Cleanton's poetry   (Cleanton)
207 Followers · 153 Following

M.A in English(Utkal University)
Joined 18 December 2018


M.A in English(Utkal University)
Joined 18 December 2018
8 JUL 2023 AT 16:17

କେହି ଜଣେ ଭଲଲାଗେ
ଏହି ହୃଦୟର ଶୂନ୍ୟତାର ସିନ୍ଧୁ,
କରିକିପାରିବ ପୂରଣ ପ୍ରତିଧ୍ୱନୀର ବନ୍ଧୁ ।
ଆଶା ଅଛି ମନର ସ୍ମୃତିର ପାଲିଙ୍କିରେ;
ହେଲେ, ପାଦ ପାଉନାହିଁ ଯିବାପାଇଁ ।
ସେ ହୃଦୟର ଠିକଣା ମିଳୁନାହିଁ
କାହିଁକି କେଜାଣି ଗୋଟିଏ କଥାକୁ ଫେରିପାଏ,
ଜୀବନ ବୋଧହୁଏ ଏଥିପାଇଁ ଗଢା ବନ୍ଧୁତାରେ ରହିବା ପାଇଁ
ଯେତେ ମନଗଢା କଥାକୁ ବାରମ୍ବାର ପଚାରେ ,
ମୋର ମନର ବିଡ଼ମ୍ବନା ଓ ହୃଦୟର ଶବ୍ଦର ପ୍ରତିଧ୍ୱନୀ ମୋତେ ସେତେ ଆଘାତ କରେ । ମନେହୁଏ ସତେଯେମିତି ମୁଁ ମୋ ଦୁନିଆରେ ଆଉ ନାହିଁ । ସପନର ଆରପାରି ରେ ସେ ,ଆଉ ମୁଁ ଖୋଜୁଥିବା ମଣିଷ ଯେ ମୋତେ ଖୋଜେ ଏହା କେବଳ ସ୍ୱପ୍ନ । ଆଜି କାହିଁ ମୋତେ ଏହି ଭାବନା ତା' ପ୍ରତି ଆସେ ମନେହୁଏ କାହିଁକି । ମୋର ଭାବନା ଓ ହୃଦୟର ପରିଭାଷା ବୋଧହୁଏ ମୋତେ ମର୍ମାହତ କରିଛି , ସ୍ବପ୍ନିଳ ସ୍ୱପ୍ନିଳ ଏହି ବାସ୍ତବ ଦୁନିଆ ଲାଗେ ,
ଆଜି ହଠାତ୍ ଆଉ ମନେହୁଏ
କେହି ଜଣେ ଭଲଲାଗେ.......
କେହି ଜଣେ ଭଲଲାଗେ.......
ଇତି
ଆପଣାର ଶୁଭ ମନାସି ବନ୍ଧୁ...

-


27 FEB 2023 AT 10:52

A Different Wish
I want to love you in silence
because no one can hear your denial.
I want to love you in loneliness
because there will be no fear to have you other than me.
I want to love you from a distance
because your swindle will be a part to me.
I want to kiss you in an air
because an air is slower than my lip...
I want to keep you in my dreams
because you will never end in my dreams.....



