One lie always leads to many more lies.
-
सबसे लंबा और कठिन सफ़र है— खुद से खुद तक का सफ़र।
मुझे बस यही तय करना है।"-
I know how deeply it hurts me whenever I hurt someone, knowingly or unknowingly. Yet, there are people who push me to be rude with them—leaving me with no option but to hurt myself instead.
-
"उसे चाहूँ तो चाहूँ भला किस नज़र से चाहूँ,
जो मेरी परछाई तक से भी किनारा कर जाती है।"-
“Motherhood knows no parameters. Neither wealth, nor beauty, nor education can define it—it transcends all barriers.”
-
"ପାଦ ଦୁଇ ସିନା ଶିକୁଳିରେ ବନ୍ଧା
ମନକୁ ତୋହର ବାନ୍ଧିବ କିଏ
ଚାଲିବା ପାଇଁକି ଜନମ ନୁହେଁ ତୋ
ଉଡ଼ିଯାଆ ଦୂର ଆକାଶ ଯାଏଁ”-
ମୁଁ ମେ ମାସର ନିଃଶୁଳ୍କ ଡହ ଡହ ତାତି
ସେ ପତ୍ରପୁର ପୋଲ ତଳେ ବିକ୍ରି ହେଉଥିବା ଲାଲ୍ ଟହ ଟହ ତରଭୁଜ
କାହିଁକି କେଜାଣି ସମସ୍ତଙ୍କ ପାଖରେ ମୁଁ ବିତୃଷ୍ନାର ପାତ୍ର ହୋଇ ଯାଏ?
ସମସ୍ତେ ତାକୁ ଆଦରି ନିଅନ୍ତି
ନିଜର ତୃଷ୍ଣା ମେଣ୍ଟାଇବା ପାଇଁ-
ଭୀଷଣ ନିଦାଘ ତାତି ମାଡ଼ ଖିଆ ଆଁ କରି ଥିବା ମାଟି
ଶେଷ ଶ୍ରାବଣର ନ ଥମୁଥିବା ବରଷାରେ ଭିଜା ରାତି-
मुझे गलत समझना उनकी गलती कैसे हो सकती,
कदाचित मैं ही गलत हूँ — उस देवी से भला भूल कैसे हो सकती?-
ଜାଣିଛି ମୁଁ ତୁମେ ନାହଁ ମୋ ଭାଗ୍ୟ ରେଖାରେ,
ତଥାପି ଚମତ୍କାରରେ ବିଶ୍ଵାସ ମୁଁ କରେ।-