କେଉଁ ରାଜକୁମାରର ଛବିକୁ
ଭାବନା ତୁଳୀରେ ଆଙ୍କୁଥାଏ,,
କୁଆଁରୀ ମନେ ଅସୁମାରୀ ଇଚ୍ଛା
ହୃଦର ଅଲିଭା ଫର୍ଦ୍ଦେ ଲେଖୁଥାଏ।।
-
& үσυ αяε мү ρяεcισυs נωεℓℓεяү🥀
ପ୍ରତୀକ୍ଷାରେ ତୁମ ସାଜିଛି ପଥର
କୁହ ଜୀବନ୍ୟାସ ଟିକେ ଦେବକି,,
ଛିଞ୍ଚିଦିଅ ବୁନ୍ଦେ ପ୍ରେମର ଅତର
ମୋ ତନୁମନ ଉଠୁ ମହକି।।
-
ତୁମେ ଉଚ୍ଚା ତାଳଗଛ ଡେଙ୍ଗା ପାହାଡ଼
ମୁଁ ଝାଉଁଳା ଲତାଟିଏ ଲାଜକୁଳୀ
ତୁମେ ଭୟକୁ ଜିତିଯାଇଥିବା ପୁଅଟିଏ
ମୁଁ ବାସ୍ ଏମିତି ଝିଅଟେ ଡରକୁଳି ।।
-
ଓଡ଼ିଶାର ଗୌରବ ତୁମେ
ଓଡ଼ିଆମାନଙ୍କ ପାଇଁ ବିଜୟିନୀ ତମେ
ତୁମ ବିଜୟରେ ଆମେ ଗର୍ବିତ
ପ୍ରତିଟି ଓଡ଼ିଆର ପ୍ରାଣ ଆଜି ଉତଫୁଲ୍ଲିତ ।।
-
ଆଜିର କିଛି ମିଠା କଥା କିଛି ସଜ ପ୍ରୀତି
ଆମ ଓଠର ଏ ଧାରେ ହସ
ପ୍ରେମର ମଉଳା ଗୋଲାପ ବାସ ହରେଇ
କାଲିକି ଢାଳିଦବ ଖାଲି ଅବଶୋଷ..
ଆଜିର ପ୍ରେମ ତ କାଲିକି ଅତୀତ
ମକ୍ଷିକା ପରି ଗୁଞ୍ଜରୁଣ କରୁଥିବ କାନେ
ସମୟ ଅନ୍ତେ ବୟସ ଅପରାହ୍ନରେ
ଏକାନ୍ତରେ ବସି ଭାବୁଥିବା ଆମେ ଦିନେ..
-
ଜୀବନ ଧାରା ଶ୍ରାବଣରେ,
ସମୟ ବତାସରେ…
ଅଭାବର ବର୍ଷା ପାଣିକୁ ପିଇଯାଇ
ସୁଖର ପଖିଆ ଢାଙ୍କିଦେଇ
ଦୁଃଖରେ ଓଦା ଜୁଡୁବୁଡୁ ମଣିଷ ଜଣକ
ଆଉ କେହି ନୁହଁ
"ବାପା"
-
"𝔹𝕣𝕠𝕥𝕙𝕖𝕣" ιs sυcн α ρεяsση
ωнσ cαяεs & ρяσтεcтs үσυ
мσяε тнαη αηүвσ∂ү
εℓsε ιη тнε ωσяℓ∂... 🌎
& αℓωαүs ℓσvεs үσυ
υηcση∂ιтισηαℓℓү ғяσм
тнε вσттσм σғ нιs нεαят❤️
𝔻𝕖𝕒𝕣 𝔹𝕣𝕠,,
үσυ αℓℓ αяε sтαяs σғ мү
εүεs.... ησвσ∂ү cαη вяεαк
συя вση∂ тιℓℓ тнε εη∂
σғ мү ℓαsт вяεαтн...
συя ℓσvε ғσяεvεя 🥀-
ତୁମ ଅତୀତରେ ନିଜକୁ ହଜେଇ
ତୁମ ସ୍ମୃତିରେ ମନକୁ ଭିଜେଇ...
ତୁମ ଯତ୍ନ ସବୁକୁ ସ୍ନେହରେ ସଜେଇ
ଜୀବନକୁ ମୋର ଦେବି ମୁଁ ବିତେଇ...-
ωнεη ρεσρℓε sтαят тσ
вυιℓ∂ α яεℓαтισηsнιρ
тнεү ғιη∂ ρяεтεηcεs тσ тαℓк
αη∂ ρяεтεηcεs αяε
αℓsσ ηεε∂ε∂ тσ тнεм
ωнιℓε тнεү ωαηт тσ gσ αωαү
💔-
ମୁଁ ଗୁଡ଼ିର ଚିରା କାଗଜକୁ ତମେ
ରଙ୍ଗୀନ୍ ବହିର ପୃଷ୍ଠା
ମୁଁ ରାସ୍ତାକଡର ଖଜା ହେଲେ ତମେ
ରାଜମହଲର ମିଠା ।।
💞
-•°𝕡𝕦𝕛𝕒𝕣𝕒𝕟𝕖𝕖°•
-