10 JUL 2018 AT 11:43

କେତେବେଳେ
ଆଦ୍ର ଭାବନାରେ
ଘୁରି ହୋଇ ଯାଏ ଜୀବନ,,,।
ତ କେତେବେଳେ
ନିଆଁ ଝୁଲ ପରି
ଖସିପଡେ ମୁଠାଏ ସପନ,,,,।।

-