ସ୍ମୃତି ତୁମ ପ୍ରୀତିନନ୍ଦା ନଦୀକୂଳିଆ ସୀହରଣ ବାଆ,
ସ୍ବର ତୁମ ତରଙ୍ଗାୟିତ ବଙ୍ଗ ସିଦ୍ଧୁ ଢେଉ,
ହେ କୋକିଳ କାହିଁ ଗଲ ତୁମେ-
ମିଠା ଗୀତ ପଦେ ଆମେ ଶୁଣିବୁ କାହୁଁ!
ॐ ଶାନ୍ତି। 🙏-
ସ୍ମୃତି ତୁମେ, ଅଫେରା ନଦୀରେ କାଗଜ ତିଆରି ନାଆ ।
ତୁମ ସ୍ମୃତି , ଅନାବିଳ ସ୍ନେହ-ସ୍ରଧା ଅକୁହା ତରଙ୍ଗ ବାଆ ।
କହି କି ପାରିବ, ଦିଗର ଦିସା -
କେ ଦିଗେ ମୋହର ଘର;
ଦିଗ ହରା ପଥିକ ମୁଁ....
ତୁମ ତରଙ୍ଗ ତଟିନୀ ସାହା।-
ଭାଗ୍ୟ, ଭାଗ ଏବଂ ସଫଳତା:
ଭାଗ୍ୟରେ ଥିଲେ ମିଳେ-ଭାଗରେ ଥିଲେ ବି ମିଳେ। କିନ୍ତୁ ଯଦି କିଛି ପରିଶ୍ରମ ନକରି ଭାଗ କି ଭାଗ୍ୟ ଭରସାରେ ରୁହ; ତେବେ ନା ଭାଗ୍ୟ ବଳରେ ନା ଭାଗରେ : ନିରାଶ ହିଁ ହେବ।
ଉଦାହରଣ:
1. ମୋ ଭାଗ୍ୟରେ ଅଛି:
ଜଣେ ରାଜାଙ୍କର ପୁତ୍ରର ଭାଗ୍ୟରେ ରାଜଗାଦି ଅଛି। ଯଦି ସେ କର୍ମ ନ କରେ!(ଏଠାରେ କର୍ମ ମାନେ ଯୁଦ୍ଧ ବିଦ୍ୟା ଶିକ୍ଷା କରିବା, ରାଜ୍ୟ ପରିଚାଳନା ଇତ୍ୟାଦି ବିଦ୍ୟା ଶିକ୍ଷା କରିବା।) ତେବେ ସେ ରାଜ୍ୟକୁ ଆଉ କେହି ଯୁଦ୍ଧ କରି ଯିତିନେବ।ଭାଗ୍ୟରେ ଥାଇବି ଅସାର ନିରାଶର ସାମ୍ନା କରିବାକୁ ପଡ଼ିଲା।
2. ମୋ "ଭାଗରେ" ଅଛି:
ମୁଁ ସଦାବେଳେ ଦେଖୁଛି, ମୋ ଭାଈ ସବୁ ସମ୍ପତି କୁ ଅତିଆର କରିନଉଛି। କିନ୍ତୁ ନା ମୁଁ ପ୍ରତିବାଦ କରୁଛି ନା ଆଇନର ସାହାଯ୍ୟ ନେଉଛି। ଦିନେ ସେ ସବୁ ସମ୍ପତି କୁ ଅତିଆର କରିନବ। ସର୍ବଶେଷରେ ନିଜ ଘରେ ବି ନିଜର ସ୍ଥାନ ନଥିବ।
ତେଣୁ "ଭାଗ୍ୟ, ଭାଗ ଏବଂ ସଫଳତା" ପାଇବା ମଝିରେ "ପରିଶ୍ରମ ବା କର୍ମ"ର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।
-
Always be with the last benchers - they are the real friends.
-
ଯିଏ ଅନ୍ୟ ପାଇଁ "କୀଳା" ତିଆରି କରିବ ।
ଦିନେ ସେହି "କୀଳା" ତାକୁ ହିଁ ଆଲିଙ୍ଗନ କରିବ।-
One day, I ask my Father;
Who is the important person in your life?
My Father replied: My 1st Teacher!
........How?
........He has been taught me, whatever you have learnt from me!
....... Who is he? ; I asked.
....... Your "Grand Father".
Respect your Grand Parents.
Everything you've, is their blessings!-
ନିଜସ୍ଵ କୁ ଭୁଲି ଯାଇ କେବେ କାହାକୁ ଭଲ ପାଇବନି।
ନଚେତ୍ ଦିନ ଆସିବ ତୁମେ ତୁମ ନିଜକୁ ହରେଇ ବସିବ।-
Your PAST was YOU, also FUTURE will be YOU and PRESENT is YOUSELF.
So be YOU.-
କିଛି ଶବ୍ଦ କାନରେ ନୁହେଁ ମନରେ ଶୁଣି ବୁଝିବାକୁ ହୁଏ।
ଆଉ କିଛି ସତ୍ୟତାର ସାକ୍ଷୀ, ଅନ୍ୟର ଆଖି ହୋଇଥାଏ।-