Asima Panigrahi   (କିଏ ତୁମେ (ମୁଁ) ❤️)
401 Followers · 23 Following

read more
Joined 9 August 2018


read more
Joined 9 August 2018
24 DEC 2022 AT 23:06

ଅଜିବ ଖେଳ ଏ ବିଧାତାର
ନା ଖୁସି ରେ ବଞ୍ଚି ହୋଉଛି
ନା ମୃତ୍ୟ ନିମତ୍ରଣ କରୁଛି
ବେଳେ ବେଳେ ଭାବେ
ଯଦି ଏଇ ଶରୀର ନଥାନ୍ତା
ତାହାଲେ ଆଜି ମୁଁ
ବର୍ଷା ରାତି ରେ ଝରକା ପାଖେ ବସି
ଝରୁଥିବା ଦୁଃଖର ଜଳକଣା ରେ
ଭିଜି ନଥାନ୍ତି
ଇଛା ହୁଏ
ରଙ୍ଗ ବଟିକା ଖାଇ ଜୀବନ ସମର୍ପି ଦେବି

-


9 NOV 2022 AT 7:47

ତୁମରି ପାଶେ ମୁଁ ଶେଷ

-


9 NOV 2022 AT 7:45

ତୁମରି ପାଶେ ମୁଁ ଶେଷ

-


3 NOV 2022 AT 10:37

तुम्हारे साथ बिता हुआ लम्हे को याद करती हूं

-


3 NOV 2022 AT 10:30

ତ ହୃଦୟ ଜିତିବି ବୋଲି
ମୋ ହୃଦୟ କୁ ହାରିଛି

-


27 OCT 2022 AT 10:19

ତୁମେ ଦେଇଥିବା କଲମ ଟି,
ଆଜି ତୁମ ପାଇଁ କବିତା ଲେଖେ

-


24 OCT 2022 AT 9:10

मेरे साथ दिया जलाने

-


15 OCT 2022 AT 22:01

ମୋ କଲମ ମୋ ଉପରେ ଅଭିମାନ କରୁଛି ,
ମୁଁ କାହିଁକି ତୁମକୁ ଲେଖୁନି କହୁଛି।
ମୁଁ ବି ସ୍ଥିର କଲି ତୁମକୁ କବିତାରେ ଉତ୍ତାରି ଦେବି,
କଲମ କୁ କାଳୀ ରେ ଭରି ଦେଇ ରଚନା କରିବି ତୁମ ସୁନ୍ଦରତା କୁ।
ବ୍ୟକ୍ତ କରିବି ତୁମର ସେହି ହସ କୁ ଯାହା ଫୁଲ ପାଖୁଡ଼ା ପରି ସୁନ୍ଦର,
ମିଠା ଭରା ସେହି କଥା ଯାହା ମହୁ ଠାରୁ ମଧୁର।
ଭାବନା ରେ ତୁମକୁ ଆଣି ସଜେଇ ଦେବୀ ଶବ୍ଦ ରେ,
ଜୀବନ୍ତ ଦେବି ମୋ ଭାବନା କୁ ଧଳା କାଗଜ ରେ।
ତୁମେ ଖାଲି କଥା ଦିଅ ଅତିଥି ହେଇ ଆସିବ,
ଆଜି ମୋ ରାତ୍ରି ଭାବନା ରେ।

କଥା ଦେଇ କଥା ରଖିଲନି ନା
ଆକାଶ ରୁ ଜନ୍ହ ତାରା ବିଦାୟ ନେଲେନି
ସୂର୍ଯ୍ୟ ସୁନେଲି କିରଣ ସହ ପ୍ରସ୍ତୁତ , କିନ୍ତୁ
ତୁମେ ଆସିଲନି ।
କୁହ ଏଇ ବିରହ ଜ୍ୱାଳାରେ ନିଯୋକୁ କେମିତି
ସମ୍ଭାଳିବି,
ରଙ୍ଗ ଇଙ୍କି ରେ ଭଲ ପାଇବାକୁ ବ୍ୟକ୍ତ କରିବି
ନା ଡାଏରୀ ରେ ତୁମ ପ୍ରତାରଣା କୁ ନୂଆ ପରିଚୟ ଦେବି

-


8 OCT 2022 AT 18:29

It was not last
We both knew this was not the last meeting,
Still the tears were flowing and we were wiping.
We held each other's hands and reassured it was not the last,
But at that time our heartbeat was so fast.
We both could see the love for each other's in eyes,
It was morning, yet everything seemed dark in the sky.
We both feared to lose this bond,
But we made sure to keep it going till end.
Her hand in my hand her head in my shoulder,
It's convinced me that this bond is made for ever.
We laughed and cried, we talked sadly,
But we both covered this sorrow with a smile smile.
physically we can't be there for each other,
These things used to kill both of us inside.
For the first time I saw tears, for me in her eyes,
And slowly slowly my heart started melting.
we hugged each other tightly and cried,
Its Looks like ice and fire are meeting for the first time.
We lost our senses, we didn't even know how time flies,
Finally the moment has come to say
bye with a smile.

-


20 AUG 2022 AT 16:39

Raindrops seems just right

Hiding tears in the raindrops
With broken heart I am alone
This drops touch me like a sleet
Everything is fading in front of me
To me this rainbow looks colorless
Falling stone express i am useless
The touch of this rain feels like thorns
That thorns remind me of my wounds
The wounds that can never be healed
That wounds which can't be expressed
These winds are taking me into my past
Now it's showing my darkest part
broken clouds show my broken relationship
It's say i am inperfect in every friendship
i don't know how to handle things
How to heal the wounds of inside
If I could understand people, maybe I would have everything
If I perfect, I would have every broken relationship
my imperfections are killing me inside
It's speaking that I'm the worst of the best

-


Fetching Asima Panigrahi Quotes