ଦିପାଞ୍ଜଳୀ ଦଳବେହେରା  
103 Followers · 349 Following

Joined 1 August 2020


Joined 1 August 2020

ତୁମ କୁ ଅପେକ୍ଷା କରିବା
ର କଷ୍ଟ ବି ନିଆରା ..

କାସ୍ ତୁମେ ବି ବୁଝନ୍ତ କି
ମୋ ମନ ର ଅସ୍ଥିରତା...
😓😓

-



କାଶ୍ ଏ କଷ୍ଟ ସବୁ ତୁମ ଭଳି ହୋଇଯାନ୍ତେ !!

ନା ମୋତେ ମନେ ପକାନ୍ତେ...
ନା ମୋ ପାଖକୁ ଆସନ୍ତେ .. !!

-



ସମସ୍ତ ଙ୍କ ମନେ ଆଜି ଖୁସିର ତରଙ୍ଗ...
ଜାତି ଧର୍ମ ବିଚାର ନ କରି ଚାଲ
ବୋଳି ହୋଇଯିବା ରଙ୍ଗ ।।

ହଳଦିଆ,ଲାଲ୍ ସହ ସବୁଜ ଆଉ ନେଳି....
ସମସ୍ତ ଙ୍କୁ ମୋ ତରଫରୁ
Happy Holi ..... 🎉🥰

ପବିତ୍ର ହୋଲି ଉପଲକ୍ଷେ ଆପଣ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା💐💐— % &

-



Tere Mohabbat 😘
Par Mera 😔
Haq to Nehi 💔
Par Dil ❤️
Chahata Hai 😍
Aakhri Saans Tak
Tera intezar karun..🥰— % &

-




Par hum inn khayalon
Se khus Hain...🙂
Tum hamare kuch na sahi
Hum to tumare kuch hain..😊
Tumhe paa ke khone
Ka gum hamse saha
Nehi jaayega..😔
Jo tute iss dafa toh 💔
Ab tukdon main
Raha nehi jayega...
Bas itna sa khayal 😟
Ab Hum or Tum juda
Ho jaate hain..💔
bas mere dil ke saare
Makhmali khayal...😔

Tabhi shagufa ho jaate hain ..
Tabhi shagufa ho jaate hain....😊

-




Hum khokle se hain
Or Tum Khushbuyon
Se bhare ho..🙂
Toba aise khayal ki
Tum mere ho...😔
Phir bhi dil kahan
Manta hai ye rasmon rivaz.. 😏
kahan janta hai.
Janta hai ki bas itna ki
tum Dil ko raas aate ho
haqeqat se na sahi...😘
khayalon main
Roz pass aate ho..😊
(.......)

-



Hum or Tum
Iss kahani ke do kirdar the..💑
Tum Dil ke Malick or
Hum kiryedar the...
Tum koi muqamal sa geet😊
Or hum jaise koi shor the...😔
Tum hamare the nehi
Per hamare dil main jarur the…😘
Tumko dekhte to ishq sa
Khayal aate the...❤️

Hum tumhare ho sakte ho
Aise kafir sa sawal aate...🥰
Fir ham tumhari
Tasveer dekhte..😌
Or apni futti se
Taqdeer dekhte..😞
Fir sochte ki tum
Kahan hamare jaise ho ...😒

-



ତୁମ ସେ ଦୁଇ ଆଖି ଆଜିବି ମନେ ପଡେ ।
ସେ ତ ଆଖି ନୁହେଁ କଥା କୁହା ଓଠ ।
ବାରମ୍ବାର ଡାକେ ସେଇ ନିଶବ୍ଦ ଅନ୍ଧାର ଆଉ ସେ ଡାକ ଶୁଣି ମୁଁ ଦୌଡ଼ି ଯାଏ ସିନା ପାଏନା ତୁମକୁ ତୁମେ ହଜି ଯାଇଥିବା ସେ ଠିକଣା ରେ ।
କେବେ ଫେରିବ କି ଜାଣି ନାହିଁ କିନ୍ତୁ ଆଜି ବି ତୁମ ବାଟ ମୁଁ ଦେଖେ ଲାଗେ ଆଜି ମୋ ପାଖକୁ ଫେରିବାର ସବୁ ବାଟ ଯେମିତି ବନ୍ଦ ହୋଇ ଯାଇଛି ।
ତୁମେ ମୋ ଠିକଣା ହଜେଇ ଦେଇଛ ହେଲେ କେଉଁଠି ନା କେଉଁଠି କେଉଁ ଏକ ନିରୋଳା ମୁହୂର୍ତ୍ତ ରେ ମୋ ଆଭାସ ତୁମକୁ ଅସ୍ଥିର କରି ଦେଉ ଥିବ ।
ହେ ସାଥୀ ଥର ଟେ ପଛକୁ ବୁଲି ଦେଖ ଆଜି ବି କିଏ ତୁମ ବାଟ ଚାହିଁ ଦିନ ଗଣୁଛି ।
ଦିନ ପରେ ରାତି, ରାତି ପରେ ଦିନ , ଅନ୍ଧାର ପରେ ଆଲୋକ, ଆଲୋକ ପରେ ଅନ୍ଧାର ମାଡ଼ି ଆସୁଛି । ହେଲେ ତୁମେ ଆସୁନାହଁ ।।
।। ଆଜି ତୁମ ଅଭିମାନ ମୋ ଜୀବନର ଶେଷ ପରିମାଣ ।।

-



ଜୀବନରେ ପୁଣି ଏକ ବର୍ଷ କମ୍ ହୋଇଗଲା..
କିଛି ସ୍ମୃତି ହୃଦୟ ରେ ରହିଗଲା..
କିଛି ଅପେକ୍ଷା ଅପେକ୍ଷା ରେ ରହିଗଲା..
କିଛି ଭୁଲ୍ ହୋଇଥିଲେ କ୍ଷମା କରିବେ..
କିଛି ଭଲ ଲାଗେ ତ ମନେ ପକେଇବେ...
ନବ ବର୍ଷ ର ହାର୍ଦ୍ଦିକ ଶୁଭେଛା ଓ ଶୁଭକାମନା ।।

Happy New Year....2022
❤️😘❤️😘❤️😘❤️

-



ଦିପଂ ଜ୍ୟୋତି ପରଂବ୍ରହ୍ମ'🪔
ଦିପଂ ଜ୍ୟୋତି ଜନାର୍ଦ୍ଦନ"🪔
ଦିପଂ ଜ୍ୟୋତି ହରେ ପାପ'🪔
ଦିପଂ ଜ୍ୟୋତି ନମସ୍ତୁତେ" !!🪔
ଦୀପର ଅଗ୍ନିଶିଖା ରେ ନିଜ ଭିତରେ ଥିବା ଅନ୍ୟାୟ, ଅନୀତି,ଦୁର୍ନୀତି ଓ ଲୋଭ କୁ ଜଳାଞ୍ଜଳି ଦେଇ ଶାନ୍ତି ମୈତ୍ରୀ, ସଦଭାବନା,ଭଲପାଇବା ସହିତ ସେବାରେ ନିଜ ନିଜକୁ ଉତ୍ସର୍ଗୀକୃତ କରନ୍ତୁ ।। 🙏🏼🙏🏼

ପବିତ୍ର ଆଲୋକର ପର୍ବ ଦୀପାବଳି ଉତ୍ସବ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଶୁଭକାମନା" ..!!
🪔💐💐🪔

-


Fetching ଦିପାଞ୍ଜଳୀ ଦଳବେହେରା Quotes