Gaurav Mishra   (Grv)
79 Followers · 4 Following

♥️ He is one of a kind ♥️
Joined 22 August 2017


♥️ He is one of a kind ♥️
Joined 22 August 2017
15 APR AT 21:35

कुछ लोग
कुछ इस कदर खास होते हैं
दूरियाँ कितनी भी क्यों ना बढ़ जाए
मगर हमेशा दिल के पास होते हैं

-


10 APR AT 17:42

ସମସ୍ତଙ୍କୁ ଦିନେ ଚୁପ କରାଉଥିବା ରାଜା
ଯେବେ ନିଜେ ଚୁପ ହେଇଯାଏ
ତାର ଅସହାୟତା ହି ପ୍ରମାଣିତ କରେ
ଯେ ସମୟ କିଛି ବି କରି ପାରେ

-


5 FEB AT 15:47

୨୫ ବର୍ଷ ର ସରକାର
ମାଳ ମାଳ ନେତା
ଜଣଙ୍କୁ ଚିହ୍ନିପାରିଲେ ନାହି
ଏତିକି ତ କଥା

-


14 JAN AT 13:41

ସବୁବେଳେ ସବୁକଥା
ସଭିଙ୍କୁ କହି ହୁଏନା
ସବୁବେଳେ ହସି ହସି
ପୁଣି ଗୋଟିଏ କଣରେ ବସି
ଲୁହ ଏମିତିରେ ଝରି ଯାଏନା
ଶିଖିଛି ଶିଖୁଛି ଓ ଶିଖୁଥିବି ମଦ୍ଦ‍୍ୟ
ନିଜ ପିଠି ଥାପୁଡ଼େଇ
ଆଗକୁ ବଢ଼ିଚାଲିବା

-


22 DEC 2024 AT 10:59

କେବେ ହସି କଥା କୁହେ
କେବେ ପୁଣି ରୁଷି ଯାଏ
ଆମ ସଭିଙ୍କ ମନର ପାଣିପାଗ
କିଛି ଏମିତି ବଦଳୁଥାଏ

-


10 NOV 2024 AT 12:48

नज़रों की मुलाक़ातों से
दिलों का खुश हो जाना
ख़ूबसूरत सा पल बनाती है
वो हल्की सी मुस्कुराना

-


31 OCT 2024 AT 16:49

ହାତ ଛାଡିଥିଲେ ଯାହାର
କ୍ଷମତା ଛଡାଇନେଲା ସିଏ
କ୍ଷମତା ଗଲା ପରେ
ଦଳକୁ ବା ପଚାରେ କିଏ

-


15 OCT 2024 AT 15:48

ये राहें
कहीं ना कहीं पहुँचा ही देते हैं
हमेशा मंज़िल की तलाश मैं रहना
कभी कभी गुमराह कर देती है

-


15 OCT 2024 AT 15:21

ସମୟ ପ୍ରମାଣିତ କରିଛି
ଯେ ଲୋକପ୍ରିୟତା ବି ଆଜି ହାର୍ ମାନିଛି

-


13 OCT 2024 AT 16:23

କଥା କେଇ ପଦ
କେବେ ଲାଗଇ ଏତେ ମଧୁର
ଖୁସି କରିଦିଏ ମନ
କେବେ ପୁଣି ସାଜେ ଛୁରିର ସେ ଧାର
ଚିରିଦିଏ ଛାତି ଭିତର

-


Fetching Gaurav Mishra Quotes