Bharati Muduli   (Mama)
107 Followers · 17 Following

Joined 6 March 2019


Joined 6 March 2019
4 OCT 2020 AT 21:27

Every one second in your life that you spend with me is best memory for me 😭

-


14 SEP 2020 AT 6:31

A DREADLY VAST EPIDEMIC DISEASE CORONA VIRUS
A terrific epidemic virus is first started in the Wuhan laboratory of China. It is professed COVID -19 in the world. This virus is infected as like as cold disease. During December 2019 to 13 September 2020,the death rate is near about 13 Lakh. The problematic disease has no preventive vaccine or medicine let out till now. Social distancing, using mask, using sanitizer to clean hands. These are the medication of this disease. A group of migrant workers returned from an affected area which result is suddenly rise of death rate.The govt ' Introduce some preventive measures to decrease the death rate of the virus. We pray lord jagannath to eradicate this pandemic pestilence virus.

-


20 APR 2020 AT 6:16

ଜୀବନ ରାସ୍ତାରେ ମୁଁ ଅଜଣା
ପଥିକଟିଏ
ଆପଣାର କହିଲେ
ମୋ ନିଜ ପ୍ରତିବିମ୍ବ ଛଡା
ଆଉ କେହି ନାହିଁ।
ହାତରେ ଆଞ୍ଜୁଳଏ ସ୍ବପ୍ନ ନେଇ
ଜୀବନ ରାସ୍ତାରେ
ପାଦକୁ ଆଗକୁ ବଢାଇବାର ପ୍ରୟାସ।
ଏତେ ପ୍ରୟାସ ସତ୍ତ୍ବେ ମଧ୍ୟ ମନ ଭିତରେ
ଏକ ବିରାଟ ଆଶଙ୍କା
ଚାଲୁ ଚାଲୁ କେବେ
ଜୀବନ ରାସ୍ତାରେ ମୁଁ
ଥକି ଯିବିନି ତ?

-


20 APR 2020 AT 5:54

ସପ୍ତ ରଙ୍ଗରେ ରଙ୍ଗାୟିତ ଇନ୍ଦ୍ରଧନୁ ପରି
ମୋର ଗୋଟିଏ ପୋଷାକ ଥାଆନ୍ତା କି!
ପାଉଁଜିର ଝୁମ୍ ଝୁମ୍ ଶବ୍ଦରେ
ତୁମ ନିଦକୁ ମୁଁ ହଜେଇ ଦିଅନ୍ତି।
ଗଭାରେ ରଜନୀଗନ୍ଧା ଫୁଲ ର ବାସ୍ନାରେ
ତୁମକୁ ମୁ ଭିଜେଇ ଦେଇଥାନ୍ତି।

-


19 APR 2020 AT 11:56

कभी जि़न्दगी मे खूस तो
कभी जि़न्दगी मे गम है।
कभी ये जिन्दगी हमे थोडा हँसाती है तो
कभी ये जिन्दगी हमे थोडा रूलाती है।
फिर भी ये जिन्दगी हमारा साथ देता है।


Mama

-


18 APR 2020 AT 6:14

ମୋ ଜନ୍ମଠାରୁ ଆଜିପର୍ଯ୍ୟନ୍ତ ମୁଁ ତାକୁ ଦେଖି ଆସୁଛି
ହେଲେ କେତେ ଖରା,ବର୍ଷା ସହି ସେ ର୍ନିବିକାର ଭାବେ ପଡି ରହିଛି।
କେତେ ଯେ ପୁଅ ଝିଅଙ୍କ ବାହାଘର ଦେଖୁଛି
କେତେ ଯେ ପଥିକଙ୍କ ଆଶ୍ରୟ ସ୍ଥଳୀ ପାଲଟି ଯାଇଛି
ତଥାପି ମଧ୍ୟ ସେ ନିଶ୍ଚଳ ହୋଇ ପଡି ରହିଛି।
ପିଲାମାନଙ୍କର କେତେ ଅଳି ଅଝଟ ସହି ମା ପରି ସେମାନଙ୍କୁ ହସେଇଛି
ଗ୍ରାମର ସବୁ ବର୍ଗର ଲୋକଙ୍କୁ ଆଣି ଏକାଠି କରାଇଛି
କିଏ କିଏ କୁହନ୍ତ ଯେ ସେ ବୁଢା ହେଲେ ମଧ୍ୟ ଏସବୁ ଦେଖିବାକୁ ପଡିରହିଛି
ହେଲେ ଆମ ପରି ପିଲାମାନଙ୍କର ନିତିଦିନର ସାଥୀ ପାଲଟି ଯାଇଛି।

