Deepika Priyadarsini   (Stupid Girl)
119 Followers · 31 Following

Joined 14 March 2019


Joined 14 March 2019
5 AUG 2022 AT 20:53

ମରୁଭୂମିର ମରୁଦ୍ୟାନ ଭଳି
ଶୁଷ୍କ ମୋ ହୃଦୟ...
କେବେ ସନ୍ଦେହ ତ
ପୁଣି
କେବେ ତିକ୍ତତା'ର
ହୁଏ ଘୂର୍ଣିଝଡ
ଥମିବାର ନାଁ ଧରୁନି ସେ ଝଡ
ପ୍ରେମର ମରିଚିକା ଫଛେ ଦଉଡି
ଖାଲି
ବ୍ୟତିତ ହଉଛି ସମୟ...

-


4 AUG 2022 AT 15:43

Tere jane ke baad bhi
Tere parchai se
Milne aati hun...
Tum har pal mere saath ho
Souch kar
Ye zindagi guzar leti hun...

-


3 AUG 2022 AT 22:34

କେଉଁ ଏକ ଅଜଣା ସମ୍ମୋହନ
ଆନମନା କରେ ପ୍ରତି ଖ୍ୟଣ
ବିଚଳିତ ହୁଏ ତନୁ ମନ
ଦେହେ ଖେଳିଯାଏ ଶୀହରଣ

-


3 AUG 2022 AT 18:53

Feelings of every word
Which
He put it
On a piece of paper

-


3 AUG 2022 AT 15:18

I will tell you
How did I spend my time
Without you

-


2 AUG 2022 AT 19:41

ଅଭିଯୋଗ ଥିଲା ଯେତେ
ତାହା ଓଠ ତଳେ
ଚାପି ହୋଇ ରହିଗଲା
ଅଭିମାନ ଥିଲା ଯାହା
କେଜାଣେ କୁଆଡେ ଉଭେଇ ଗଲା
ଏମିତି
ଅନେକ ପ୍ରଶ୍ନ ପଚାରିବାର ବାକି ଥିଲା
ହେଲେ
ତୁମର ସେ ନିରିହ ନିଷ୍ପାପ ମୁହଁ
ମୋତେ ଚୁପ୍ ରହିବାକୁ
ବାଧ୍ୟ କଲା...

-


2 AUG 2022 AT 10:48

ଅଟକି ଥିବା ସମୟ
ଚାଲିବାକୁ ଲାଗିଲା
ବାଟ ଭୁଲି ଯାଇଥିବା ମୌସୁମି
ପୁଣି ଥରେ
ତା' ଦିଗ ବଦଳେଇଲା
ଆଜି କ'ଣ ଘଟିବାକୁ ଯାଉଛି
ଏମିତି
ଅନେକ କିଛି ପ୍ରଶ୍ନ ଭିତରେ
ଉତ୍ତରା ପବନ ଆସି
ତୁମେ ଆସିବାର ବାର୍ତ୍ତା ଦେଇଗଲା...

-


1 AUG 2022 AT 19:59

ହଜିବାକୁ ଚାହେଁ
ତୁମ
ପ୍ରତିଟି ନିଶ୍ବାସରେ
ତୁମ
କୋମଳ ସ୍ପର୍ଶରେ
ତୁମ
ପ୍ରିତିଭରା ଚୁମ୍ବନରେ
ପୁଣି
ହଜିବାକୁ ଚାହେଁ
ତୁମ
ନିଃଶ୍ବାର୍ଥପର ହୃଦୟର
ପ୍ରେମ ପ୍ରାଂଗଣରେ...

-


1 AUG 2022 AT 18:10

Tum mere saath rahoge



Me
Sare gaam bhul jaungi

-


31 JUL 2022 AT 19:00

କାହିଁକି କେଜାଣେ
ଆଜି
ତୁମ କଥା ଭାରି ମନେ ପଡୁଛି
ସେଇ ନିଶବ୍ଦ ରାତିରେ
ତୁମ ସହ ବିତିଥିବା
ଅନ୍ତରଂଗ ମୂହୁର୍ତ ସବୁ
ମୋତେ ବିଚଳିତ କରୁଛି...
ତୁମର ସେଇ ମୃଦୁ ସ୍ପର୍ଶ, ସ୍ମିତ ହସ
ମୋତେ
ଭାରି ଅଥୟ କରୁଛି
ତୁମେ ସିନା
ମୋ ଉପରେ ଅଭିମାନ କରି
ମୋଠୁ ବହୁ ଦୂରକୁ ଚାଲିଯାଇଛ
ହେଲେ ଆଜିବି
ମୁଁ
ତୁମ ଅପେଖ୍ୟାରେ ଅଛି...

-


Fetching Deepika Priyadarsini Quotes