ଜୀବନ ର ରଙ୍ଗ
ଯେତେବଳେ ଖରା ଛୁଟି ଆସିଯାଏ ସବୁ ପିଲାଙ୍କର ଖୁସି କହିଲେ ନସରେ ଯେ ତାଙ୍କୁ ତାଙ୍କ ବାପା ମା ଆସି ଘରକୁ ନେଇଯିବେ ବୋଲି।କେତେ କଣ ଖାଇବା,ବୁଲିବା ଆଉ ଭାଇ ଭଉଣୀ ସହ ମଜା କରିବାର ସପ୍ନ ଉଙ୍କି ମାରେ ତାଙ୍କ ମନରେ।କିନ୍ତୁ ଛୁଟି କଥା ଭାବିଲେ ବିଶ୍ବଜିତ ମନରେ ଅହେତୁକ ଭୟ ମାଡି ଆସେ।ପୁଣି ସେ ଅନ୍ଧାର କଠୋରୀ ଭିତରେ ଏକା ହୋଇଯିବ ବୋଲି।
ତା ପାଇଁ ନା ଥାଏ ରଜ ର ପୋଡ଼ପିଠା ନା ଦିପାବଳୀ ର ଆଲୋକ ନା ହୋଲି ର ରଙ୍ଗ
ପ୍ରତିଦିନ ର ହଷ୍ଟେଲ ର ସେହି ଖାଇବା ଆଉ ସ୍କୁଲ ର ମୁଖ୍ଯ ଫାଟକ ପାଖେ ଥିବା ଦରୱାନ ହିଁ ତାର ଚିର ସାଥି।ଏତେ ବଡ ଦୁନିଆ ରେ ନିଜର ବୋଲି କେବଳ ତା ମା।
ସେ ପୁଣି ପର ଘରେ କାମ କରି ସେଇଠି ହିଁ ରହେ।ୟାକୁ ନେଇ କେଉଠି ବା ରଖିବ,ମାସ ଶେଷ ରେ ତାକୁ ମାଲିକ ଦରମା ଦେଲେ ସେଇଥିରୁ ଆସି ସ୍କୁଲ ଦରମା ଦେଇ ଯାଏ ମାସ ଆରମ୍ଭ ରେ ଆଉ ଆଣିଥାଏ ତା ମନ ପସନ୍ଦ ର ମିଠେଇ ଡବା ଟେ।ତେଣୁ ବିଶ୍ବଜିତ ସବୁବେଳେ ଚାତକ ପରି ଅପେକ୍ଷା କରିଥାଏ ମାସର ଆରମ୍ଭ ଆଉ ଖରା ଛୁଟି ର ଶେଷ କୁ-
At the end of everything
The 3 Truth of Life are
You are Only You
Your pain is only to you
and You Only Stand For yourself-
ନାହିଁ ତାକୁ ମୁଁ ଦେଖିଥିଲି ନା ତାର ନାଁ ମତେ ଜଣା ଥିଲା,ନା କୌଣସି ସମ୍ପର୍କ ଥିଲା ତା ସହ ମୋର
ବାସ ଖାଲି ଏତିକି ଜଣା ଥିଲା କି ହୃଦୟ ଟି ତାର ସ୍ୱଚ୍ଛ ଆଉ ଆଖି ଦିଇଟା ତାର ଭାରି ନିରୀହ ଥିଲା ।ସତେ ଯେମିତି କାହାର ଯିବାର ବାଟକୁ ନିରୀହ ଆଖି ରେ ସେ ଏମିତି ଚାହିଁ ରହିଥିଲା ଯେମିତି ଆଉ କେବେ ଭି ଦେଖା ହେବନି।
ବାସ ଗୋଟେ ଅନୁଭବି ର ହୃଦୟ ରେ ଅନୁଭବ କରୁଥିଲି ତାକୁ ଆଉ ହଜିଯାଉଥିଲି ତା ଭାବନା ରେ।
deidicate to that ମାଲକାନଗିରି ଝିଅ
-
ସବୁ ବେଳେ ଭାବୁଥିଲି ଜନ୍ହ କାହିଁକି ଏତେ ଭଲ ଲାଗନ୍ତି ମତେ? ଘଣ୍ଟା ଘଣ୍ଟା ଧରି ତାଙ୍କୁ ଦେଖିବାକୁ କାହିଁକି ଏତେ ଭଲ ଲାଗେ?କାହିଁକି ଅମାବାସ୍ୟା ରୁ ପୂର୍ଣ୍ଣିମା ମୁ ତାଙ୍କର ହିଁ ଖାଲି ଅପେକ୍ଷା ରେ ରହେ?କାହିଁକି ଏକା ଏକା ପୂର୍ଣ୍ଣିମା ରାତିରେ ଛାତ ଉପରେ ତାଙ୍କୁ ଦେଖି କେତେ କଣ ଗପିଯାଏ? ଆଉ କାହିଁକି ସମୁଦ୍ର ଜୁଆର ପରି ମୋ ମନ ରେ ଖୁସି ର ଜୁଆର ତାଙ୍କୁ ଦେଖି ମାଡ଼ି ଆସେ।
And why i am a selenophile?
ତେବେ ଜାଣିବାକୁ ପାଇଲି କି ତୁମେ ହିମାଂଶୁ (ହିମ+ଅଂଶୁ)
ଯିଏ କି ମତେ ସବୁବେଳେ ଆକର୍ଷିତ କରୁଥିଲ ନିଜ ଆଡ଼କୁ
-
କେବେ ସେ black and white album ଭିତରେ ତ କେବେ ପିଲା ଦିନେ ଶୀତଦିନ ର ନାଲି ସ୍ଵେଟର ଭିତରେ
ପୁଣି କେବେ Junior ସହ ତେନ୍ତୁଳି ଗଛରୁ ମିଶି ତେନ୍ତୁଳି ଝଡେ଼ଇ ବାରେ
ଆଉ କେବେ ବର୍ଷା ରାତିରେ ଡିବି ର ଆଲୁଅ ରେ
ଆଉ ହିଁ ବର୍ଷା ପରେ ମାମୁଁ ଘର ର ପଡିଶା ଘର ଚୁଲି ରୁ ଚାଳ ଦେଇ ଉଠୁଥିବା ଧୂଆଁ ଭିତରେ
ମୁଁ ତତେ ଖୋଜେ
Dear ଅତୀତ
~Sonu-
Happy Birthday To My Man
With All Loves Glittering in My EyeS, Dancing Through My Smile And Filled In My Heart❤️-
You Are in Each Silent Drops oF Tears....What More can Value You..
-
Love In 10 Words
After Quarrel,Gazing at road From Balcony for His Returning-