Jan Janhabee   (Jan janhabee)
548 Followers · 10 Following

read more
Joined 2 February 2019


read more
Joined 2 February 2019
20 JUN AT 19:08

Be a flower 🌷
In your own world 🌍

-


16 OCT 2024 AT 22:39

ଏ ଇ ତ ପ୍ରେମ ର ଆରମ୍ଭ...!
ଏବେ ଏବେ ତୁମ ଖୁସି ରେ ମୁ ଖୁସି ହୁଏ।
ତୁମ ଟିକେ ପ୍ରଶଂସା ରେ,
ମନ ରେ ଲାଜର ଜୁଆର ଖେଳେ।
ନିଜ ବାସ୍ତବତା କୁ ତୁମ ଭିତରେ,
ଲୁଚେଇ ରଖିବାକୁ ଚେଷ୍ଟା କରେ।
ଏ ଇ ତ ପ୍ରେମ ର ଆରମ୍ଭ.....।
ଜହ୍ନ ର ଜ୍ୟୋତ୍ସ୍ନା ରେ ଭିଯିବାକୁ ଇଚ୍ଛା ହୁଏ ।
ବସନ୍ତ ର ସାଥେ ସାଥେ ପ୍ରଣୟ ଖୋଜେ,
ନିସ୍ତବ୍ଧ ରାତି ବି ତୁମ ସହ,ଭାରି ସୁନ୍ଦର ଲାଗେ।
ଇ ଏ କଣ ପ୍ରେମ ର ଆରମ୍ଭ ନୁହେଁ।

-


28 AUG 2024 AT 9:32

କେବେ ଶୁଣିଛ ନୀରବ ହୃଦୟର ର ଚିତ୍କାର।
କେବେ ଜାଣିବାକୁ ଚେଷ୍ଟା କରିଛ,
ହସୁଥିବ ଓଠ ପଛରେ ଥିବା କୋହ କୁ?
କେବେ ବୁଝିବାକୁ ଚେଷ୍ଟା କରିଛ,
ଆଖି ଧାରରେ ଲାଗିଥିବା ଛୋଟ ବୁନ୍ଦା ଲୁହ କୁ ?
କେବେ ଭାବିଛ ,
ଏକୁଟିଆ ମନ ର ବିଚଳିତ ଅବସ୍ଥା କୁ ?
କେମିତି ବା ଜାଣିବ,
ତୁମ ତ ବହୁ ଦୂରରେ ଥିଲ ,ବର୍ତ୍ତମାନ ଠାରୁ।
ହଁ ଦୂରରେ ରହିବା ବି ଭଲ,
ଏ ଇ ନିସଙ୍ଗତା ର ଆଭାସ,
ଏକା ଚାଲିବା ର ଅଭ୍ୟାସ ,
ସମୟ ସହ ଶିଖି ନବା ବି ଜରୁରୀ।

-


16 JUL 2024 AT 12:33

ସମ୍ପର୍କ ଅଜଣା ନଥିଲା।
ହଜିଥିବା ଆଖିର ନିଦ,
କିଛି ତ କହିବାକୁ ଚେଷ୍ଟା କରୁଥିଲା।
ତୁମେ ମୋ ପାଇଁ ଅଜଣା ନଥିଲ,
ଏ ଇ କିଛି ଦିନ ର ଅଭିମାନ,
ତୁମ ଉପରେ ମୋର
ଅଧିକାର ସାବ୍ୟସ୍ତ କରିବାକୁ ବାଧ୍ୟ କରୁଥିଲା।❤️

-


29 JUN 2024 AT 23:18

ପରାକାଷ୍ଠା ର ଚିତ୍କାର ରେ
ଆତ୍ମୀୟତା ,ତା ଅସ୍ତୀତ୍ଵ ହଜେଇଛି.....
ଖୋଜି ପାରିବ ତ ଖୋଜ।
ବାସ୍ତବତା ପାଇବ।
ଆତ୍ମୀୟତା ନୁହେଁ।

-


17 JUN 2024 AT 14:37

ମନ ଭିତରେ ଥିବା ସ୍ବପ୍ନ ଗୁଡ଼ାକ,
ନିଗାଧ ଗ୍ରୀଷ୍ମ ର ମୁଣ୍ଡ ଫଟା ଖରା ପରି,
କଷ୍ଟ ଦଉଛି।
ହେଲେ ବି, ଆଶା ର ମଞ୍ଜି ବୁଣିଚି।
ଆଷାଢ଼ ଆସିବାକୁ ଡେରି ହବ....
ହେଲେ ବର୍ଷିବ ନିଶ୍ଚୟ...!

-


18 FEB 2024 AT 13:53

ଏ ଇ ତ ଏବେ ଏବେ,
ପ୍ରେମ ର ଆରମ୍ଭ ହେଇଛି
ଏ ଇ କିଛି ଦିନ ହେବ ବସନ୍ତ ଆସିଛି।
ସାଉଁଟା ଫୁଲ ର ଆବସ୍ୟକତା ବା କଣ,
ଏବେ ତ ସତେଜ ଗୋଲାପ ମୁରୁକି ହସୁଛି।

-


12 FEB 2024 AT 11:15

A Internal Felling
That Have No Words
To Explain ❤️

-


8 FEB 2024 AT 20:11

अपरिभाषित,
संज्ञाहीन जो शब्द थे बो एक साथ
मिलने की जिद कर रहे थे।
एक सफेद कागज में,
मे उन सब शब्द को सजालिया,
वाक्य का संज्ञा कुछ कहना चाहेते थे ।
अर्थ कि सुन्दरता में प्रेम की ,
माधुर्ज्य प्रतीत हो रहा था।

-


7 FEB 2024 AT 23:56

ଅସଜଡା ସଂଜ୍ଞାହିନ, ଶବ୍ଦ ଗୁଡାକ
ଏକା ସହ ମିଶିବାକୁ ଜିଦ୍ କରୁଥିଲେ
ଏକ ସଫା କାଗଜରେ ,
ସେ ସବୁ ଶବ୍ଦ କୁ ସଜାଡ଼ିଲି,
ଶଦ୍ଦ ର ସଂଜ୍ଞା ଗୁଡାକ, କିଛି କହୁଥିଲେ,
ଅର୍ଥ ର ସୁନ୍ଦରତା ରେ ପ୍ରଣୟ ର ମାଧୁର୍ଯ
ଏକ ଜୀବନ୍ତ କାହାଣୀ ର ରୂପରେ,
ପ୍ରସ୍ତୁତ ହେଉଥିଲା।।

-


Fetching Jan Janhabee Quotes