Bhabna 🖤   (@ Bhabna✍️)
1.1k Followers · 2.4k Following

read more
Joined 12 June 2021


read more
Joined 12 June 2021
30 JAN 2023 AT 21:14

ଆକାଶକୁ ଛୁଇଁବା ଆଶାରେ
ଡେଣା ଝାଡ଼ି ଉଡିଗଲି
ହେଲେ ଜାଣିନଥିଲି...
ଖିନ ଭିନ୍ ହୋଇ ଜଳିଯିବି
ଆକାଶର ଫୁଙ୍ଗୁଳା ଛାତିରେ
ଖସି ପଡିଲି ...
ଶୂନ୍ଯତାର ଅଥଳ ଗର୍ଭରେ
ଅନ୍ଧାର ର ନିରୁକ୍ତ କୋଳରେ!!!

-


5 MAY 2022 AT 13:16


ଉଠାଣି ଗଡାଣି ରାସ୍ତାରେ
ଅଣ୍ଟା ଭିଡୁଥିବା ବେଳେ
ପାଦ ଦୁର୍ବଳ ହୋଇଯାଏ,
ଦୋହଲୁ ଥାଏ ବାଇଚଢେଇର ବସା
ବୈଶାଖର ଅଶାନ୍ତ ଝଡରେ
ସତରେ, କେଡେ ଚତୁର ସେ ସମୟ
ଧୋକାଦିଏ ଅତି ସନ୍ତର୍ପଣେ
ନୀରବରେ ପୁଣି, ନିଶବ୍ଦ ବେଳାରେ।।

.....ଧୋକା ....

-


21 SEP 2021 AT 14:31


ମୁଁ ହାରିଗଲି !!!
ଶ୍ୱାସରୁଦ୍ଧ ଆଜି ମୋ ସ୍ଵପ୍ନ ଗୁଡ଼ିକ..
ନିର୍ବାକ ନିରବତାର ପ୍ରହାରରେ !
ରକ୍ତ ରଞ୍ଜିତ ଆଜି ମୋ ହୃଦୟ..
ବିଷାଦର ବିରହ ବେକାରେ !
ନୀତି ପ୍ରତିଦିନ ଗୋଟିଏ ଅଭିଯୋଗ;
ମୁଁ ହାରିଗଲି ! ହଁ ମୁଁ ହାରିଗଲି !
ଅଭାବ ର କ୍ରୁଡ ଅଗ୍ନିରେ..
ସ୍ଵପ୍ନ ସବୁ ଜଳିପୋଡି ପାଉଁଶ ।
ନିଷ୍ପେସିତ ଆଜି ଏ ମନର ଆବେଗ
ଭାବନାର କୋଳାହଳ ଆଉ ଶୁଭୁନି ।
ଆଶା ଶୂନ୍ୟ ଆଜି ଏଇ ଜୀବନରୁ..
ମୃତ କବିତା ଟି ଝରିବା ତ ନିଶ୍ଚିତ !
ଲେଖନୀ ତ ମୋର କ୍ଳାନ୍ତ..
ସବୁକିଛି ଲାଗେ ଇତସ୍ତତଃ।
ଜୀବନ ଆଉ ସ୍ଵପ୍ନ ର ସଂଘର୍ଷ ଭିତରେ ;
ଆଜି ମୁଁ ହାରିଗଲି ହଁ ମୁଁ ହାରିଗଲି !!

-


4 SEP 2021 AT 19:44

A teacher is like a light
Showing right path to us..
A teacher shaped our thoughts ,
Changed our mind &
also used D best method to
develop our Personality...
A teacher gave us wings to fly ,
A teacher never stopped to
motivate & inspire us...
My teachers will always remain
in our memory..

-


17 JUN 2021 AT 18:58

Mene Chai se bola ;
Aaj Chai pine ki bakt nehi hai..
Chai ne bola ;
Thodasa bakt chura ke rakh lo
Aaj fursat ka swad v chakh lo..
☕ ☕

