ଝୁଲରେ ବାଇଆ ଝୁଲ
ଗାଡି ହଲୁଛି ବସିକି ଝୁଲ
ଝୁଲି ଝୁଲି ଆସ ସରକାରୀ ଦାଣ୍ଡରେ
ଖାଲ ରେ ପାଣି ଏଠି ପୁରା ଫୁଲ
ରାସ୍ତା ମୋର କାଦୁଅ ରେ କୁଲୁ କୁଲୁ🤔
ରାସ୍ତା ଟି ଆମର କେଡେ ସୁନ୍ଦର
ଯୁଆଡ଼େ ଦେଖିବ ଖାଲର ମାଳ
କାଦୁଅ ପାଣି ତ ଏଠି ପ୍ରବଳ
ପାଦ ଗଣି ଗଡେ ଚକା ଗାଡ଼ିର
ପଡୁଛି ଉଠୁଛି କିଏ ପଡ଼ିକି ମରୁଛି
ଏଠି ଜମ କରେ ହୁଲୁ ସ୍ତୁଲ 🥳
ତରାଟି ଚାହାନ୍ତି ଅନୁଗୋଳ ବାସି
ଖାଲ ରେ କିଏ ସେ ପଡ଼ିଲା ଖସି
ହରିବୋଲ ଦିଅ ଭୋଟର ମିଶି
ଭୋଟ ଦେଇ ସବୁ ଯାଇଛ ଫସି
ସରକାରି ରାସ୍ତା କେତେ ବିଉଟିଫୁଲ🙏🏻😒-
😔ଜେମିତି ଶୋଷିଲାକୁ ପାଣିର
ଆଉ ଭୋକିଲାକୁ ଅର୍ନ୍ନର ମୂଲ୍ୟ ଜଣାଥାଏ
ଠିକ ସେମିତି ଯେଉଁ ମଣିଷ ପାଖରେ ସୁଖରେ ନଥାଏ
ସେ ହିଁ ସେ ସୁଖର ବର୍ଣନା କରିନବା ଜାଣିଥାଏ .
ରାଧେ ରାଧେ 🌹🌹🌹ଶୁଭ ସକାଳ
-
ମୋ ଏମିତିକା ଗୋଟେ ବାଟୁଇ🚶
ମୋ ବାଟ ସାରା ଖାଲି କଣ୍ଟା 🌵ହିଂ କଣ୍ଟା🌵
ମୋ ଜୀବନ ଟା ଏମିତି ଗୋଟେ କାହାଣୀ 🎶
ଖାଲି 😔ଲୁହରେ 😭ଆରମ୍ଭ ଲୁହରେ😭 ଶେଷ-
1.Hasiba bhala
kintu kahara paristiti upare nuha
subha sakala
2.Swartha thibajae samaste nijara
Swartha sarigale samaste para
3.Samparkare parasparaku bujhiparile
Abang sanmana dele samparka drudha hoithae
Good Morning❤😍❤-
👌.ପ୍ରଥମ ଦେଖାରେ କରିଲ ନିଜର 😍
🙄🙄ଆଖିରେ ମିଶାଇ ଆଖି 🙄🙄
😄ସେହିଦିନଠାରୁ ସମ୍ପର୍କ ଲାଗିଲା 🤭🤭
😍ପ୍ରକୃତି ରହିଲା ସାକ୍ଷୀ 💞💞.
Good evening 🙏🙏😍🙏🙏-
ସମ୍ପର୍କର ଡୋରକୁ
ମଜବୁତ କରିବାକୁ ହେଲେ ଅନେକ କଥାକୁ
ଅଣଦେଖା କରିବାକୁ ପଡିଥାଏ I
ସମୟ ଦିନେ କହିଦିଏ
ତୁମେ କାହାକୁ ଖୋଜିବାକୁ
ଉଦାସି ଆଖିର ନିରବ ଭାଷାକୁ
ଯାଇ କାହାକୁ ହରେଇ ଦେଇଛ,
କେବଳ ନିଜର ମଣିଷଟିଏ ବୁଝିପାରେ I
ରାଧେ ରାଧେ ❤❤❤-
ଛୋଟ ପିଲା କୁ ଯେଉଁ ଖେଳନା ଭଲଲାଗେ ସେଇଟା ପାଇଁ ସେ ଜିଦ୍ଦି କରେ
କିନ୍ତୁ ହୃଦୟ କୁ ଯିଏ ଭଲଲାଗେ ତା ପାଇଁ ଜିଦ୍ଦି କରିପାରେନି ସତ|
କିନ୍ତୁ ତାକୁ ସବୁଦିନ ପାଇଁ ସାଇତି ରଖେ🙍♂️|
2.ଯେଉଁ ଆଦତ କେବେ ଛାଡିବନି
ସେ ଆଦତ ହେଉଛ ତୁମେ 🙍♂️|
3.ହାତ ଧରିବା ପାଇଁ ତ ବହୁତ ଲୋକ ଅଛନ୍ତି
କିନ୍ତୁ ଅଧା ରାସ୍ତାରେ ହାତ ନ ଛାଡିବା ଲୋକଟିଏ ଦରକାର🌹-
Prasna Jetebele ijjata o sanmana upare uthae
kahara ghara heu ba hrudaya
sehitharu sehikhya sehikhyani durei jiba uchit
2.ସେହି ମଣିଷ ଟିକୁ ଭୁଲିବା ବହୁତ କଷ୍ଟ ହୋଇଥାଏ
ଯାହାକୁ ନେଇ ଭବିଷ୍ୟତର ସ୍ୱପ୍ନ ଦେଖାହୁଏ
ହେଲେ ଭାଗ୍ୟ ତାକୁ ଆମ ଠାରୁ ଛଡେଇ ନିଏ🙍♂️|
Sehi Manish Tiku Bhul
3.ଭଲପାଇବା ଗୋଟେ ଏମିତି ସମ୍ପର୍କ ହୋଇଥାଏ
ଯାହା ଦୁଇଟି ଅଜଣା ମଣିଷଙ୍କୁ ଏକାଠି କରିଥାଏ🙍♂️|-
1.Paibara Lobha Nathae ,
Hareibara Dukha Nathae,
Jeunthi Paiba Au Hareiba Nathae
se Kan Kebe Samparkare Ganajae
2.Prema Jibanare Thare Hoithae
Sata Parema Sara Jibana Biswas re Banchi Rahe
3.Jetebele Bharasha Bhangijae
Setebele Sorry Kahibara Kichi Mulya Nathae-
Saath Rehte Yoon Hi Waqt Gujar Jayega,
Dur Hone Ke Baad Kaun Kise Yaad Aayega,
Jee Lo Ye Pal Jab Tak Sath Hai Dosto,
Kal Ka Kya Pata Waqt Kahan Le Ke Jayega.-