-


31 JAN 2023 AT 8:26

ମନ ଭଲ ଲାଗୁନି.......
ଆଜି କାହିଁକି ଏଭଳି ଲାଗେ ଜାଣେନା
କିନ୍ତୁ, ହଁ କିଛି ଭାବନା ସୃଷ୍ଟି କରିଥିବା ଚିତ୍ରକଳା ପ୍ରତି ଆକୃଷ୍ଟ ହୋଇ ବହୁ ସ୍ଥାନ ମନେପଡେ। ଠିକ୍ ସମୟରେ ଆଉ କିଛି ଭାବନା,କଳା, ସଂସ୍କୃତି ଓ ସଭ୍ୟତାର ବିକାଶ ସହିତ ଅନେକ ଚିନ୍ତାଧାରା ବି ବଦଳିଛି । ଏମିତି ପ୍ରାୟ ମନେ ହୁଏ ଯେ ଆପଣ ବୋଧେ ଜଣାଶୁଣା ଓଡ଼ିଆ କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶକ ଓ ପ୍ରଯୋଜକ ଥିଲେ, ଠିକ୍ ସେହିପରି ଜଣେ ଜମିଦାର ରାଜୁତି କରିଥିବା ଚିତ୍ରକଳା ପ୍ରତି କିଛି ସାଧାରଣ ତଥ୍ୟ ସଂଗ୍ରହ ପାଇଁ ସେଠାକାର କଳା ସଂସ୍କୃତି ଓ ପରମ୍ପରା ସଂପର୍କରେ ଆଲୋଚନା କରାଯିବାର ବୈଧତା ଉପରେ ପ୍ରଶ୍ନ ଉଠାଇଥିଲେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଆଜି ସେହିଭଳି ବିଭିନ୍ନ ରାଜନୈତିକ ନେତାମାନେ ଅନେକ ଚିନ୍ତାଧାରା ଉପରେ ଗଭୀର ରେଖାପାତ ପାଇଁ ସେଠାକାର କଳା ସଂସ୍କୃତି ସହିତ ଅନେକ ଚିନ୍ତାଧାରା ଉପରେ ପ୍ରଶ୍ନ ଚିହ୍ନ ଲଗାଇବା ଫଳରେ ''ଶଙ୍ଖ'' ଉତ୍ପାଦନ କମିବାରେ ଲାଗିଛି ।
ଏହି ପୃଷ୍ଠାଟି ଓଡ଼ିଆ କଥାଚିତ୍ରର ମୁଖ୍ୟ ଆକର୍ଷଣ ଥିଲା.......

-


19 NOV 2022 AT 17:34

Be Loyal , not to be Royal..

-


28 OCT 2022 AT 8:08

I didn't love her because of her glamour,
She seems beautiful because I love her.
When I see her beautiful speaking eyes
I think "forgiving her", but
I don't trust her now.
Don't think my colors of the heart is faded away,
I have still in my heart for those who love me...

-


15 OCT 2022 AT 14:57

A President cannot always be popular in India.

-


15 OCT 2022 AT 14:46

Confidence is silent. Insecurities are loud.

-


2 OCT 2022 AT 16:55

Please pray for me and my family

-


21 SEP 2022 AT 12:27

I wondered a lonely cloud but,
i found a couple of clouds..
what will be the reason behind it?

-


14 SEP 2022 AT 13:47

ମୋ ନିଦ,ଆଉ ସେ ପୂର୍ଣ୍ଣମୀ ରାତି;
ପୂର୍ଣ୍ଣିମୀ ରାତିର ନୀଳ ଆକାଶରେ ଦିଶେ,
ସେହି ଖିଆଲି ଅଳସ ଭାଙ୍ଗୁଥିବା ଜହ୍ନ ।
ଯେବେ ମୁଁ ପେନସିଲ ଧରେ ଆଉ
ସଫେଦ କାଗଜରେ ଆଙ୍କେ ସହି ଛବି
ମୋତେ ଲାଗେ, ସେ ଜହ୍ନର ଜ୍ୟେସ୍ନା ଦେଖେ ।
ଯେବେ ଝର୍କା ପାଖରେ, ଟେବୁଲ୍ ଉପରେ ପେନ୍ସିଲ ରଖିଥାଏ,
ସେହି ଛବି ଲୁଚି ଲୁଚି ସେ ଦେଖିଥାଏ ।
ବିଳମ୍ବିତ ପୂର୍ଣ୍ଣମୀ ରାତିରେ, ପୁଣି ସେ କାଗଜରେ ଛବି
ଯେବେ ମୁଁ ଦେଖେ, ମନେପଡେ ସେ
ଅଳସ ଭାଙ୍ଗୁଥିବା ଜହ୍ନ
ମନର ରୋମାଞ୍ଚକ ଯେତିକି ବଡୁଥାଏ....
ସେ ବିଲୁଆ ର ରଢି ଅଧିକ ଭୟଭୀତ କରୁଥାଏ ।
ମନେପଡେ, ମନେପଡେ ସେ
ଅଳସ ଭାଙ୍ଗୁଥିବା ଜହ୍ନ ,
ଅଳସ ଭାଙ୍ଗୁଥିବା ଜହ୍ନ





-


Fetching Cleanton's poetry Quotes