"Hopeless"
-
ଜାଣିନି କାହିଁକି ତୁ
ମନେପଡୁ ଏତେ
ଯେତେ ଭୁଲିବାକୁ ଚାହିଁଲେ ବି
ଭୁଲି ପାରେନାହିଁ ତତେ
କାହିଁକି ଆସିଲୁ ମୋ ଜୀବନେ
ନେଇ କେତେ ସ୍ୱୋପ୍ନ ର ରଙ୍ଗୋଲି
ଗଲା ବେଳେ ନେଇଗଲୁ
ମୋ ଓଠର ହସ ସୁନେଲି😔
-
ନିଜର ଲୋକଙ୍କୁ କେବେ ମିଛ କହିହୁଏନି
ଯଦିବି କୌଣସି କାରଣରୁ ମିଛ କହିଲ
ମନ ଭିତରେ ବହୁତ୍ କଷ୍ଟ ହୁଏ 😊😊😊
ଦୀପ୍ତିମୟୀ ପାତ୍ର-
ପ୍ରକୁତ କୃଷକ କେବେ କୃଷି ସଂଗଠନରେ
ଯୋଗ ଦିଅନ୍ତିନି।
ତାଙ୍କୁ ତ ଖାଇବାକୁ ସମୟ ହୁଏନି
ଆଉ ସେ ରାଜରାସ୍ତାକୁ ଯାଇ
ପାଲା କରନ୍ତି କେତେବେଳେ
ନିଜ ସ୍ବାର୍ଥ ପାଇଁ
ତାଙ୍କୁ ବ୍ୟବହାର କରିବା ବନ୍ଦ୍ କରନ୍ତୁ🙏
ଦୀପ୍ତିମୟୀ ପାତ୍ର-
ରେ ମନ ତୁ ତ ସବୁ ଜାଣୁ
ତଥାପି କାହିଁକି ସବୁବେଳେ
ଯେଉଁଥିରେ ଦୁଃଖ ପାଇବୁ
ତାକୁ ହିଁ ବାଛୁ 😔😔😔-
ଆଖି ଲୁହ ଓଠ ପିଏ,
ଓଠ ହସ ମିଛ ଥାଏ,
ଜୀବନର ସବୁ ଦୁଃଖ,
ସମସ୍ତଙ୍କୁ କଣ କହିହୁଏ🤔-
The most happiness moment in the world is the smile of a child😊😊😊
The most precious sound is their laugh😁😁😁
The most unhappiness sound is their cry😔😔😔
-
ମୁଁ ଗୋଟେ ବଡ଼ ଅଳସୁଆ
ମତେ ପାଠ ପଢିବାକୁ ଜମା ଭଲଲାଗେ ନାହିଁ
ମୁଁ ଜୀବନରେ କିଛି କରିପାରିବି ନାହିଁ
ତଥାବି ମୋ ମନରେ ଟିକେ ବୋଲି ଗର୍ବ ନାହିଁ
ମୁଁ ଗୋଟେ ବଡ଼ ଅଲଜ୍ୟା, ବେଲଜ୍ୟା ପିଲାଟିଏ 😀
_ଦୀପ୍ତିମୟୀ ପାତ୍ର-