Pen can write ✍️ many more bt all credit goes to cap ...
Books hv many pages which describes the book bt credit goes to front page...
No 1 kno the real things all seen the reel...-
Dipak Dk
(0004K)
0 Followers · 3 Following
Joined 30 July 2021
12 NOV 2021 AT 23:55
3 OCT 2021 AT 7:48
କଷ୍ଟ ପାଉଥିବା ମଣିଷ ଟି ନିରୁପାୟ ଥିବା ବେଳେ ସେ କେବଳ ଭରସା କରୁଥାଏ ସମୟର ଗତିକୁ।।।
-
2 OCT 2021 AT 23:44
ଅନ୍ୟର ଖୁସି ପାଇଁ ବେଳେ ବେଳେ ନିଜ ଖୁସି ମାରିବାକୁ ପଡେ ଏମିତି ବି ହୁଏ ନିଜ କୁରାଢ଼ିରେ ନିଜ ଗୋଡ଼ ଜାଣିବାକୁ ପଡେ।।।।।
-
25 AUG 2021 AT 14:40
ଏମିତି ସମୟ ବି ଆସେ ଯେତେବେଳେ ନିଜର ମଣିଷ ଟିଏ ତା ଭୁଲ ବୁଝି ତୁମ ଆଗେ କହିବାକୁ ଚେଷ୍ଟା କରେ କିନ୍ତୁ ସେତେବେଳେ ଏ ହୃଦୟ ତା ଭୁଲ ଶୁଣିବାକୁ ପ୍ରସ୍ତୁତ ନଥାଏ ।।।।। ଜାହାବା ହେଉ ନା କାହିଁକି ଏ ହୃଦୟ ତାକୁ ଆଉ ଦୂରେଇ ଦବାକୁ ସାହାସ ଝୁଟେଇ ପାରେନା......
-
31 JUL 2021 AT 10:11
Miracle never happens it is sum of ur dedication,hardwork and some blessings of god...
-