Baibasuta Naik   (𝓑𝓪𝓲𝓫𝓪𝓼𝓾𝓽𝓪)
12 Followers 0 Following

read more
Joined 3 April 2020


read more
Joined 3 April 2020
12 DEC 2021 AT 15:28

Naa hmm kisi se darte hain na kisi pe marte hain
Ham to apni life apni tarah se jeeten hain

-


15 NOV 2021 AT 15:16

Kal tak jis insaan ka important hua karte the
Ajj usne ordinary kardiya hey.,
Kal tak jis insaan ki dill me raha karte the
Ajj unki yaado mey Jin rahen hey.

-


11 NOV 2021 AT 21:56

ବିଜୟ ପାଇଁ ନାହିଁ ଆଗ୍ରହ ......ବୈବସୁତ ନାଏକ
ନାହିଁ ପରାଜୟର ଭୟ ।
ଜୀବନର ଦୋ ଚକ୍କି ବାଟରେ
ବାଟୋଇ ହୋଇ ଚାଲେ ଏକା ଏକା।
ମୁଁ ନୁହେଁ ଆଜି ସଜୀବ
ସଜୀବରେ ଗୋଟେ ନିର୍ଜୀବ।
ଲୋଡା ନାହିଁ ଆଉ ପୂର୍ଣ୍ଣମୀ ଇନ୍ଦୁ
ରହିପରିବି ଏବେ କିଟିକିଟି ଅନ୍ଧାରେ।
ଲୋଡା ନାହିଁ ବସନ୍ତର ମଳୟ
ଗ୍ରୀଷ୍ମର ଝଂଜିରେବ ଜଳିପାରିବି ଏବେ।
ବଞ୍ଚିବାର ନାହିଁ ଆଉ ମୋହ
ମରିବାରେ ନାହିଁ କିଛି କୋହ।
ପାଇବାର ନାହିଁ କିଛି ଆଶା
ନାହିଁ ହେଜେଇବାର ଡ଼ର।
କଣ୍ଟା ବି ଫୁଲ ପରି ଲାଗୁଛି ମୋତେ
ଚାଲିଯାଇ ପାରିବି ଆଜି କଣ୍ଟକିତ ପଥେ।
ହଜେଇ ଦେଇଛି ମୋ ଅତୀତ ଠିକଣା
ସାଜିଛି ଆଜି ଯାଯାବର ଟିଏ।
ହଁ....
ସାଜିଛି ପରଦେଶୀ ଯାଯାବର ଟିଏ ।

-


1 OCT 2021 AT 15:15

If you want to achieve your goal
Then don't focus on your goals,
Focus on the path to success
Your goal is achieved automatically.

-


16 SEP 2021 AT 13:00

ଯେମେତି ଅତି ଲେମ୍ବୁ ଚିପୁଡ଼ିଲେ ପିତା ଲାଗିଥାଏ;
ସେହିପରି ସମ୍ପର୍କ ସ୍ଵାଭାବିକରୁ ଅଧିକ ହେଲେ ସମ୍ପର୍କ ଭାଙ୍ଗିବାର ଆଶଙ୍କା ଥାଏ।

-


15 SEP 2021 AT 20:37

Don't open the lock remember your target.

-


13 SEP 2021 AT 22:46

I can't go to bed without say good night for you.

-


13 SEP 2021 AT 12:57

jindagi ek behati nadi ki tarah
Ek bar chuot jaaye to wapas nahin atta.

-


13 SEP 2021 AT 12:44

Tumhari ek word meri sari ummide hin khatm kar dete Hai..😥

-


25 AUG 2021 AT 20:01

ମଣିଷର ଶରୀର ଭାଙ୍ଗିଲେ ଏତେ କଷ୍ଟ ହୁଏ ନାହିଁ;
ଯେତିକି ତା'ର ମନ ଭାଙ୍ଗିଲେ ହୁଏ ।

-


Fetching Baibasuta Naik Quotes