Atish Kumar Sahoo  
45 Followers · 36 Following

Joined 15 December 2017


Joined 15 December 2017
15 AUG 2022 AT 10:07

One Individual may loose life for an Idea,
But that Idea will definitely incarnate itself to million lives.
This oldest civilization rules itself for 75years is making a difference as a young India.

"Jay Hind"

-


1 APR 2022 AT 13:15

ଓଡ୍ର ଦେଶ=> କଳିଙ୍ଗ => ଉତ୍କଳ => ଓଡ଼ିଶା

କାହିଁ କେତେଦିନ ର ସ୍ବପ୍ନ ଏଇ ଥିଲା
କାହିଁ କେତେଯେ ଓଡ଼ିଆ ଏଇ ସ୍ବପ୍ନ ପାଇଁ ବଳିଦାନ ଦେଇ ଥିଲେ ।।
ଭାଷାର ସମ୍ମାନ ପାଇଁ ରାଜ୍ୟ ଗଠନ ହେଲା ।।

ହେଲେ ସେଇ ଉତ୍କଳ ଦିବସ ଟା କେତେବେଳେ
ଉତ୍କଳ ଦିବସ ରୁ UTKAL DIVAS ହେଇଗଲା ।।

ଉଠ ଉଠ ଅରେ ଉତ୍କଳ ସନ୍ତାନ, ଉଠିବୁ ତୁ କେତେ ଦିନେ ।
ପୂରୁବ ଗୌରବ ଆଉ ନିଜ ଭାଷାର ମନ, ରଖିଚୁ ତି ତୁ ନିଜ ମନେ ।।

"ଉତ୍କଳ ଦିବସ ର ହାର୍ଦିକ ଶୁଭକାମନା"
"ବନ୍ଦେ ଉତ୍କଳଜନନୀ"

-


4 NOV 2021 AT 8:10

जीवन के अंन्धेरों में
एक खुशी का अवसर लाए ।।
रिश्तों की धागे को जोड़ रखें जाएं ।।
रोशन भरा दीयों की चमक में
हर दीपक नई सूरवाति का पैगाम लाए ।।

।। शुभ दीपावली ।।

-


10 SEP 2021 AT 8:09

रिद्धि सिद्धि बुद्धि के दाता
सब तेरे ही नाम रहे ।।
जहां पे जाइओ, वहां तुम मिलिओ
ऐसा भक्ति सबपे दिखा ।।
अग्र पूज्य तुम, बीग्घहर्ता तुम
तुझपे ये शर झुका ।।

मोरया रे मोरया
गणपति बप्पा मोरया ।। 🙏🙏

-


20 JUN 2021 AT 14:08

ବାପା। ଅସୁମାରି ଆଶାର ଭରସା
ବାପା। ଅସୁମାରି ସାହସର ଶକ୍ତି
ବାପା। ଜୀବନ ବଳିତା ର ବଳ
ବାପା। ସଂସାର ଭାର ର ମଜବୁତ୍ କାନ୍ଧ

ସେ ବାପା, କେତେ କଣ ନକରିଛନ୍ତି;
ପରିବାର ର ସେଇ ଟିକକ ଖୁସି ପାଇଁ
ନିଜ ଛୁଆର ଅକୁହା ଆଶା କୁ ପୁରା କରିବାପାଇଁ ।

ବୟସର ଅପରାହ୍ନ ରେ ବି,
ଲାଗନ୍ତି ସେ ଯେମିତି ଯବାନ ଅଛନ୍ତି ।
ଏଇ ପର୍ଯ୍ୟନ୍ତ, ଆଖି ଦେଖିଆସୁଚି
ନିଜ ପାଇଁ କିଛି କରିବାର ଲୋଭ ଟେ ନାହିଁ ।
ସେଇ ପୁରୁଣା ଜୋତା ଆଉ ଜାମା ରେ ଏବେ ବି ଯେମିତି
ବଳ ଗୋଟେଈ ହୋଇ ଅଛି ।

ସେଇ ସାହାସ କୁ, ସେଇ ବଳ କୁ ପ୍ରଣାମ ।🙏
ବାପା ତୁମେ ମହାନ୍।
ତୁମେ ହିଁ ସାକ୍ଷାତ କର୍ଣ୍ଣ, ନିଜ ପରିବାର ପାଇଁ।।

-


9 MAY 2021 AT 18:21

She is the Best in World
She is the Super Woman everyone have in their life 🙏

She is Beautiful, She is Mother!
She is Precious, She is Mother!
She is Fearless, She is Mother!
She is Honourable, She is Mother!
She is undefeated, She is Mother!
She is Kind, She is Mother!
She is Fighter, She is Mother!
She is every good Adjective can describe her
She is the power to her child!

