Jagadish Das   (Jagadish Das)
27 Followers · 6 Following

ᴊᴀɢᴀᴅɪsʜ ᴅᴀs
ɪɴsᴛᴀɢʀᴀᴍ @ᴍᴀᴅ_ᴍᴀx__32
ғᴀᴄᴇ ʙᴏᴏᴋ @ᴊᴀɢᴀᴅɪsʜ ᴅᴀs
Joined 30 May 2019


ᴊᴀɢᴀᴅɪsʜ ᴅᴀs
ɪɴsᴛᴀɢʀᴀᴍ @ᴍᴀᴅ_ᴍᴀx__32
ғᴀᴄᴇ ʙᴏᴏᴋ @ᴊᴀɢᴀᴅɪsʜ ᴅᴀs
Joined 30 May 2019
19 FEB 2022 AT 0:00

अजीब लगती है शाम कभी कभी,
जिंदगी लगती है बेजान कभी कभी
समझ आए तो हमे भी बताना,
कियू करती है
यादें परेशान कभी कभी....

-


18 FEB 2022 AT 23:46

Ajeeb Lagti Hai Sham Kabhi Kabhi,
Zindgi Lagti Hai Bejan Kabhi Kabhi
Samajh AayeTo Hume Bhi Batana,
Kiyu Karti Hai
Yaade Pareshan Kabhi Kabhi....

-


19 AUG 2021 AT 22:50

ସମୟ ର ରଙ୍ଗ ରେ ସବୁ ରଙ୍ଗୀନ ହେଇକି
ଦେଖାନ୍ତି ମିଛ ଅଭିନୟ ର ନାୟକ
ପରଜୀବି ଆଉ କାହାକୁ କହିବି
ସବୁ ପାଖରେ ଥାଇ ବି ଶତ୍ରୁ ରୁ ଅଧିକ

-


25 MAY 2021 AT 23:42

Jinki Aankhein Aansu Se Nam Nehi,
Kya Samajhte Ho Use Koi Gum Nehi,
Tum Tadapke Roh Diye To Kya Hua,
Gum Chhupake Hasne Wala
Bhi Kuch Kam Nehi....

-


17 MAY 2021 AT 21:35

ହେ ଫଗୁଣ ତୁମେ ଗଲା ପରେ ପରେ...

-


13 MAY 2021 AT 20:42

Zindagi Ka Har Pal Khushiyon Se Kam Na Ho,
App Ka Har Din Eid Se Kam Na Ho,
Yehi Dua Hai Ki Aisa Eid Ka Din Aapko Hamesha Naseeb Ho

Eid-Mubarak!

-


29 APR 2021 AT 14:26

ମନ ଖୋଜୁଥାଏ ମନଟିଏ
ପକ୍ଷୀ ଖୋଜୁଥାଏ ନୀଡ଼ଟିଏ
ଦିନ ଖୋଜୁଥାଏ ରାତିଟିଏ
ଆଉ ଦୁନିଆ ଖୋଜୁଥାଏ କେବଳ ସ୍ବାର୍ଥଟିଏ

-


19 APR 2021 AT 0:29


ସେ ଦିନ ବି ଥିଲା ପୁନେଇ ରାତି
ଲୁଚି ଲୁଚି ଆସିଥିଲ କେମିତି
କାଳେ କିଏ ଦେଖିଦବ ଆମକୁ
ଥରୁଥିଲା ଆମ ଦୁହିଁଙ୍କ ଛାତି

ସେଇ ପୂର୍ଣ୍ଣିମା ସେଇ ଚନ୍ଦ୍ରମା
ସେଇ ସାଗର ସେଇ ଶାମୁକା
ପଚାରେ ମୋତେ କାହିଁ ମୁଁ ଏକା ଏକା

ନିଝୁମ୍ ରାତିର ସହରରେ
ହୃଦୟର ଶୂନ୍ୟ ପଥରେ

-


18 MAR 2021 AT 14:50

ଭୁଲିବାକୁ ଚାହଁଲେ ବି ଭୁଲି ମୁଁ ପାରୁନି
ଭଲ ପାଇ ହରିଲି କି ଜିତିଲି ଜାଣି ମୁଁ ପାରୁନି

-


19 FEB 2021 AT 18:27

ସବୁ ଏମିତି ବଦଳି ଯାଏ ନା !

-


Fetching Jagadish Das Quotes