ପାଖେ ମୁଁ ଅଛି ତୁମେ ଭାବୁଛ ଦୂର
ଆଖି ଖୋଲି ଦେଖ ତ ଆଗେ ଭାବନା ହେବ ଦୂର
307/443-
कितनी महब्बत हैं यही बात
कभी भी मत पुछना..
हर दिन हर पल
तुम्हारी नाम मेरी जुबा पे
कितनी बार आता है
यहीं बात जरूर पुछना...-
जल्द ही वो दिन आएगा
तुम्हारे नाम के साथ
मेरा नाम जुड़ जाएगा
मेरे हाथों में तुम्हारे
नाम की मेंहन्दी लग जाएगा
मेरी मांग में तुम्हारे
नाम की सिन्दूर लग जायेगी
जल्द ही वो दिन आएगा।-
हमारा रूठना
तुम से बात करने का बहाना
खुद चुप रह कर
तुम्हारी सासों को महसूस करना
तुझे कैसे बताऊं
हमें आप से कितनी मोहब्बत हैं... ❤️❤️❤️-
ଶବ୍ଦକୁ ଶବ୍ଦ ଯୋଡି କବିତା ଗଡିଲି
ବିଶ୍ବାସକୁ ଜିତି ତୁମକୁ ପାଇଲି
ରାଗ, ରୁସା ଅଭିମାନ ରହିଥାଏ ଭଲପାଇବାରେ
ବୁଝିଲା ପରି ମଣିଷ ପାଇଗଲେ ଦୁଃଖ ନଥାଏ ଜୀବନରେ..-
ଦିନ ସାରା ତୁମ କଥା ବହୁତ ମନେ ପଡେ
ଯେତଳ ତୁମେ କାମ ସାରି ରାତିରେ ଆସ
ସେହି ମୂହୁର୍ତ୍ତ ଟି ମୋ ଜୀବନର
ଖୁସି ଦିନଟି ହୋଇଥାଏ.... ❤️❤️❤️-
हर दुआ में
हर सफर में
हर कदम में
हर खुशी और
हर गम में
तुम्हारा हमेशा साथ रहेन्गे
बादा रहा.. 🤝
-
କିଛି ଅଜଣା କିଛି ଅଶୁଣା
କିନ୍ତୁ ଲାଗେ ଭାରି ଆପଣା
କିଛି ମାନ କିଛି ଅଭିମାନ
କିନ୍ତୁ ଅବୁଝା ଏହି ମନ
ମୋ ପାଖେ ଅଛ ତୁମେ
କିନ୍ତୁ ମୋ ଠାରୁ ବହୁତ ଦୂର
ଭାରି ମନେ ପଡ଼େ ତୁମ କଥା
ତୁମେ ସ୍ନେହରେ ଡାକିଦେଲେ
ଲାଜରେ ନହିଁ ଯାଏ ମୋ ମଥା...-
ତୁମ ଦ୍ବାରେ ଗଲି ମୁହିଁ
ଆସିବ ବୋଲି ବରଦାଣ୍ଡେ ବସିଲି ଚାହିଁ
ଦେଖିଣ ମାତ୍ରେ ନୟନରୁ ଅଶ୍ରୁ ବୋହିଲା କ୍ଷଣି
ତୁମ ଦୁଇ ଆଖିକୁ ଦେଖି ଲାଗିଲା ଦୁଇଟି ମଣି
ବଗିଚାରୁ ଆଣିଛି ରେ ତୋ ପାଇଁ ତୁଳସୀର ମାଳ
ତୁ ଯଦି ଚାହିଁବୁ ରାତି ପାହିଁ ହୋଇବ ସକାଳ
ଦୂରଦର୍ଶନରେ ତତେ ଦେଖି ଲାଗିଲା ଭାରି ନିଜର
ମହାମାରୀ ରୋଗ ଆପଣାର ଲୋକକୁ କରିଲା ପର।-
ଶୁଣ ତ'
ମନର କଥା କାଗଜରେ ଲେଖି ଲେଖି କାଗଜ ପୂର୍ଣ୍ଣ ହୋଇଗଲାଣି ଆଉ କଲମର କାଳି ବି ଶେଷ ହେଲାଣି ବସ୍ ଏତିକି ଯେ ଯଦି ମୁଁ ଲେଖା ବନ୍ଦ କରିଦେବି କାଳେ ମୋ କବିତାର ଶବ୍ଦ ସବୁ ମୋରି ଠାରେ ରୁସି ଯିବେନି ତ? ଆଉ କହିବେ ଯଦି ନ ଲେଖୁ ଏହି କାଗଜରେ ଯାହା ଲେଖା ଅଛି ତାକୁ କହିଦେବି ଯାହାକୁ ତୁ ମନେ ମନେ ତୋ ହୃଦୟ ଦେଇସାରିଛୁ ଏହି ଡର ସବୁ ବେଳେ ମୋ ଭଲପାଇବାକୁ ଦୁଇ ଗୁଣ କରିଦିଏ।ଆଉ କବିତା ସବୁ ବେଳେ କୁହେ
ଶୁଣ ତ'....-