BEDAPRAKASH   (Bedaprakash _8917236007)
95 Followers · 136 Following

Joined 25 November 2017


Joined 25 November 2017
24 FEB AT 21:11

ଆପଣ

ମୋ ପାଇଁ ଜଣେ ବଡ ଭାଇ,
ଆପଣ ମୋର ଜଣେ ଭଲ ବନ୍ଧୁ
ଆପଣ ଜଣେ ଉପଦେଷ୍ଟା
ଆପଣ ଜଣେ ସମ୍ପୂର୍ଣ୍ଣ ଶିଳ୍ପଚେଷ୍ଟା
ଆପଣ ଜଣେ ମୋ ପ୍ରେରଣାଦାୟୀ ବ୍ୟକ୍ତି
ମୋ ପାଇଁ ଆପଣ ସବୁବେଳେ ଜଣେ ଶିକ୍ଷକ
ଆପଣ ଜଣେ ପଥ ପଦର୍ଶକ
ପ୍ରକୃତରେ ଜଣେ ଖ୍ୟାତାନାମା ଶିକ୍ଷକ
ଆପଣ ଜଣେ ଶିକ୍ଷ୍ୟାନୁଷ୍ଠାନର ନିର୍ମାତା
ଆପଣ ଜଣେ ମୋର ପସନ୍ଦିତା ବ୍ୟକ୍ତି

-


24 FEB AT 20:53

Dear ashis Sir,

A person of intelligence
A person of maturity
A person of well wisher
A person of honesty
A person of management
A person of actual talent
A person of Army
A person of my favourite

-


11 FEB AT 21:55

Earning is most beautiful than your girl friend's face

-


11 FEB AT 10:48

A leader never thinks about teammates failure.

-


4 AUG 2024 AT 1:11

A person of Understanding
A person of management
A person of strong mindset
A person of our strenghth
A person of savior
We salute you for helping us in danger.
A nature of solving problems
A person of strong communication
You are our Ganga sir
We are happy to be your subordinate.

-


1 APR 2024 AT 11:13

Paid Content

-


1 APR 2024 AT 11:10

Paid Content

-


1 MAR 2024 AT 17:04

L- Loss
O - Of
V - Valuable
E - Effective time.



-


29 FEB 2024 AT 23:53

ଶାସ୍ତ୍ର କହେ ମୁଁ ବଡ଼
ଶସ୍ତ୍ର କହେ ମୁଁ ବଡ
ବିଜ୍ଞାନ କହେ ମୁଁ ବଡ଼
ବାଣିଜ୍ୟ କହେ ମୁଁ ବଡ଼
ରାଜନୀତି କହେ ମୁଁ ବଡ଼
ଅର୍ଥନୀତି କହେ ମୁଁ ବଡ

ପଚାରିଲି ଦିନେ ନିଜକୁ
ବଡ କିଏ ଏ ସଂସାରେ
ଉତ୍ତର ଆସିଲା ଅନ୍ତରୁ
ନିଜେ ଅଟୁ ନିଜ ଗୁରୁ
ଜିହ୍ୱା ଅଗ୍ରେ ଦେଵୀ ସରସ୍ବତୀ
ଗଢିଥାନ୍ତି ସମ୍ପର୍କ ଦେଇ ବାର୍ତା ପ୍ରୀତି
ନିଜେ ରହିଲେ ଉତ୍ତମେ
ସଂସାର ଥାଏ ପ୍ରୀତିର୍ଣେ
ସାହାଯ୍ୟ ସହଯୋଗ ମିଳେ ସଂସାରୁ
ବଡ଼ କେହି ନୁହେଁ ମର୍ତ୍ତରୁ


-


29 FEB 2024 AT 23:52

ଶାସ୍ତ୍ର କହେ ମୁଁ ବଡ଼
ଶସ୍ତ୍ର କହେ ମୁଁ ବଡ
ବିଜ୍ଞାନ କହେ ମୁଁ ବଡ଼
ବାଣିଜ୍ୟ କହେ ମୁଁ ବଡ଼
ରାଜନୀତି କହେ ମୁଁ ବଡ଼
ଅର୍ଥନୀତି କହେ ମୁଁ ବଡ

ପଚାରିଲି ଦିନେ ନିଜକୁ
ବଡ କିଏ ଏ ସଂସାରେ
ଉତ୍ତର ଆସିଲା ଅନ୍ତରୁ
ନିଜେ ଅଟୁ ନିଜ ଗୁରୁ
ଜିହ୍ୱା ଅଗ୍ରେ ଦେଵୀ ସରସ୍ବତୀ
ଗଢିଥାନ୍ତି ସମ୍ପର୍କ ଦେଇ ବାର୍ତା ପ୍ରୀତି
ନିଜେ ରହିଲେ ଉତ୍ତମେ
ସଂସାର ଥାଏ ପ୍ରୀତିର୍ଣେ
ସାହାଯ୍ୟ ସହଯୋଗ ମିଳେ ସଂସାରୁ
ବଡ଼ କେହି ନୁହେଁ ମର୍ତ୍ତରୁ


-


Fetching BEDAPRAKASH Quotes