Jayanti Bhoi   (Mama)
324 Followers · 190 Following

Joined 30 April 2020


Joined 30 April 2020
31 DEC 2022 AT 22:28

କିଂଚିତ ପ୍ରାପ୍ତିର ପରିପ୍ରକାଶ
ଅନେକାଂଶରେ ଅପ୍ରାପ୍ତିର ଅବଶୋଷ!

-


10 NOV 2022 AT 10:02

ଆଜିକାଲି ମୁଁ ନୁହେଁ ମୋ ଲୁହ ମୋ ନିଜ ଲୋକ ମାନଙ୍କର ଭାରି ପସନ୍ଦ ସେଇଥିପାଇଁ ତାକୁ ନିଗାଡ଼ିବାରେ ସମସ୍ତେ ଲାଗିପଡିଛନ୍ତି, ତାର ଲବଣତାର ଗଢତା ସହିତ ସେମାନଙ୍କ ସହିତ ଦୂରତ୍ୱ ଵି ଅଗାଧ!

-


31 OCT 2022 AT 20:48

ଅନାସକ୍ତ ନିର୍ସତ୍ତ ଆତ୍ମିକ ଅନୁଭବ!

-


26 OCT 2022 AT 20:32

କେହି ତୁମକୁ ଜାଣିବା ଆଉ ଚିହ୍ନିବା ମଧ୍ୟରେ ଏତିକି ତଫାତ ଭଲରେ ଜାଣିଥିବା କେହିଜଣେ କେବେ ଵି ସମୟକୁ ଆଳକରି ତୁମ ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ରଖନ୍ତି ନାହିଁ!ଚିନ୍ହିଥିବା ଜଣକ ହୁଏତ ସମୟାନୁସାରେ ତୁମର ଅସ୍ତିତ୍ୱ ଉପରେ ଅଂସଖ୍ୟ ପ୍ରଶ୍ନମାନ ପଚାରି ବସନ୍ତି ପ୍ରତ୍ୟାଶିତ ଉତ୍ତର ଆଶାରେ!

-


19 OCT 2022 AT 22:45

ଅତୀତ ଚି଼ହ୍ନl...
ବର୍ତ୍ତମାନ ଜଣା...
ଭବିଷ୍ୟତ ଅସମ୍ଭବ ପରିକଳ୍ପନା…
ତଥାପି ସୁନ୍ଦର ଭବି୍ତବ୍ୟ ପାଇଁ ଅସୀମ ପରିଯୋଜନା କେତେଦୂର ଫଳବତୀ ଅଶେଷ ଆଶଙ୍କାରେ ନିମିଷେ ଜୀବନ...!

-


5 OCT 2022 AT 21:18

ନିଜ କଥା ଭାବିବାକୁ ଵିନ୍ଦୁଏ ଫୁରସତ ନଥିଲା ହେଲେ ତମ ପାଇଁ ତ ସିନ୍ଧୁଏ ପରିକଳ୍ପନା..!କଟକ ଦଶହରା ଆଉ ପୂଜାର ଭିଡ଼ କିଛି ଅନୁଭୂତି ସିକ୍ତ ସ୍ମୃତିର ଉଦବେଳନ!ଶକ୍ତି ର ପରାକାଷ୍ଠା ମୂଲ୍ୟାୟନରେ କେତେ ଅଯୋକ୍ତିତ୍ୱ ଯୁକ୍ତି ମତେ ଜିତିବାକୁ ତୁମର ହାରିବାର ପ୍ରୟାସ!ମାଙ୍କ ଘଣ୍ଟ, ଘଣ୍ଟାର ଅଘୋଷ ଧ୍ୱନି ରେ ବି ଦୂରରୁ ଶୁଭିଯାଉଥିଲା ନବଜାତ ଶିଶୁ କନ୍ୟାର ବୁକୁଫଟା କ୍ରନ୍ଦନ...!କାହିଁକିନା ମାଙ୍କ ଆଗମନ ଧାରାରେ ଆଉ ସେ ମାତୃହୀନ ଏଇ କ୍ଷଣିକ ସମୟ ରୁ...!

-


15 SEP 2022 AT 14:18

ଆନ୍ତରିକତା ଶବ୍ଦ ନୁହେଁ ଆତ୍ମିକ ଅନୁଭବ..!
ଶବ୍ଦ ର ଅର୍ଥ, ମହତ୍ବ ଜାଣି ନଥିବା କେହିଜଣେ
କେବେବି ଆପଣାର ହୋଇ ପାରିବେ ନାହିଁ!

-


17 JUL 2022 AT 18:25

ଅନେକ କୁହନ୍ତି,
ନିସ୍ୱାର୍ଥ ଭଲ ପାଇବାର
ପରିଭାଷା ବଦଳି ଗଲାଣି!
ତଥାପି ଭଲ ପାଇବାର ଅନ୍ୱେଷଣ
ତ ଏଯାବତ ଚାଲିଛି ଆଉ ଚାଲୁଥିବ...!

-


17 JUN 2022 AT 16:35

दिन की सारी तमाम बाते
जो तुझ से
मैं रात को हीं
केहे रहि थी..!
सो रही है
सारा जमाना
मुझे तो बास तेरी
कमी खल रही थी.. !

-


16 JUN 2022 AT 9:55

ଅନାବିଳ ଅନୁରାଗ ଥିବା ମନରେ
ଅସଂଖ୍ୟ ଅସମାହିତ ପ୍ରଶ୍ନବାଚୀ!
ହୃଦୟର ସ୍ପନ୍ଦନେ ଭଙ୍ଗିଳ ଲହଡି
ଭାଙ୍ଗୁଛି ବେଦନାସିକ୍ତ ରିକ୍ତ ଅନୁଭୂତି!

-


Fetching Jayanti Bhoi Quotes