Buy a yoga mat, you can exercise a little lightly whenever you want.
योगा मैट खरीदें, आप जब चाहें थोड़ा हल्का व्यायाम कर सकते हैं.
ଏକ ଯୋଗା ମସିଣା କିଣନ୍ତୁ, ଯେତେବେଳେ ବି ଇଚ୍ଛା ହେବ ଟିକେ ହାଲକା ବ୍ୟାୟମ କରିପାରିବେ.-
Telegram : Bijay IQ
Youtube : Bijay IQ
Ins... read more
କେବଳ କ୍ୟାଲେଣ୍ଡର୍ ବଦଳିଗଲା କିନ୍ତୁ ପରିସ୍ଥିତି ଅପରିବର୍ତ୍ତିତ ଅଛି. ଆମକୁ ଧର୍ଯ୍ୟ ର ସହ ପରିଶ୍ରମ କରି ପରିସ୍ଥିତି ପରିବର୍ତନ କରିବାକୁ ହେବ.
ଶୋଇବା + ବ୍ୟାୟାମ + ଶିକ୍ଷା + କାର୍ଯ୍ୟ + ✅
ଲଭ୍ ଚାଟ୍ + ଚିନ୍ତା + ଉତ୍ପାଦକ ଶୂନ୍ୟତା ❌-
" I dedicate this life to the good of all mankind."
" मैं यह जीवन सभी मनुष्यों की भलाई के लिए समर्पित करता हूं."
" ମୁଁ ସମଗ୍ର ମନୁଷ୍ୟ ର ମଙ୍ଗଳ ପାଇଁ ଏ ଜୀବନ ଉସ୍ଛର୍ଗ କରୁଛି. "
-
Today is India's Independence Day... but Afghanistan's independence is wiped out..
ଆଜି ଭାରତ ର ସ୍ଵାଧୀନତା ଦିବସ.. କିନ୍ତୁ ଆଫଗାନିସ୍ତାନ ପରାଧୀନ ଓ ଅରାଜକତା ଆଡ଼କୁ ଅଗ୍ରସର..
🙏 For our Afgan brothers n sisters-
सिर्फ कैलेंडर बदला है लेकिन हालात जस के तस हैं. हमें स्थिति बदलने के लिए कड़ी मेहनत करनी होगी।
नींद + व्यायाम + शिक्षा + कार्य ✅
लव चैट + थिंक + अन प्रोडक्टिविटी ❌-
Only the calendar has changed but the situation remains the same. We have to work hard to change the situation.
Sleep + Exercise + Educate + Work ✅
Love Chat + Think + un productivity ❌-
ଯାହାକିଛି ବିତିଗଲା ତାହା ପ୍ରାକୃତିକ ଭାଭାବେ କେବେବି ଫେରିନାହିଁ, ଏହା ଜୀବନ, ପ୍ରେମ ଏବଂ ସମୟ ପାଇଁ ମଧ୍ୟ ଲାଗୁ ଅଟେ. ତେଣୁ ଅପେକ୍ଷା ନକରି ନୂଆ ପ୍ରାରମ୍ଭ କିମ୍ବା ଚିନ୍ତା ମୁକ୍ତ ହେବାକୁ ପଡିବ
-
Everything that has passed has never returned naturally, it also applies to life, love and time. So you don't have to wait and see
-