-


13 JUN 2021 AT 21:49

ପ୍ରାୟ ରାତି ୧.୩୦..!
ବର୍ଷାରେ ଜର୍ଜରିତ ଏକ ନିସ୍ତବ୍ଧ ରାତ୍ରି। ୟା ଭିତରେ ନିଦ୍ରା ଗୁଡ଼ିକ ସମସ୍ତ ତନ୍ଦ୍ରାଳୁ ନୟନରେ ସ୍ଥାନ ନେଇସାରିଛି। ଦିବସର ପରିଶ୍ରମରେ କ୍ଲାନ୍ତ ଶରୀର ଗୁଡ଼ିକ ଆରାମର ଶଯ୍ୟାରେ ବିଛେଇ ହୋଇ ସାରିଛି। କିନ୍ତୁ ଏଇ ସନ୍ତାପିତ ହୃଦୟକୁ ଛାଡ଼ି ସମଗ୍ର ରାତ୍ରି ଏବେ ନିଦ୍ରାର ଶଯ୍ୟାରେ ଶଜ୍ୟାୟିତ।ବିଷାଦପୂର୍ଣ୍ଣ ଏଇ ଆଖିରେ କାହାର ସ୍ମୃତି ସବୁ ଲୁହ ହୋଇ ଝରି ଯାଉଚି। ହଠାତ୍ ଅଙ୍ଗୁଳି ସ୍ପର୍ଶରେ ଲୁହ ଗୁଡ଼ିକୁ ଉଭେଇଦେଇ ଝରକା ଫାଙ୍କରେ ଏଇ ଅଭିମାନୀ ବର୍ଷାକୁ ଦେଖିବାକୁ ଚାଲିଆସିଲି। ବର୍ଷାର ବୁନ୍ଦା ରେ କୃଷ୍ନଚୁଡା ପାଖୁଡ଼ା ଭିଜିଲା ପରି ଏଇ ବିରହି ହୃଦୟ କାହାର ସ୍ପର୍ଶରେ ଭିଜିବାକୁ ଚାହିଁଛି ! ଚାତକିର ତୃଷ୍ଣା ପରି ସ୍ମୃତି ଜର୍ଜରିତ ଏ ଆଖି କାହା ବାଟ ଚାହିଁ ବସିଛି.?ସତେ କେଡ଼େ ସ୍ୱାର୍ଥପର ଏଇ ବର୍ଷା ! ଝରକା ଫାଙ୍କର ଛିଟା ଦ୍ଵାରା ମନରେ କାହିଁକି ଯେ ବିରହ ସୃଷ୍ଟି କରେ ? ଜାଣିନି କାହାର ଭାବନାରେ ଆଜି ଏ ହୃଦୟ ବିରହ ବର୍ଷାରେ ଭିଜୁଛି..?

-


13 JUN 2021 AT 9:42

Wo pyar hi kya !
Jo asani se mukamal ho jae..😌
Wo Dil hi kya !
Jo Dard men na tute.💔
Wo intejar hi kya !
Jisme ansu na bahe.😥
Wo neend hi kya !
Jisme Ankhe na jage.👀
Wo ashiq hi kya !
Jo ishq kare aur barbad na hue..🙃
🖤

-


12 JUN 2021 AT 19:14

Not every stories are about....
"Rab ne banadi Jodi."
Some Stories are about......
"Hamari adhuri kahani."
💔

-


12 JUN 2021 AT 18:03

ଲୁହ !
କେବେ ଶ୍ରାବଣର ବର୍ଷା ଟୋପା ତ
କେବେ ଅସୁମାରୀ ଆଖିର
ସାଇତା ସପନ...
ଲୁହ !
ଗୋଟେ ଛୋଟିଆ ମନର,
ବାଇଚଢେଇ ବସା ତ ;
ପୁଣି କେଉଁ ଭଙ୍ଗା ହୃଦୟର,
କାଚ ଆଇନା....
ଲୁହ !
କେବେ ସୁନେଲି ସ୍ୱପ୍ନର,
ଜିଁବାର ଆଶା ତ ;
କେବେ ପୁଣି ବିଦ୍ରୋହର ବହ୍ନିରେ,
ମୃତ୍ୟୁର ପରିଭାଷା...
ଲୁହ !
ଜୀବନର ଆରମ୍ଭ ମାର୍ଗରେ,
ବସନ୍ତର କୋଇଲି ସୁର ତ ;
କେବେ ପୁଣି ଜୀବନର ଶେଷ ମାର୍ଗରେ,
ପଲଟିଯାଏ ପ୍ରତାରଣାର ଅଲିଭା ଛିଟା...

-


12 JUN 2021 AT 15:40

Yeah ! I'm tired..
Not the kind that sleep can cure .
I'm tired of trying ...
I'm tired of being let down.
I'm tired of explaining myself..
I'm tired of faking happiness.
I'm tired of being alone..
I give up !

-


Fetching Bhabna 🖤 Quotes