-


16 APR 2020 AT 21:24

Woebegone story


Truthfulness
Mama

-


16 APR 2020 AT 12:02

ବିନା ଦ୍ବନ୍ଦେ କହି ଦିଏ ଟିକେ ହସି ହସି
ତୁମେ ଯେ କି ମୋ ପାଇଁ ସରଗର ଶଶୀ,
ଦିନ ରାତି ବସୁଥାଏ ତୁମ କଥା ଭାବି
କଅଁଳ କିରଣ ଆଣି ଢାଳି ଦିଅନ୍ତି ରବି।
ପ୍ରସ୍ଫୁଟିତ କମଳର ଢଳ ଢଳ ନେତ୍ର
ଆନନ୍ଦ ଲାଗଇ ସେହି ପଦ୍ମ ପୋଖରୀର ପତ୍ର,
କମଳର ରସ ପାଇଁ ଗୁଣୁଗୁଣୁ ହୋଇ
ଚାରିଆଡେ ଖେଳି ବୁଲ ଭ୍ରମରଟେ ହୋଇ।

-


10 APR 2020 AT 22:20

ଉଜ୍ଜ୍ବଳ ସୂର୍ଯ୍ୟ ଓ ନକ୍ଷତ୍ର ଭରା ଆକାଶ
କାଲି ଥିଲା ଏବଂ ଆଜି ମଧ୍ୟ ଅଛି।
ହେଲେ ହଜିଯାଇଛି ମୋର ସେଇ ପିଲାଦିନର ସ୍ମୃତି
ଏଇ ଶ୍ୟାମ ଧରା ପୃଥିବୀ ତଳେ ସାଙ୍ଗ ସାଥୀ ମିଳି
ଖେଳୁଥିବା ବୋହୂ ବୋହୂକା ଖେଳ,
ମନ୍ଦିର ପାଖରେ ଥିବା ବରଗଛ ଓହଳରେ
ଦୋଳି ଖେଳ,
ଖରା ଦିନର ସେଇ ନଡିଆ କାଠି ଆଇସ୍କ୍ରିମର ମଜା
ସଂଧ୍ଯ୍ୟା ସମୟରେ ଜେଜେଙ୍କ କୋଳରେ ବସି ଖଉଥିବା ଭୂଜା
ହଜିଯାଇଥିବା ମୋର ଏହି ଛୋଟ ଛୋଟ ଜିନିଷ ଗୁଡିକର ଚିଠା
ସତରେ ସେ ଦିନ ଗୁଡିକ ଥିଲା ମୋ ପାଇଁ ଅମୃତ ପରି ମିଠା

-


10 APR 2020 AT 7:44

ହିଂସା କ୍ରୋଧ ତିଷ୍ଠି ରୁହେ କିଛି କ୍ଷଣ ପାଇଁ
ସୁଖ ଦୁଖ ତିଷ୍ଠି ରୁହେ କିଛି କ୍ଷଣ ପାଇଁ
ମୂହୂର୍ତ୍ତ ମୂହୂର୍ତ୍ତକର ସମୟ ବ୍ୟବଧାନରେ ମଧ୍ଯ କିଛି ବୁଝାବଣା
ପାଇଁ ଦୂରେଇ ଯାଆନ୍ତି ସେଇ ଆତ୍ମୀୟ ମାନେ,ଯେ ଆମର
ଅତି ଆପଣାର।

-


Fetching Bharati Muduli Quotes