Biswabandita Parida ✿   (♛𝔹𝕚𝕤𝕨𝕒𝕓𝕒𝕟𝕕𝕚𝕥a)
111 Followers · 25 Following

read more
Joined 19 June 2020


read more
Joined 19 June 2020
19 MAR AT 22:41

जो तुम आज हो
फिर आगे कोई अर होगा
ये तो समय समय कि बात हे जि ~ ~

-


19 MAR AT 22:19

ମୋ ଚକାଡୋଳିଆ ..
ମୋ କାଳିଆ ..
ରଥେ ବସି ଦେଖୁଅଛୁ ଭକତପଣିଆ
ତୁ ବଡ ଗୁଣିଆ
ମୋ ଚକାଡୋଳିଆ ...
ତୋ ପ୍ରେମେ ବନ୍ଧା ମନ ମନିଆ
ମୋ କାଳିଆ...
ତୁ ବଡ ଛଳିଆ
କହିବି କହିବି ଭାବି, ଲାଗେ ଭାରି ଅଡୁଆ
ମୋ ଚକାଡୋଳିଆ...
ତୁ ନାଟୁଆ
ତୋ ନାଟ ଲାଗେ ଭାରି ବଢିଆ
ମୋ କାଳିଆ...
ମୋ ଚକାଡୋଳିଆ... ..

-


13 OCT 2022 AT 8:05

ସ୍ବପ୍ନ ଅସୁମାରୀ
ସତ କି କରିବି ପାରି
ବିଡମ୍ବନା କାହିଁ ପାଇଁ
ଆଶା ର ଆଲୋକ ନିଏ ଟାଣି

-


11 OCT 2022 AT 23:19

ନିରବେ ଭେଦି ହୃଦୟ,
ନୟନେ ଅଶ୍ରୁ ଦୁଇଟୋପା
ସାଥେ ଜାଳେ ମନ ବଗିଚା,
ସ୍ପନ୍ଦନ ଯାଏ ବଢି ଲାଗେ ଯେପରି
ପାଖେ ଅଛି ସେ ମୋହରି,
ଅସ୍ପଷ୍ କୁହୁଡି ରେ ଯାଏ ହଜି
ସ୍ମୁତି କେବଳ ଅତିତ ଇତିହାସ।

-


6 OCT 2022 AT 20:49

ଧିକ ମାନବ
ଆଳସ୍ୟେ ଲୋଡୁଛୁ ସୁଖ,
ଯନ୍ତ୍ର ମାନବ
ନୁହଁଇ ଚିରସ୍ଥାୟୀ,
ଜାଣି ବି ତୁ
କାହିଁ ପାଇଁ ହୋଉ ଅଜ୍ଞାନ୍ତ ।

-


29 AUG 2021 AT 23:32

କହ୍ନେଇ ଆସୁଛି
ଗୋପୁରେ ଶୁଭିଲାଣି ବଂଶି
ଗୋଟିକା ମାରି ମାଠିଆ ଭାଙ୍ଗି
କରିବେ ଲବଣୀ ଚୋରି
ସଙ୍ଗେ ଗୋପସୁତ ଧରି।

-


16 SEP 2021 AT 22:48

Can you win
archive your goal,
then choose your
own choice in right way.

-


4 SEP 2021 AT 22:47

Know
Our Loneliness of emotion

Be hard to convince.

-


28 AUG 2021 AT 21:54

"ଭକ୍ତ ର ଭକ୍ତି ତୁମେ"
ଭକ୍ତ ଯେବେ ଡାକେ ଶୂନ୍ୟ ହସ୍ତେ 'ଆହେ ମହାବାହୁ',
କୋଳେଇ ନିଅନ୍ତି ପ୍ରଭୁ ନୀଳଚକ୍ର ଆଢ଼ୁଆଳରେ।

-


27 AUG 2021 AT 23:18

is austerity.

-


Fetching Biswabandita Parida ✿ Quotes