ଚାଲ ଆଜି ଆମେ କୁହୁଡ଼ି ଖୋଜିବା ହଜିବା,ଧୂଷର ଦେଶେ
ନିରୁଦ୍ଦିଷ୍ଟ ରାଜ୍ୟେ ଦୁହେଁ ଲୁଚିଯିବା,ବସିବା ଧୁଆଁର ପାଶେ
ପାଇବାନି ଦିନ ପ୍ରତାପୀ ସୂର୍ଯ୍ୟର,ପ୍ରଖର ଉତ୍ତାପ ଖରା
ପାହାନ୍ତି ଅନ୍ଧାରେ ଖେଳି ଲୁଚକାଳି,ହୋଇଯିବା ଆତ୍ମହରା
ନଥିବ ସେଠାରେ ଅମାର କାଳିମା, ଥିବି ମୁଁ ,ଥିବ ତୁମେ
ଚନ୍ଦ୍ର ଆଢ଼ୁଆଳେ ଦୁଇ ମନ ଆମ,ଏକ ହୋଇଯିବ କ୍ରମେ-
Na waqt apna hai
Na apne sath hai
khamoshi hakikat ne di
Muskan aaj bhi sapna hai-
ନିସର୍ତ୍ତ ମମତା ସ୍ନେହ ସେ ଦେଇଛି କରିନି ବାତ୍ସଲ୍ୟ ଭାଗ
ଧନୀ ପୁଅ ପାଖେ ଧନର ଅଭାବ ମାଆକୁ ଘାରିଛି ରୋଗ
ଲତାପରି ଚାରି ସନ୍ତାନ ପାଳିଲା ବୃକ୍ଷ ସାଜି ସହି ଝଡ଼
ବୃଦ୍ଧାଶ୍ରମେ ମରେ ଥୁଣ୍ଟା ମହିରୁହ ସୁତା,ସୁତ ନାମ ବଡ଼
ଉପାସନା ବଳେ କୋଳ ଭରିଥିଲା ସାଜି ଦେବାଦେବୀ ଭକ୍ତା
ଦାନା ମୁଠେ ପାଇଁ ଚାରି ବାରଣ୍ଡା ସେ ତିନି ମାସର ବିଭକ୍ତା-
Sapno main bhi apno ko dhunda na karo
Sapne Tutne ki wajah axar apne hi hote hain
apne toh Roshni me saye ki taraha hain
Magar Batti bujhte hi andhera saath nibhaye jate hain-
Jinse waqt ki ummid thi woh bewaqt hume chhod gaye
Ilzaam gairon pe laga kar hume apne hi tod gaye-
Aapke zindagi ka yeh jo bartaman hai
Yaad rakho yeh sirf aur sirf ek station hai
Waqt ki patri ke sath safar karte raho yaron
Sirf khuda hi jane kahan apka destination hai-
pata nahi Iss jhuthi mohabbat ke pichhe kaunsi sajise pal rahi hai
Hoton pe sabke musakan hai magar dil nafraton se jal rahi hai
Zaruri nahin ke karib rehne wale har koi apna hi ho
Mumkin hai ke humare dhalne ki chah unke dimag chal rahi ho-
Yun na humse rutha karo aap
ratein humari guzarti nahi
Uss anjan dard ka kya dun silah
jisme aapke naam ka tadap nahi-
ଆଶିନ୍ୟ ମାସରେ ବାଦଲ ସାଥିରେ ସୂର୍ଯ୍ୟ ଲୁଚକାଳି ଖେଳୁଛି
ନଦୀ ଦୁଇ ଧାରେ କାଶତଣ୍ଡି ଫୁଲ ଦୋହଲି ଦୋହଲି ହସୁଛି
ବୃକ୍ଷ ଆଢ଼ୁଆଳେ କିଆ ଫୁଲ ନାଚେ ବାସନା ପବନେ ଭାସୁଛି
ମନରେ ଭରିଛି ଅସୀମ ଆନନ୍ଦ ମାଆ ମୋର ଫେରି ଆସିଛି-
ସତ୍ୟର ପଛରେ " ଅ " ଲୁଚିଅଛି ଅହିଂସାର ହାତ ଛାଡ଼ିଛି
ହିଂସାର ପଥରେ ଜ୍ଞାନୀକୁ ଅଜ୍ଞାନୀ, ନ୍ୟାୟରେ ଅନ୍ୟାୟ ଭରିଛି
" ଅ " ଅକ୍ଷରରେ ବନ୍ଧକ ପଡ଼ିଛି ଧର୍ମ ଶବ୍ଦ ଆଜି ବିବଶ
ବିଦ୍ଵାନ ମଣିଷ ବଧିର ସାଜିଛି ମୂର୍ଖ ଜ୍ଞାନ ଦିଏ କ୍ରମଶଃ-