ashok panda  
1 Followers · 1 Following

Joined 8 February 2025


Joined 8 February 2025
28 JUN AT 15:37

ଯଦି କିଛି ଶିଖିବାର ମନୋବୃତି ଅଛି
ତାହାଲେ ପ୍ରଥମେ ନିଜର
ଅହଂକାରକୁ ତ୍ୟାଗ କରିବା ଉଚିତ...
ଶିକ୍ଷା ଦେବାପାଇଁ ସମସ୍ତେ ଅଛନ୍ତି....
ଜୟ ଜଗନ୍ନାଥ 🙏

-


21 JUN AT 11:29

କିଛି କଷ୍ଟ ଏମିତି ବି ଥାଏ
ଯାହା ବଂଚିବାକୁ ଦିଏନାହିଁ...
କିଛି ଦାୟିତ୍ୱ ଏମିତି ବି ଥାଏ
ଯାହା ମରିବାକୁ ଦିଏ ନାହିଁ...
ଜୟ ଜଗନ୍ନାଥ 🙏

-


18 JUN AT 6:41

ଦୁଃଖ ତ ସମସ୍ତଙ୍କ ଜୀବନରେ ଅଛି
ଖାଲି ଏତିକି ଫରକ ଯେ...
କିଏ କାନ୍ଦିକରି ଦେଖାଉଛି
ଆଉ କିଏ ହସିକରି ଲୁଚାଉଛି...
ଜୟ ଜଗନ୍ନାଥ 🙏

-


13 JUN AT 7:20

କୌଣସି ମଣିଷ ଏଠି ଅବୁଝା ନୁହନ୍ତି
ସମସ୍ତେ ସମସ୍ତଙ୍କ କଥା ବୁଝିପାରନ୍ତି..
କିନ୍ତୁ ନିଜ ନିଜ ହିସାବରେ....
ଜୟ ଜଗନ୍ନାଥ 🙏

-


10 JUN AT 18:56

ଜୀବନରେ ବେଶୀ ସମ୍ପର୍କ
ଦରକାର ନାହିଁ. କିନ୍ତୁ
ଯେଇଁ ସମ୍ପର୍କ ଅଛି ତାହା ଭିତରେ
ଜୀବନ ଥିବା ଦରକାର...!!!
ଜୟ ଜଗନ୍ନାଥ 🙏

-


9 JUN AT 6:24

ସୁନା ଏବଂ ସମ୍ପର୍କ
ଦୁଇଟି ଯାକ ମୂଲ୍ୟବାନ ଅଟେ.
ସୁନାରେ ଖାଦ ମିଶିଲେ
ତାହା ମଜବୁତ ହୋଇଥାଏ...
କିନ୍ତୁ ସମ୍ପର୍କରେ ଖାଦ ମିଶିଲେ
ତାହା ଦୁର୍ବଳ ହୋଇଥାଏ.
ଜୟ ଜଗନ୍ନାଥ 🙏

-


8 JUN AT 18:51

ଶରୀରର ସୁନ୍ଦରତାକୁ ସମସ୍ତେ
ପସନ୍ଦ କରନ୍ତି...
କିନ୍ତୁ ହୃଦୟର ସୁନ୍ଦରତାକୁ
ଈଶ୍ୱର ପସନ୍ଦ କରନ୍ତି...
ଜୟ ଜଗନ୍ନାଥ 🙏

-


4 JUN AT 17:37

ନିଜେ ନିଜକୁ ଖରାପ ସମୟରେ
ସମ୍ଭାଳି ନିଅନ୍ତୁ...
ନହେଲେ ଆପଣଙ୍କ ବର୍ବାଦି ଦେଖିବା ପାଇଁ
ଅନେକ ଲୋକ ଅଛନ୍ତି...
ଜୟ ଜଗନ୍ନାଥ 🙏

-


30 MAY AT 6:55

ନିଜର କାହାକୁ ଭାବିବା...
ଯିଏ ତୁମକୁ ବୁଝାଇ ପରେ
ଏବଂ ତୁମକୁ ବୁଝି ବି ପାରେ...
ଜୟ ଜଗନ୍ନାଥ 🙏

-


29 MAY AT 7:11

ଯାହା ତୁମକୁ ଦେଖାଯାଉଛି
ତାକୁ ଦେଖନ୍ତୁ ନାହିଁ...
ଯାହା ତୁମକୁ ଲୁଚା ଯାଉଅଛି
ତାକୁ ଦେଖିବାକୁ ଚେଷ୍ଟା କରନ୍ତୁ!!
ଜୟ ଜଗନ୍ନାଥ 🙏

-


Fetching ashok panda Quotes