-© Dharmaraj Mahamallik  
293 Followers · 74 Following

read more
Joined 13 September 2018


read more
Joined 13 September 2018
2 SEP 2020 AT 21:36

ପ୍ରାପ୍ତେଷୁ














-


31 AUG 2020 AT 9:10

ଚୁ କ୍ତି




-


28 AUG 2020 AT 12:37

ହଳେ ପାଦ , ହଳେ ଆଖି
ଆଉ ସେ ବର୍ଷା ଭିଜା ଇର୍ଷା
ଆସ ନଈ କି ଯିବା !

-


23 MAR 2019 AT 17:54

ଏତେ ଯନ୍ତ୍ରଣା ଥିଲା ଯଦି
କାଇଁ ମୃତ୍ୟୁ ଶେଯ ରେ ଶୋଇ
ମତେ ଏ ଦୁନିଆ ଦେଖାଇଲୁ ।।
ଏତେ ସ୍ନେହ ଥିଲା ଯଦି
କାଇଁ ମିଛ ଅଭିମାନ କରି
ମିଛମିଛିକା ରେ ଦଣ୍ଡ ଦେଉଥିଲୁ ।।
ମୁଁ ଜାଣେ ତୁ ନୀରବ ରହି
ମୋର ସବୁ ପ୍ରଶ୍ନ ର ଉତ୍ତର
ଦେବୁ ଏବଂ ଆଗରୁ ମଧ୍ୟ ଦେଉଥିଲୁ ।।
ମୁଁ ନିହାତି ଭାବେ ଜାଣେ
ମୋ ଭଳି ଜୀବନ ରାସ୍ତାର ପଥଭ୍ରଷ୍ଟ ପଥିକ କୁ
ସଠିକ ରାସ୍ତା ର ଚୟନ ପାଇଁ
ମା ମତେ ଏକୁଟିଆ ଛାଡ଼ିବାର ଅଭିନୟ କରୁଥିଲୁ ।।

-


21 MAR 2019 AT 12:36


ଫଗୁ ର୍ ରଂଗ ନେଇ ଆସିଛେ
ଧୁଇ ନଉ ସବୁ ମାନ ଅପମାନ ।।
ପ୍ରେମ ର ରଂଗ ନେଇ ଆସିଛେ
ପଏରଛା୍ କରିନେଉ ସବୁ ଅଭିମାନ ।।

ଯାଉଁ ସେ ରଂଗ ର ସାଗରେ
ଭସେଇ ନେମା ସବୁ ଦୁର୍ନୀତି ।।
ଲାଭା ର ଉଦ୍ଗୀକରଣ ରେ
ଝପେଇଁ ଦେମା ସବୁ ଅନ୍ୟାୟ ଅନୀତି ।।

ହୋଳି ବି ତ ଚୁରେଇଛେ ରଂଗ
ସାତରଂଗୀ ଇନ୍ଦ୍ରଧନୁ ଠା ନୁ ।।
ଆମେ ବି ଯାଉ ଚୁରେଇ ଆନମା
ଆଉ ହେ ରଂଗେ ରଂଗେଇ
ପାପ ସବୁ ଧୁଇ ନେମା ମନୁ ।।

-


10 MAR 2019 AT 11:58

ବର୍ଣ୍ଣହୀନ ରକ୍ତ ଆଜି ଧାର ଧାର ହୋଇ ଝରିଗଲା
କିଛି ଇଚ୍ଛା ଆଜି ପୁଣି ରକ୍ତ ର ଉଷ୍ଣତା ସହି ନ ପାରି
ହୃଦୟ ରେ ହିଁ ମିଶିଗଲା.....
ଜୀବନ ଇନ୍ଦ୍ରଧନୁ ର ଆଜି ସବୁ ରଂଗ ଫିକା ପଡ଼ିଗଲା
କିଏ ବୁଝି ପାରୁ ଅବା ନ ପାରୁ ମୁଣ୍ଡ ତଳେ ଥିବା ତକିଆ ଓଦା ହୋଇ ସବୁ ବୁଝିଗଲା......।।

-


3 MAR 2019 AT 22:06

ସୂର୍ଯ୍ୟ ନଇଁଲେ
ଚନ୍ଦ୍ର ଉଇଁଲେ
ଜନ୍ମ ହୁଏ ତୋର ।।
ଚନ୍ଦ୍ରମା କୁ ତାରକା ଗଣ ଘେନି
ସ୍ୱାଗତ କରନ୍ତି ତୋର ।।
ସ୍ୱପ୍ନ ରାଇଜ ର ପରୀ ଟିଏ ପରି
ଶୀତଳ ଶ୍ୱେତ ବର୍ଣ୍ଣ ତୋର ।।
ଶ୍ଵେତ ଚନ୍ଦ୍ରମା ରେ ବିଭୂଷିତ ହୋଇ
ସୌନ୍ଦଯ୍ୟ ପ୍ରଦର୍ଶନ କରୁ ତୋର ।।
ଅସହ୍ୟ ତାତି ରୁ ଦେଉ ମୁକ୍ତି
ଆଗମନ କରି ନିଜର ।।
ଅନେକ ଭାବନା ଘେନି ଆସୁ
ମନ ରାଇଜ କୁ କରୁ ପ୍ରସାର ।।
ସମସ୍ତ ଙ୍କୁ ନିଦ୍ରା ରେ ଶୁଆଇ
ନିଜେ ରହୁ ଉଜାଗର ।।
ଚାଲିଯାଉ ତ ପୁଣି ଚାଲିଆସୁ
ନିସବ୍ଧ ହୋଇ
କରିଦେଉ ସମସ୍ତଙ୍କ ରାତି କୁ ସୁନ୍ଦର ।।

-


23 AUG 2020 AT 10:15

ଷୁଲହ ଭରନି ପାଟ ସାଙ୍ଗେ ମନ୍ଦାର ଫୁଲ ର୍ ଗୁଭା
ଲାଲ୍ ଜରଜର୍ ସିନ୍ଦୁର ମୁହିଁ ହସିଁ ତୋର ମନ ଲୁଭା
କେଁ ମହନୀ ରଚଁସୁ ମା ଗୋ ଶତ୍ରୁ ବି ହେସି ନିଜର
ଧଏନ୍ ଗୋ ମା ତୋର ଲୀଳା ଖେଳା ଧଏନ୍ ତୋର ତିହାର
ବଡ଼ ବଡ଼ଖା ସାଙ୍ଗ-ସର୍ସା ସମକୁ ମୋର ନୂଆଖାଇ ଜୁହାର

-


16 AUG 2020 AT 9:57

ତମେ ମାଗ ଆମ କଳହ ର ପ୍ରମାଣ
ହେଇ ଦେଖ ,
ତମେ ତାକୁ ବିସ୍ମୟ ସୂଚକ କୁହ
ଆଉ ମୁଁ କହେ ଫ୍ୟାକ୍ଟୋରିଆଲ !

-


11 AUG 2020 AT 19:49

आँखे ढूंढ रही हैं तुम्हे
तुम गये तो गये कहीं
वो मौत है राहत साहब,
उधर जाने का नहीं

-


Fetching -© Dharmaraj Mahamallik Quotes