.......
-
उज्जैन में श्री महाकाल मंदिर में साल में एक बार खुलने वाले पाट भगवान नागचंद्रेश्वर के दर्शन करें। नाग पंचमी की आप सभी को हार्दिक शुभकामनाएं।
-
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରଖର ରାଷ୍ଟ୍ରବାଦୀ
ତଥା ଜୟ ଯବାନ ଜୟ କିଷାନ ନାରା ଦେଇଥିବା
ଲାଲ ବାହାଦୂର ଶାସ୍ତ୍ରୀ ଜି ଙ୍କ ପୁଣ୍ୟତିଥି ରେ ତାଙ୍କ ଚରଣରେ କୋଟି କୋଟି ନମନ।🙏-
Happiest and most loving birthday to me. May I have the best birthday yet. I know I have had a positive impact on people’s lives, and I hope to inspire many more..
Epistleby
-
ଏହି ଭାରତ ଭୂମି କୌଣସି ସନ୍ତା (ଜୋକର ) ମାନଙ୍କର ଭୂମି ନୁହେଁ ଏହା ହେଉଛି ସନାତନ ସାଧୁ ସନ୍ତ ଙ୍କର ଭୂମି ଏଟେ , ତାଛଡା ଯୀଶୁ ଭାରତରେ ଜନ୍ମ ହେଇନଥିଲେ ଜନ୍ମହେଇଥିଲେ ଜିରୁସଲାମ ଜୁଟା କି ଭାରତ ଠାରୁ ସାତ ସମୁଦ୍ର ଦୂର ତାଙ୍କ ଜନ୍ମଦିନ ରେ ଆମେ କାହିଁକି ଶୁଭେଚ୍ଛା ଜଣେଇବା ,ଆଉ ଗୋଟେ କଥା ଆମକୁ ଖ୍ରୀଷ୍ଟିଆନ ଭାଇ ମାନେ ହିନ୍ଦୁ ପର୍ବରେ ଶୁଭେଚ୍ଛା ଜଣେଉଛନ୍ତି କି Happy Dussahara, happy Rakhy bandan, xyz ଏମିତି କହୁଛନ୍ତି କି ଯଦି କହୁନାହାନ୍ତି ଆମେ କାହିଁକି କହିବା ,
ଆମେ ତୁଳସୀ ଦିବସ ପାଳନ କରିବା ବଡ ଦିନ ନୁହେଁ ,
25 ଡିସେମ୍ବର ପବିତ୍ର ତୁଳସୀ ପୂଜନ ଦିବସ ଅବସରରେ ଭାରତର ମୋର ସମସ୍ତ ସନାତନି ହିନ୍ଦୁ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
🙏ସତ୍ୟ ସନାତନ ହିନ୍ଦୁ🙏
Epistle by
-
ସମ୍ପର୍କ ସୃଷ୍ଟି ହୁଏ ସ୍ନେହ ରୁ,
ଜୀବିତ ରୁହେ ବ୍ୟବହାର ରେ,
ଅନୁଭବ ହୁଏ ଯତ୍ନ ରେ,
ମଉଳି ଯାଏ ସନ୍ଦେହ ରେ,
ଭାଙ୍ଗିଯାଏ ଅହଂକାରରେ,💕।।
Epistle by-
As India celebrates 22 years of Kargil Vijay Diwas, let us pay a tribute to the brave hearts and congratulate the Indian Army for India's great victory over Pakistan
JAY HIND BHARAT MATA KI JAY ❤️-
ଦୁଇ ଦିନର ମନୁଷ୍ୟ ଜନ୍ମ ରେ କେତେ ରାଗରୁଶା ସର୍ବଦା ଖୁସି ରେ ରୁହ 😁 ହସ ଆଉ ଅନ୍ୟ କୁ ହସାଅ jay Ho 🖐️
-
ବାମପନ୍ଥୀ ନକ୍ସଲ ଆକ୍ରମଣ ରେ ଛତିଶଗଡ ର sukma ଜିଲ୍ଲା ରେ ଆମ ଦେଶ ର ୨୨ ଜଣ ସୈନିକ ସହୀଦ ହୋଇଯାଇଛନ୍ତି ବୀର ଯବାନ ମାନଙ୍କ ର ଅମର ଆତ୍ମା ର ସଦଗତି ନିମନ୍ତେ ପ୍ରାର୍ଥନା କରୁଛି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି😭 ଜୟ ହିନ୍ଦ୍🇮🇳🙏
-