Ashok kumar Das  
38 Followers · 20 Following

Joined 24 September 2018


Joined 24 September 2018
23 OCT 2021 AT 23:32

Rishto ki kimmat ya fir peiso ki jarurat koi humse puchho,,,hum batayenge kal jo rishtey nibhane ki takat rakhte the wo ajj rashta badal gaya aur jo paisa kamane ki bat karte the wo ajj paiso keliye chhodgaye...

-


13 OCT 2021 AT 21:07

Jindegi me apno ka pyar pana har kisike nasib me nhi hota ..kuchh rishtey banane padte pyar keliye aur kuchh rishtey chhodna padta he pyar pane keliye

-


30 MAY 2021 AT 5:51

Hum ne v dekh liya badalte hue duniyaka rang...

-


30 DEC 2020 AT 23:17

ସମୟ ବଦଳି ଯାଏ,ଲୋକ ବି ବଦଳି ଯାଆନ୍ତି,ପରିସ୍ଥିତି ମଧ୍ୟ ବଦଳି ଥାଏ ହେଲେ ସମୟ ସୁଅରେ ନିଜକୁ ବଦଳାଉଥିବା ମଣିଷଟି କେବେ ବଦେଲେନି ସେଇଟା ହିଁ ତ ତାର ସ୍ୱତନ୍ତ୍ରତା ଆଉ ସେ ତାର ସ୍ୱତନ୍ତ୍ରତା ସବୁବେଳେ ବଜାଇ ରଖେ.. ମୁଁ ଜାଣେ ତୁ କେବେ ବି ମୋ ହାତ ଛାଡ଼ିବୁନି..ସବୁବେଳେ ଗୋଟେ କଥା ମନେରଖିବୁ ପରିସ୍ଥିତି ଅନୁସାରେ କେବେ ନିଜକୁ ବଦଳେଇବୁନି ନିଜ ଅନୁସାରେ ପରିସ୍ଥିତିକୁ ବଦଳେଇବୁ କାହିଁକିନା ତୋ ପାଇଁ ପରିସ୍ଥିତି ସୃଷ୍ଟି ପରିସ୍ଥିତି
ପାଇଁ ତୁ ନୁହେଁ.. 💓

-


8 DEC 2020 AT 22:03

ବନ୍ଧୁତା.. 👫👫👫ଏକ ନିଆରା ସମ୍ପର୍କ ଯାହା ପରିଚୟ ଦିଏ ଦୁଇଟି ବ୍ୟକ୍ତିତ୍ୱ ମଧ୍ୟରେ ଥିବା ସମ୍ପର୍କର ଦୃଢ଼ତାକୁ ଆଉ ବାନ୍ଧିଦିଏ ସମ୍ପର୍କର ସୂତାଖିଅଟିଏ,ଶୁଣିଛି କୁଆଡେ ବନ୍ଧୁତାର ସବୁ କିଛି ମିଳିଥାଏ କେତେବେଳେ ମା'ର ମମତା 🤱ତ କେତେବେଳେ ବାପାଙ୍କ ଅନୁଶାସନ👨‍👦ଆଉ ପୁଣି କେବେ ଭାଇର ଭଲପାଇବା👬 ତ କେବେ ଭଉଣୀର ସ୍ନେହ👫 କେବେ ପୁଣି ଯଦି ତା ସହ ଟିକେ ପ୍ରେମ ମିଶିଯାଏ ଆଉ share ଠାରୁ ଅଧିକା care ରହିଯାଏ ସେ ହେଇଯାଏ...ପ୍ରେମ ବନ୍ଧୁତା 💞

-


8 DEC 2020 AT 16:52

ଦୁନିଆରେ ସମ୍ପର୍କର ମୂଲ୍ୟ ସବୁଠି ଅଲଗା.. ଯେମିତି ମା`ର ଭଲ ପାଇବାରେ ଆମର ସମ୍ମାନ ଥାଏ 💞ଆଉ ବାପାଙ୍କ ସମ୍ମାନ ରେ ଆମ ଭଲ ପାଇବା ରହିଥାଏ.. 🙏ଯେଉଁଠି ଭଲପାଇବା ଥାଏ ସେଠି ସମ୍ମାନ ନଥାଇ ପାରେ କିନ୍ତୁ ଯେଉଁଠି ସମ୍ମାନ ଅଛି ସେଠି ଭଲପାଇବା ନିଶ୍ଚୟ ରହିଥାଏ😊

-


12 OCT 2019 AT 0:08

ଭାବୁଛି ନିଜ ଭାବନାରେ ଅଙ୍କୁଶ ଲଗାଇଦେବି
କାହିଁକି କେଜାଣି ବହୁତ ଏକା ଏକା ଲାଗୁଚି
ସବୁକିଛି ହରେଇବାର ଭୟ ପ୍ରତି ମୁହୁର୍ତରେ
ଗ୍ରାସ କରିଚାଲିଛି...

-


23 DEC 2018 AT 1:11

There is no one in my life like u🙋 always with me in every situation 👼and I'm always with u 👫till the end of my life... I can't explain how much I love u my friend ur my life my everything 💰 I can't live with out u.. It is true I pray 👏to god that he will be always keep safe u... I can't tell how wondering how amazing u r.. He god in every birth of my life in the world will be with her as a friend..

Thanks 🙏 for coming into my life dear friend..

-


25 NOV 2018 AT 15:44

ଜୀବନର ପଥେ ପଥେ ପ୍ରିୟା ତୁମ ସାଥେ
ଚାଲିଯିବା ପାଇଁ କେତେ ଆଶା ଥିଲା ସତେ
ମନର ଭାବନା ଆଜି ଖେଳେ ଲୁଚକାଳି
ହୃଦୟର ନୀରବତା କଥା କୁହେ ଆଜି
ଇଏ କି ପ୍ରତୀକ୍ଷା ସତେ ପ୍ରିୟା ତୁମ ପାଇଁ
ଅଦିନେ ସାଜିଲି କଵି ତୁମ ଭାବନାରେ ଭିଜି...

-


21 NOV 2018 AT 23:45

ଜାଣେନା, ମୁଁ କିଏ ତୁମର
କି ଅଧିକାର ମୋର....
ତଥାପି କରିବସେ ଭୁଲ
ଆଉ ଭାବିନିଏ ତୁମକୁ ନିଜର
ମନର ଭାବନାକୁ
ରଙ୍ଗ ତୁଳି ଦେଇ
ସଜେଇ ଦିଏ ସ୍ୱପ୍ନରେ....
ତଥାପି ପାଇନାହିଁ ବାସ୍ତବତାରେ
ପରିଚୟ କେବେ ତା'ର....

-


Fetching Ashok kumar Das Quotes