वो लड़कीयाँ
जब अपने हाथों से
कसकर बाँध लेती है "जूड़ा"
साथ-साथ अपने जूड़े में
कैद कर लेती है
घूरती नज़रों को,
घर की मर्यादा,
अपना स्वाभिमान, आत्मसम्मान,
उपहास का डर,
चार लोगों की बातें,
संसार का सारा प्रेम, स्नेह, क्षमा
क्रोध, ईर्ष्या, द्वेष,
विवशता ओर सहनशीलता!!
सृष्टि का समस्त सृजन,
प्रकृति के सौंदर्य,
रातभर के सपनें
और दिनभर की कल्पनाएं,
फिर निकल जाती है घर से
अव्यवस्थित समाज को
व्यवस्थित करने के लिए।-
Physics is hopefully simple, physicists are not🤪
ନା ଲେଖେ ମୁଁ କବିତା, ନା ମୁଁ କବି
ମୁଁ ତ ତୁମ ଭାବନାର କେବଳ ଗୋଟେ ପ୍ରତିଛବି।
କଳ୍ପନାରେ ବଞ୍ଚୁଥିବା ମୁଁ ଏକ ପରଦେଶୀ,
ଚରିତ୍ର ବଦଳାଉଥିବା ମୁଁ ଗୋଟେ ଛଦ୍ମବେଶୀ।
ନା ସୃଷ୍ଟି କରେ କଥା, ନା ମୁଁ କଥାକାର
ମୁଁ ତ କେବଳ କଲମ ମୁନରେ କରେ ଶବ୍ଦର ବଳାତ୍କାର।
ଉତ୍ତର ନାହିଁ ମୋର ଏମିତିକା ଯେ ମୁଁ ପ୍ରଶ୍ନ ଚିହ୍ନ,
ବାକ୍ଯ ଶେଷର ପୂର୍ଣ୍ଣଛେଦ ନୁହେଁ ମୁଁ ଗୋଟେ ବିରାମ ଚିହ୍ନ।
ନା ଲେଖେ ମୁଁ କାହାଣୀ, ନା ମୁଁ ଲେଖକ
ମୁଁ ତ କେବଳ ଏ ଜହ୍ନର ଗୋଟେ ବଡ଼ ପ୍ରଶଂସକ।
ଅତୀତ ନାହିଁ ମୋର ଅଛି କେବଳ ବର୍ତ୍ତମାନ,
ସେଇଥି ପାଇଁ ବୋଧେ ଦୁନିଆ କରିଛି ଅଭିମାନ।
ନା ମୁଁ ପ୍ରେମ କରେ, ନା ମୁଁ ପ୍ରେମିକ
ମୁଁ ତ କେବଳ କଲମକୁ ଦେଖି ହେଇଛି କାମୁକ।
ନପଚାରି ଶବ୍ଦକୁ ସାହିତ୍ୟ ବଜାରେ କରିଛି ନିଲାମ,
ସେଇଥିପାଇଁ ବୋଧେ ଦୁନିଆ କହେ ତୁ ଗୋଟେ ନମକହାରାମ।-
He is a poetry
written on the walls of my heart.
filled with dreams,
shaped with love.
recited into my veins
each time my heart beats.
in order to live longer
all I need is you forever.
-
ମୁକୁଳା ଆକାଶ ତଳେ ଅନ୍ଧାରର ଚାଦର ଘୋଡେଇ ହୋଇ ରାଜରାସ୍ତା କଡରେ ଶୋଇଥିବା ଆଖି ବି ସ୍ବପ୍ନ ଦେଖେ।
ସକାଳୁ ଆଖି ମଳିମଳି ଆଲୁଅ ଦେଖିବା ଆଗରୁ ଭୋକିଲା ଆଖି ଦିଟା ଖାଲି ଭୋକ ଦେଖେ।-
हज़ारों रंगों की परख थी मुझे
उसकी काली आँखों के सामने सब फीकी पड गई ।-
"ସାର୍ଥକତାର ଅନ୍ୟ ନାମ କ'ଣ ପ୍ରେମ?"
"ଏକ ନିଶ୍ଚିତ ଭୁଲ ଉତ୍ତର ଦେବା
ଅପେକ୍ଷା ମୁଁ ନୀରବ ରହିବା
ଉଚିତ୍ ମନେ କଲି।"-