 ଏବେ ବୁଝି ପାରୁଛ ନା ନାହିଁ🤗
ମୁଁ - ହଁ,........
ଏଇ ଥରକ ଖାଲି ଟିକିଏ ବୁଝିଝା 🙏 ଆଉ ସେମିତି
ଭୁଲ କେବେ ଜୀବନେ କରିବି ନାହିଁ 🙇 ତୁ ମୋ
ଜୀବନ ; ତୋ ବିନା ମୁଁ ଆଦୌ ବଞ୍ଚି ପାରିବି ନାହିଁ 💘
ବର୍ଷା- ହଉ ଠିକ୍ ଅଛି 🤝 ତୁ ଅଛୁ ବୋଲି ତ ମୁଁ ଅଛି ନାଁ !
ତୋତେ ଛାଡି ହେଲେ ମୁଁ କାହିଁ ରହିବି 💗-
ପ୍ରେମରେ ବାସ୍ତବତା ଆଉ କଉଠି ପାଇଲି ....
ଯାହା ଭାବିଥିଲି ତାହାତ ଉଭେଇଗଲା ।
ପାଇଲି ତ ଖାଲି....
ଝଲନା ଆଉ ଅପବାଦ ।-
कौन सही है कौन गलत है
यह वक्त बताएगा ।
किसी और की कमी देखने से पहले
खुद के कमी एक बार जरूर देख लेना ।
किसी से कुछ कहने से पहले
दो बार जरूर सोच लेना ।
आज तुम सही हो कल बदल ना जाना ।
.....✍️ जीतूराम साहू.....-