ପ୍ରେମ ର ମୋର ପ୍ରଥମ ଉପହାର
ଦେଇଥିଲ ପ୍ରିୟା ତମେ
ଯଉ ନାଲି ଗୋଲାପ
ପ୍ରେମ ସିନା ଆମ ଯାଇଚି ମଉଲି
କିନ୍ତୁ ଏବେ ବି ପୁରୁଣା ବହି ର
ଏକ ନିରବ ପୃଷ୍ଠା ରୁ
ମୋ ପ୍ରେମ ବଖାଣୁଚି
ସେଇ ଶୁଖିଲା ଗୋଲାପ ଟି
-
मेरे प्रेम में अब भी है सामर्थ्य तुम्हे रोकने की
पर नहीं गया हूं मैं तुम्हारे इच्छा के विरुद्ध कभी-
Main Aghyaar Tha
Firse Aghyaar Ban Jaunga
Tum Dhoondte Reh Jaoge
Main Aisi Jagah Kho Jaunga-
वो हिसाब मांगती थी मेरी मोहब्बत की हर रोज़ मुझसे
में भी एक रोज़ कहा तुम भी कभी समंदर की गहराई बता दो-
चांद को देख कर दिल में हर रोज़
एक ही सवाल उठता है
आस पास इतने सितारे
फिर भी वो तन्हा क्यों रहता है-
देख तू सच बोल दिया कर
पता है मुझे तू किस्मत में नही है मेरी
तू हर रोज़ ख्वाबों में आ के यूँ तड़पाया ना कर-
Tu Kuchh Alfaaz Bhi Istemal Kar Liya Kar
Ye Emojis Ganit Ke Sawal Se Kam Nahi-
तुम जो कहते थे संभाल लोगे
मुझे हर एक मोड़ पर ,
दिखाई नही दिए तुम !
जबसे थोड़ा लड़खड़ाने लगा हूँ में ।-
-ଅବଶୋଷ-
ଉତ୍ତପ୍ତ ମରୁଭୂମି ର ବିସ୍ତୀର୍ଣ୍ଣ ବାଲୁକାସଜ୍ୟାରେ ପିଲାଟା ବୁଲିବୁଲି ଥକିପଡେ,
ମିଳେନା ଜଳର ସନ୍ଧାନ ହେଲେ ସେ ଫସିଯାଏ ମରୀଚିକା ଗହଣରେ ,
ହତାସିଆ ହସଟେ ହସି ପୁଣି ପଶିଯାଏ ତା ପରିତ୍ୟକ୍ତ ପର୍ଣ୍ଣ କୁଟୀରରେ।
ଅସୀମ ଅବଶୋଷ ର ତତଲା ବହ୍ନିକୁ ସାଥିକରି ସେ ଚୁପଚାପ୍ ଶୋଇପଡେ଼।
ସେ ସ୍ବପ୍ନ ଦେଖେ, ସେ କରିଛି ତା'ର ବହୁ ପ୍ରତିକ୍ଷୀତ ଉପବନ ଲାଲ୍ ଗୋଲାପର,
କମନୀୟ ଗୋଲାପର ସୁଗନ୍ଧ ମଧ୍ୟରେ ସେ ଶୋଇଛି ତା ପ୍ରିୟା କୋଳରେ ମୁଣ୍ଡ ରଖି,
ଚାଲି ଆସିଛନ୍ତି ଦୁହେଁ ସବୁ ନିଷେଧାଜ୍ଞା ଓ ତିରସ୍କାରର ମେଘନାଦ ପ୍ରାଚୀରକୁ ପାର୍ଶ୍ଵରେ ରଖି।
କିନ୍ତୁ ସ୍ବପ୍ନ ପୁଣି ଭାଙ୍ଗିଯାଏ,ନିଷ୍ଠୁର ସତ୍ୟକୁ ସାମ୍ନା କରିବାକୁ ଡରେ ମନ ତା'ର।
କେହି ବୁଝିଲେନି ଦୁଃଖ ନାହିଁ, ଦୁଃଖ ଖାଲି ଏତିକି ଯିଏ ବୁଝିବା କଥା ସିଏ ବୁଝିଲାନି,
ସବୁ ଝଡ଼ ଝଂଜା କୁ ସହି ଯିବାର ବଦ୍ଧପରିକରତା ଶେଷରେ ବଳି ପଡ଼ିଗଲା,
ସବୁ ଆଶା ବିଶ୍ୱାସ ର ଅନ୍ତ ହେଲା କିନ୍ତୁ କ'ଣ ପ୍ରେମର କୁଶ ପୁତ୍ତଳିକା ଦାହ ହେଲା?
ନା ପ୍ରେମର କ'ଣ ଅନ୍ତ ହୁଏ? ତାହା ଚିରନ୍ତନ, ସେଥିରେ କେବେ ବିରାମ ଲାଗେନି।
ସମୟ ସର୍ତ୍ତରେ ବାଟ ଚାଲୁଚାଲୁ ହୁଏତ ତା' ଅସ୍ତିତ୍ବ ନିସ୍ତେଜ ହୋଇଯାଇପାରେ,
ତା' ପ୍ରେମର ବଳିଷ୍ଠ ଶିକୁଳି କିନ୍ତୁ ଅପମାନର ପ୍ରତିଘାତରେ ଭାଙ୍ଗି ଯାଇନପାରେ।
Amrit Panda-
Sometimes You Can't Capture The Beauty, Because You Get So Involved And Your Eyes Don't Want To Go Away From Fetching That Scenario.
-