ये दिल तुझे कुर्बान ए खुदा
इल्तिज़ा है कि सबको खुश रख सदा।
-
habelal majhi
(✍️ Habelal Majhi)
2 Followers · 26 Following
Joined 17 August 2023
5 JUN AT 10:28
बोलो लैला मजनू किस में..
कसमें के धागे अब बांधे
कट रही है आज हमारे
चारों तरफ पेड़ पौधे।-
3 JUN AT 23:59
ସଫଳତା ର ରାସ୍ତା କେବେ ନ ଥାଏ ଏତେ ସହଜ
ଅନେକ ବିଫଳତା, କଟ୍ଟୁ ସମାଲୋଚନା ପରେ ବି
ବିରାଟ କୋହଲି ପରି ମନରେ ରଖିବାକୁ ହୁଏ ଧୈର୍ଯ୍ୟ ।
Congrats RCB-
29 MAY AT 10:07
ଚା....କଫି.. ଯାହା ହେଲେ ଚଳିବ
ଖାଲି ଯାହା ଚିନି ଟିକେ କମ୍ ପକେଇବ...
ଏମିତି କାହା ମିଠା କଥାରେ ଭରସା ବି ନାହିଁ।-
26 MAY AT 11:08
ପତ୍ନୀ ହେଉଛି ଏକ ଅସରନ୍ତି ଡେବିଟ କାର୍ଡ
ଆଉ ପ୍ରେମିକା ଏକ ସୀମିତ କ୍ରେଡିଟ କାର୍ଡ
ସେଥିପାଇଁ Debit card ରେ ଏତେ Balance ଭରି ଦିଅ କି Credit card ର ଆବଶ୍ୟକତା ନ ରହୁ।
#Lifeaftermarriage
#Patipatnipyar-