Diptipriyadarshini Behera   (--- ନେହା ✍️✍️)
75 Followers · 350 Following

read more
Joined 13 November 2020


read more
Joined 13 November 2020
6 JAN 2022 AT 22:24


ସାଗର ବେଦନା ବୁଝିକି ପାରିବ
ଜଳ ବିନ୍ଦୁଟିଏ ହୋଇ
ହୃଦୟକୁ ମୋର ଚୁନାକରି ପାରିବ
ପଥର ଛାତି ହୋଇ ।।

ଆମର ଅତୀତ କଜଳ ହୋଇ
ଦିଶେ ମୋତେ ଜଳଜଳ
ବଳିଷ୍ଠ ତୁମ ବାହୁ ବନ୍ଧନ
କରିଥିଲା ଦିନେ ଯେ ପାଗଳ ।।

ବିରହିଣୀ ସାଜି ନିଆଁରେ ଜଳୁଛି
ବଞ୍ଚିକି ପ୍ରତି କ୍ଷଣେ
ନିର୍ଲିପ୍ତ ଜୀବନ ବିତାଉଛି ଏଠି
ନିଷିଦ୍ଧ ତୁମ ମନ ପ୍ରାଣେ ।।

-


5 JUN 2021 AT 19:16

ତୁମ ସହ ମୁହୂର୍ତ୍ତକର ବିଚ୍ଛେଦ
ଆଣିଦିଏ ମନେ ବିଷଣ୍ଣତା
ଦୀର୍ଘ କାଳର

ଭାବେ ମୁଁ ବସି ....

ମୃତ୍ୟୁ ତ ଅବିଚ୍ଛିନ ।
ମୃତ୍ୟୁ ପରେ ବିଚ୍ଛେଦର ବିରହ
ଯମ ପୁରେ ବଞ୍ଚିବି କିପରି ତୁମ ବ୍ୟତୀତ ???

-


29 MAY 2021 AT 11:05

ମୋର ଆଉ ତୁମର ସମ୍ପର୍କ ଏମିତି କିଛି ....

ଯେମିତି ସାର୍ଟ ବିନା ବୋତାମ୍

ଆଉ ରେଶମ ବିନା ସାର୍ଟ ।।

-


6 JAN 2022 AT 23:05

जो तु लगया
वह मेरी दिल ❤️ थी
बता !!! कैसे करूंगी
अब मैं किसीसे दोस्ती ।।

-


6 JAN 2022 AT 16:09

No need anyone
Physically mentally
spiritually indipendent
Take care yourself

More focus on goal
Self care love by urself
I love myself

-


6 JAN 2022 AT 12:47

କାହାକୁ ବା ଭରସା ???

ମାନୁଛି !!!
ତୁମେ କିଛି ଏମିତି ଛୁଇଁଲ
ମୋ ହୃଦୟ ନୁହେଁ
ଆତ୍ମା ବି ହସିଉଠିଲା ।
କିନ୍ତୁ କ'ଣ ଭରସା ??
ତୁମେ ଯେ ସେମିତି ନହେବ,
ଯେମିତି ପାଞ୍ଚ ବର୍ଷ ପୂର୍ବରୁ ସେ ଥିଲା।
ମୋ ଆଖି ଦୁଇକୁ ନେଇ
ଉପନ୍ୟାସ ଲେଖି
ମୋତେ ତା' କବିତା ଛନ୍ଦରେ
ଛନ୍ଦି ଦେଇ...
ଜୀବନରେ ମଧୁ ବର୍ଷା କରି
ଅଧା ବାଟରେ
ଛାଡି ଚାଲିଗଲା ।।

-


25 DEC 2021 AT 12:36

ହେ ମା ତୁଳସୀ ରଖିଥା
ମୋ ଘରକୁ ଘଣ୍ଟ ଘୋଡାଇ
ସବୁ ଅଳି ଅରଦଳିକୁ ମୋର
କରିଛୁ ତୁ ଯେ ପୂରଣ
ତୋ ପରି ହୃଦୟ !!!
ନାହିଁ ଜଗତେ ଆଉ କାହାର
ତୋ ଚରଣରେ ମୋର
କୋଟି ପ୍ରାଣମ
ତୋତେ ଦେଖି ଦେଖି
ବିତିଯାଉ ମୋ ଜୀବନ ।।

-


18 DEC 2021 AT 15:51

तेरी यादों ने तूफान सी लायी
मरी ज़िंदगी में
यादों ने कफन देदी तुझे
मेरी ज़िंदगी से ।।

-


18 DEC 2021 AT 15:33

मेरी दिल की
दरबाजे
तेरी कदमों की
इंतेज़ार में है ।।

-


18 DEC 2021 AT 15:22



थोड़ा क्या चुप सा होगयी

लोगों ने तोह मरा हुआ समझ लिया ।।

-


Fetching Diptipriyadarshini Behera Quotes