ଏ ଦେଖନା
ତୁମ ପରେ ମୁଁ ବଡ଼ ହେଇଗଲି ;
ତୁମକୁ ଭଲପାଇବା ବୋଧେ
ମୋର ଶେଷ ପିଲାଳିଆମି ଥିଲା....!-
My Dear Abby Beta
You are Our Sunshine
Our Golden dawn.
You are the smoothing
fairness blowing
Like the cool breeze.
You are every drop of LOVE
In the ocean of our Joy.
You were Sant down
From above just for us,
Sweet Darling Boy.
Abby Sunu
You are
Our Breath,
Our life,
Our Everything.....
Happy Birthday Beta♥️😘-
ନିଜର ବ୍ୟକ୍ତିତ୍ଵ ଉପରେ ପରଦା ପକେଇ
ସମସ୍ତେ କୁହନ୍ତି 'ଦୁନିଆ' ଖରାପ
କିନ୍ତୁ,
ସେମାନେ ଜାଣି ପାରନ୍ତିନି ଯେ
ସେ 'ଦୁନିଆ' ଭିତରେ ସେମାନେ ବି ଆସନ୍ତି
ଏମିତିକି ମୁଁ ବି ।-
ତୁମକୁ ପାଇଯାଇଥିଲେ
କାହାଣୀ ସରିଯାଇଥନ୍ତା ସତ
କିନ୍ତୁ
ତୁମକୁ କେବେ ନ ପାଇବାରେ
ଏ କାହାଣୀ ଲମ୍ବା ହେବ ନିଶ୍ଚିତ ।-
Pakistan was first the host,
Then it lost
and quickly become a Ghost,
In battles fierce,
They faltered the most,
Trophy and Reputation
both were the cost.
finally,
Champion trophy our India got.-
ଆରପାରିରେ ନୁହଁ ବରଂ
ଆପଣ ଅଛନ୍ତି ଏପାରିରେ
ସମସ୍ତଙ୍କ ମନରେ
ଏକାନ୍ତରେ
ଭିଡ଼ ଭିତରେ
👇👇👇-
ଚାଲ ଚାଲିଯିବା ଏମିତି ଏକ ଜାଗାକୁ
ଯେଉଁଠାରେ ମିଳନ ହେଲା ପରେ
ରାସ୍ତା ନଥିବ
ଅଲଗା ହେବା ପାଇଁ ।-
India vs Pakistan match
indian ho ya pakistan
Maan ke andar ek
maut ka khel jesa lagta hai.....
India walo k Jeet ki khusi
Bowlers k power ke sath
King kohili G k satak
Record tod 14k ODI runs
Aaj to Pakistanio ki
TV, fridge, cooler, fan
todna bhai pakki hai.....
YouTube par
Pathan bhai ka dhol bajana
uske saath Pakistanio k
Reaction dekhne ka
Mazaa hi kuchh alag hai....
Indian cricketers ke andar
Jo power,quick running,hitting
Aur dynamic fielding k
Saath saath jo
Unity, Strength hai na
Aur Kisike paas nahi hai....-