Biswaranjan Mohapatra  
61 Followers · 12 Following

Joined 18 March 2018


Joined 18 March 2018
29 JAN 2022 AT 22:19

Always...
There is a story on a blank page...🖋

-


22 JAN 2022 AT 23:22

Ye mai nehi bataunga .. Ki wo mera kareeb tha ab raha nehi.
Baat ye hai ki ...
Unke jaise pyaar kisise paya nehi..
Koi unka jaga le ..
Ye aaj tak Maine chaha nehi....

-


10 MAR 2020 AT 18:56

ଗଲା ଵର୍ଷ ପରି ଏ ବର୍ଷ ହୋଲିରେ ସେତେଟା ମଜା ନାହିଁ,
ମାରିବାକୁ ସଭିଏଁ ସଭିଙ୍କୁ ରହୁଥିଲେ ଚାହିଁ..
ଯିଏ ଘରକଣେ ଲୁଚୁ ଥିଲା,
ତାକୁ ମାରୁଥିଲେ ଧାଇଁ ଧାଇଁ..(୧)
କାହା ହାତେ ପିଚକାରୀ,କିଏ ହାତେ ଧରି ଫଗୁ,
ବାରଣ ନଥିଲା ଜମା ଯେତେ ରଙ୍ଗ ଲାଗୁ..
ରଙ୍ଗ ମରିବାଟା ଧାର୍ଯ୍ୟ,
ଯିଏ ଯେତେ ପଛେ ଜଗୁ..(୨)
ହେଲେ ଏ ବର୍ଷ ରଙ୍ଗ ମରା ହୋଇଛି ବାରଣ,
ଭୁତାଣୁ ବ୍ୟାପିବ ଅଟେ ଏହାର କାରଣ..
ମୁଣ୍ଡଫଟା ଛାଡ଼ିଦେଇ ,
ହଳଦୀ,ଚାଉଳ ଗୁଣ୍ଡ ,ପାଉଡର କିଣ..(୩)
ମୋ ଭଳି କଂଜୁସ୍ କିନ୍ତୁ ଏଥର ଭଲରେ ଖେଳିଛି,
ଅନ୍ୟ କାହା ରଙ୍ଗ ନୁହଁ ନିଜ ରଙ୍ଗ ମୁଁ ବୋଳିଛି..
ହଳଦୀ,ଚାଉଳ ଗୁଣ୍ଡ,
ପାଉଡର ମୋ ଘରେ ଯାହା ଅଛି..(୪)

ଏ ବର୍ଷ ପ୍ରେମିକ ପ୍ରେମିକା ମାନେ ଭାରି ହନ୍ତସନ୍ତ,
ତାଙ୍କ ପାଇଁ ଫିକା ଫିକା ଏଥର ବସନ୍ତ..
ଛୁଇଁ ପାରିବେନି ଯେଣୁ ଦୁହେଁ ତ ଦୁହିଁଙ୍କୁ,
ସେଥିଲାଗି ହେଲେ ନାହିଁ କୋଳାଗ୍ରତ..(୫)
କରୋନା ଆସିକି ଜାଣ ଦେଇଅଛି ବାଧା,
ନପଚାରିକି କାହାକୁ ରଙ୍ଗ ମାରନାହିଁ ସିଧା..
ଡରି ଡରି ଖେଳିଛନ୍ତି ସବୁ,
ଏବେକାର ରସିକିଆ ଯେତେ କୃଷ୍ଣ,ରାଧା..(୬)
ଭୟ କରନାହିଁ କେହି ଜମାରୁ ଡରନା,
ଦୀର୍ଘ ଯିବି ନୁହେଁ ଏହି ଭୁତାଣୁ କରୋନା..
ଚାଇନା ଜିନିଷ ପ୍ରଥମରୁ ଭାଉ,
ଜାଣିଅଛ ପରା ବେଶିଦିନ ସେ ଯାଏନା..(୭)
କବି -ମାଡୁଆ😊

-


3 JAN 2022 AT 11:48

ତୁମ ପାଇଁ କିଏ କରୁ କି ନକରୁ,
ହେଲେ ତୁମେ କରିଚାଲ ଅନ୍ୟ ପାଇଁକି..
ଦେଖିବ ଦିନେ ସେ ସମୟ ଆସିବ,
ତୁମ ପାଦ ଛୁଉଁଥିବେ ମୁଣ୍ଡ ନୋଇଁକି...🙏

-


16 OCT 2021 AT 22:42

Be afraid of darkness...but be happy with coming brightness ...

-


14 OCT 2021 AT 23:29

A Cute fight...

-


13 OCT 2021 AT 18:20

ସେଦିନର ସ୍ବପ୍ନର ମହଲଟା ଭାଙ୍ଗି ଚୁର୍ ମାର୍ ହେଇଯାଇଛି.... ହେଲେ ସେ ଭଗ୍ନ ପ୍ରସ୍ତର ଖଣ୍ଡକୁ ଦେଖିଲେ ଆଜି ବି ହୃଦୟରେ କମ୍ପନ ସୃଷ୍ଟି ହୁଏ ....କିନ୍ତୁ ମୁଁ ନାଚାର କରଣ ସେଦିନ ପରି ସାହସ ବା ଧର୍ଯ୍ୟ ନାହିଁ କି ସେ ଆନ୍ତରିକତା ନାହିଁ.. ଖାଲି ଯାହା ଲୋକ ଦେଖାଣିଆ ଅସହାୟତାର ସ୍ମିତହାସ୍ୟ ...

-


12 OCT 2021 AT 21:45

Who always stay with your lonely times..

-


11 OCT 2021 AT 22:36

You stop listening to other's ....

-


10 OCT 2021 AT 23:10

Each and every pages are very interesting to
read....

-


Fetching Biswaranjan Mohapatra Quotes