Thank You Every Mother/Mommy/Mama/Maa/Amee/Aayi/Ba/Bou/Amma/Maasa to be with your child in each and every step.
Maa may not be present with a child physically but she is always present inside her child.

"HAPPY MOTHER'S DAY"

-


1 APR 2021 AT 13:32

"ମୁଁ ଓଡ଼ିଆ ପୁଅ ଭାରି ସ୍ଵାଭିମାନୀ
ଧନ ରେ ଗରିବ ମନରେ ମୁଁ ଧନୀ"

ଏହି ଦୁଇ ଧାଡ଼ି ସତରେ ଆମ ଓଡ଼ିଆଙ୍କ ଚିନ୍ତାଧାରାକୁ ବହୁତ୍ ତଳକୁ ନେଇ ଯାଇଛି।।
ଭାଷା ଭିତ୍ତିରେ ଦେଶରେ ପ୍ରଥମ ରାଜ୍ୟ ଆମ ଓଡ଼ିଶା, ଆମ ଓଡ଼ିଆ ସଂସ୍କୃତି ଦେଶରେ ଅନନ୍ୟ, ଆମ ଓଡ଼ିଆଙ୍କ ପାଖରେ ଅଛନ୍ତି ବଡ଼ ଠାକୁର ।
ହେଲେ ଆମର ଗର୍ବ କେବେ ଆମ ଭାଷା ସଂସ୍କୃତି ପ୍ରତି କାହା ମନ ରେ ଦେଖିପରିଲିନି ।
ଯଦି ଆମକୁ ସତରେ ଉତ୍କଳିୟ ହୋଇ ବଞ୍ଚିବାର ଅଛି ତାହାଲେ ଆମକୁ ଆମ ଭାଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ, ଆମ ଭାଷାକୁ ସବୁ ସ୍ଥାନ ରେ ବ୍ୟବହାର କରିବାକୁ ପଡ଼ିବ ।

"ଆଜି ଉତ୍କଳ ଦିବସ ବୋଲି ଆମେ ଅଭିନନ୍ଦନ ବି ଦଉଚେ ହେଲେ ଦେଖନ୍ତୁ କୋଉ ଭାଷାରେ" ଇଂରାଜି ଭାଷାରେ ଲେଖି ଦଉଚେ "Happy Utkal Divas" ହେଲେ କାହିଁକି; କଣ ଆମେ "ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ" ବୋଲି ଲେଖିକି ଜଣେଇ ପାରିବାନି କି??

"ଉତ୍କଳ ଦିବସ ର ହାର୍ଦିକ ଅଭିନନ୍ଦନ"
"ମୁଁ ଓଡ଼ିଆ ଆଉ ମୁଁ ମୋ ଭାଷା ସଂସ୍କୃତି ପାଇଁ ଗର୍ବିତ"

-


15 AUG 2020 AT 10:37

स्वतन्त्र भारत में स्वतंत्र रहकर
खुदकि स्वतन्त्रता ना भुल जाएं ।।
आजादी कि लड़ाई तो सालों चले
फिर भी अभी तक हम आजाद न हो पाए ।।
उठो मेरे भारत वासियों, ऐसे खुदको काबिल बनाओं
खुदकी आजादी को खुद से बनाओं ।।

"स्वतन्त्र भारत सशक्त भारत"

"७४वां स्वतन्त्रता दिवस पर हार्दिक शुभकामनाएं"

-


21 JUN 2020 AT 16:57

The 1st Man I met 25 years ago...
Perhaps then I didn't know, who is he and his value in my life....
Gradually when the years pass, I felt something happening around with me with the same person...
- I Wondered, how he got to know; what I want (without exprrssing)
- It may be any situation; he is the only person in my life, who never said no to any of my demand.
- The only person silently given me a green signal to go ahead; to take my own decisions.
- Supported me in every right or wrong, politely.
- The person, who never cared about his pleasure but cared about is Sons.
- That Man is so humble, I hadn't seen him dropping a drop of tear in haert breaking situations.
- That Man, whom I want to provide every luxury in life, what he missed by fulfilling our wishes.

He is the Real Hero of my Life "ମୋ ବାବା"/ "My Father"...

"One of My biggest wish to achieve, I want my father to get known by my Name and Feel Proud of his guidance"

"Every person's real hero in life is Father, Sometimes he Plays the role of Mother, Brother, Best Friend also. He is the real living GOD in everyone's life"

#ThankYouBABA

-


29 APR 2020 AT 23:40

जीस्म आते हैं,
फिर चले भी जाते हैं
बस रह जाता है मान ।।
कोई कंवर में जाए,
कोई शमशान में
पर याद आओगे तुम इरफान ।।
😢😢
#RIPIrfranKhan
#GoneTooSoon

-


Fetching Atish Kumar Sahoo Quotes