मुझे वो इंसान नहीं चाहिए
जो हर एक का हो जाए
मुझे तो वो राम चाहिए
अपनी जीवन में
भले ही मुझे वो बनवास दे
लेकिन युग युग तक
मेरा ही बन कर
मेरी नाम से जुड़ कर रह जाए ♥️♥️— % &-
Love for writing 😍💓💓
26th JANUARY
HAPPY REPUBLIC DAY
गणतंत्र दिवस की हार्दिक शुभकामनाएं — % &-
लाल साड़ी और लाल बिंदी में
जब तुम सज कर बाहर निकलती हो
मानो कोई आसमान की परी
जमीन पर चल रही है
तुम्हे देख कर मेरी धड़कन तेज सी हो जाति है — % &-
କେବେ କାହା ଠାରୁ କିଛି ଆଶା କରିନି କାହ୍ନା
କାରଣ , ଏଠି ଲୋକ କେବଳ କଷ୍ଟ ଦେବା ଜାଣିଛନ୍ତି
ସେଥିପାଇଁ କେବଳ ତୁମ ବିନା ଆଉ କାହାକୁ
ମୋର ଏଇ ଛୋଟ ହୃଦୟରେ ସ୍ଥାନ ଦେଇନି ।❤️❤️— % &-
जिस में हम मुस्कुराते थे
सही मायने में हम बच्चे थे
छूट गया वो बचपन
छूटे सारे दोस्त
छूटे वो मीठी वाली निंद
छूटे वो आंगन गली
छूटे मां की लोरी
छूटे बाबा के छड़ी
छूटे दादी के आईमां कहानि
छूटे दादा के कुहुक पेड़ी
छूटे भाई का सताना
छूटे बहना का मुंह फुलाना
छूटे वो मस्ती भर पल
छूटे वो हसीन कल
कहां गए वो दिन और पल 😔😔
-
I'm fine
ए सिर्फ़ एक शब्द है।
क्या सही मायने में सब ठीक है ?
नहीं ....
सब की जिंदगी में
कुछ ना कुछ परिसानी रहता है
छोटी बड़ी !
इस लिए हमेसा बात करो
और दूसरों की परिसानी को समझो।
और उनकी परिसानी का
हल निकाल ने में मदत करो ।
-
ମୁଁ ଯେତେବେଳ
ଯେଉଁ କବିତା ଲେଖିବାକୁ ବସୁଛି
ସେଥିରେ ତୁମର ଝଲକ୍ ଦେଖିବାକୁ ପାଉଛି ।
ହୃଦୟ ଫେରି ଯାଏ ପୁଣି ଥରେ ସେଇ
ଅଭୂଲା ସ୍ମୃତି ପାଖକୁ ।
ସେମିତି ହାତଟି କଲମ ଟିକୁ ଧରି ଥାଏ
ଆଉ ଯୋଡ଼ିବାକୁ ଲାଗି ପଡେ
ସେଇ ସବୁ ମୁହୂର୍ତ୍ତ ଗୁଡ଼ିଙ୍କୁ ।
ଯେଉଁ ମୁହୁର୍ତ୍ତ ଗୁଡ଼ିଙ୍କ ପାଇଁ ଜୀବିତ ରହିଥିଲି
ଆଉ ସ୍ବପ୍ନ ଦେଖିବାକୁ ଲାଗିଥିଲି ।
-
ବୁଝି ପାରୁନି କ'ଣ ପାଇଁ ଉଦାସ ହେଇକି ବସିଛି ?
ନିଜଠୁ ନିଜେ ହିଁ ଅଭିମାନ କରିକି ବସିଛି ।
ସବୁ ପ୍ରଶ୍ନର ଉତ୍ତର ନିଜ ଠାରୁ ହିଁ ମାଗି ବସିଛି ।
ଜାଣିନି କ'ଣ ପାଇଁ ଏତେ ପ୍ରଶ୍ନ ନେଇ ବସିଛି ?
ଜାଣିଛି ବିତି ଯାଇଥିବା ସମୟ କେବେ ଫେରି ଆସେନି ।
କିନ୍ତୁ କ'ଣ ପାଇଁ ନିଜକୁ ଏତେ ହଇରାଣ କରି ବସୁଛି?
ଯେତେବେଳେ କୌଣସି କାରଣ ଦାୟୀ ହି ନୁହେଁ ମୋ ଉଦାସ ଚେହେରା ର।
ସେଥିପାଇଁ ବିନା କାରଣରେ କ'ଣ ପାଇଁ ଉଦାସ ହେଇ ବସିଛି ?
-
ସିଏ ମୋର ସବୁ ଛୋଟ ବଡ ଇଚ୍ଛାକୁ ପୂରଣ କରନ୍ତି
ମୋତେ ଗାଁରେ ମୋ ବାପାଙ୍କ ନାମରେ ସମସ୍ତେ ଜାଣନ୍ତି।♥️-
😔😔ଆସିବି ନାହିଁ ଏତେ ଖରାପ ଦୁନିଆକୁ ମାଆ 😔😔
ଅଜନ୍ମା ହୋଇ ରହିବାକୁ ଦେ ମାଆ
ଆସିବିନି ଏତେ ଖରାପ ଦୁନିଆଁକୁ ମାଆ ।
ଯୁଆଡ଼େ ଦେଖିଲେ ଡର ଲାଗୁଛି ,ତୋ ଘର ବାହାରେ ମାଆ
ଆସିବି ନାହିଁ ଏତେ ଖରାପ ଦୁନିଆଁକୁ ମାଆ।
ଏଠାରେ କେଉଁ ସଂପର୍କ ନୁହେଁ ବିଶ୍ଵାସର ଯୋଗ୍ୟ
ବୁଝି ହଉନି କ'ଣ ରହିଛି ତାଙ୍କ ସ୍ନେହ ଆଦରରେ ମାଆ
ଆସିବି ନାହିଁ ଏତେ ଖରାପ ଦୁନିଆଁକୁ ମାଆ।
ମୋତେ ତୁ ଗର୍ଭରେ ଧାରଣ କଲୁ ବଡ ଉପକାର ମାଆ
ତୋ ସ୍ନେହ ମମତା ମୋ ପାଇଁ ବରଦାନ ମାଆ ।
କିନ୍ତୁ ଜିଦ କରନି ମତେ ଦୁନିଆକୁ ଆଣିବାକୁ ମାଆ
ଆସିବି ନାହିଁ ଏତେ ଖରାପ ଦୁନିଆଁକୁ ମାଆ।
ଆଶାର ଆଲୋକ ହେଇ ଆସିଛି ମାଆ
ତତେ ମୋ ଶପଥ ମତେ ଏଠାରୁ ଫେରାଇ ଦେ ମାଆ।
ଅଜନ୍ମା ହିଁ ମତେ ରହିବାକୁ ଦେ ମାଆ
ଆସିବି ନାହିଁ ଏତେ ଖରାପ ଦୁନିଆଁକୁ ମାଆ ।
-