Debiprasad sahoo   (Debi’s diary ❤️)
3 Followers · 5 Following

Joined 19 January 2020


Joined 19 January 2020
28 MAR AT 15:43

ସବୁ କିଛିରେ ଖୁସୀ ଲୁଚି ରହିଛି 😊

ବାସ୍ ସାଉଁଟି ପାରିବା ଦରକାର୍

-


13 FEB AT 0:37

ଅହଂକାର ବୃକ୍ଷ ରେ କେବଳ ବିନାଶ ର ପଂଳ ହିଁ ଫଳି ଥାଏ

-


15 OCT 2024 AT 2:10

ସମୟ ଟା ବହୁତ କିଛି ସିଖାଇଲା
ହେଲେ ଠିକ୍ ସମୟରେ ସିଖେଇଲାନି

-


24 MAY 2024 AT 1:50

ପାଗଳ ମାନେ ବି Status ଦିଅନ୍ତି
ପାଗଳ ଭଳି
ଯେମିତି ଚମଛଡ଼ା ଆଉ ଗରମ ପାଣି ଛଟା କୁକୁର କମୁଡ଼ିଚି
ସେମିତି ହିଁ ଭୋ ଭୋ କରନ୍ତି

ବି ଦ୍ର : ଦେହକୁ ନେବେନି

-


18 APR 2024 AT 1:57

କାହାକୁ ହରେଇବାକୁ ଚେଷ୍ଟା କରନି ..
ନିଜେ କେମିତି ଜିତିବ ... କେବଳ ସେ କଥା ଭାବ !

-


18 APR 2024 AT 1:53

ଜୀବନ ଏକ ଚିହ୍ନା ରାସ୍ତା
ଏଠି ସ୍ୱପ୍ନମାନଙ୍କର ବୋଝ ହିଁ ଅଧିକା l

-


18 APR 2024 AT 1:48

ଫରକ ପଡ଼େନା ସମ୍ପର୍କ କଣ ଅଛି
ଫରକ ପଡ଼େ .....
ସେଥିରେ ଶାନ୍ତି କେତେ ଅଛି

-


29 JAN 2024 AT 1:07

ଦୁନିଆ ସାମ୍ନାରେ ହସିବାକୁ ହେଲେ
ପ୍ରଥମେ ନିଜ ଭିତରେ ଥିବା ଦଃଖ ସହ
ବାରମ୍ବାର ଲଢ଼ିବାକୁ ପଡ଼େ

-


29 JAN 2024 AT 0:56

ଜୀବନରେ ସବୁକିଛି ସମସ୍ତଙ୍କୁ ମିଳେନି
କିଛି ଜୀନିଷକୁ ହସି ହସି କି
ଭୁଲିଯିବାକୁ ପଡ଼େ

-


2 DEC 2023 AT 21:47

ମୁଁ ସମସ୍ତଙ୍କ ପାଇଁ ନିଜେ ନିଜକୁ ଭଲ ବୋଲି
ପ୍ରମାଣ କରିପାରିବିନି
କିନ୍ତୁ ମୁଁ ସେଇ ମାନଙ୍କ ପାଇଁ ଭଲ ଯିଏ ମତେ
ବୁଝିଛି,
ମଣିଷ ନିଜ ନଜରରେ ଠିକ୍ ହେବା ଦରକାର
କାହିଁକି ନା ଦୁନିଆ ତ ଭଗବାନ ଙ୍କୁ ପାଇ କି ବି
ଖୁସି ନାହିଁ ।

-


Fetching Debiprasad sahoo Quotes