ସୁନାବେଶ ପ୍ରଭୁ ତୁମ କେଡ଼େ ସୁନ୍ଦର''
ସଜପାଇଁ ମାଉସୀ ମାଁ ଘରୁ ଫେର....
ଦ୍ବିପହର ଧୂପ ଅନ୍ତେ ସଜର ଆରମ୍ଭ''
ସ୍ବର୍ଣ୍ଣ ଭୂଷଣେ ବିମଣ୍ଡିତ ହସ୍ତେ ସ୍ବର୍ଣ୍ଣାୟୁଧ...
ଜଗତକର୍ତ୍ତା ଇଛା ତୁମ୍ଭ ବଡଦାଣ୍ଡ ଶୂନ୍ୟ''
ପୂରଣ ବି ହୁଏ ଦେଖ, ତୁମେ କରିଛ ମାନ୍ୟ...
ଗଛରୁ ପତ୍ର ନପଡ଼େ ଯାହା ଆଜ୍ଞାରେ,,
ଏଠି ଅଦୃଶ୍ୟ ଶକ୍ତି ପୁଣି କାୟା ବିସ୍ତାରେ...
-
होंठ खुले तो कीर्तन हो
याद रखूँ श्री नाथ तेरे नाम को
मन भटके तो सुमिरन ह... read more
ସ୍ନେହ ଆଦରର ମୁକ୍ତ ସାଗର,,
ଯେଉଁଠାରେ ବାନ୍ଧିରଖେ ସଭିଙ୍କୁ'
ଏକ ମମତାର ଡୋର.....-
ନ ମାସ ଗର୍ଭାବସ୍ତା ରେ ଆସିଲି,,
ଅନ୍ତିମ ରେ ମାତା କୋଳ ରେ ମୋର ରକ୍ଷା...
.......................
ଶିଶୁ ଟି ପ୍ରଥମବାର ଆଖି ଖୋଲି''
ଦେଖେ ନୂଆଦୁନିଆ ର ରୂପରଖା....
ଧୀରେ ଧୀରେ ସେ ଡାକେ ମା ମା ବୋଲି,,
ବାତାବରଣ ରୁ ପାଏ ସେ ବହୁ କିଛି ଶିକ୍ଷା....
-
ଦୁଃଖୀର ସୁଖ ସିଏତ' ନିରାଶାର ଆଶା,,
ଭକ୍ତର ଭାବ ଜାଣିବାକୁ କରଇ ଜିଜ୍ଞାସା,,-
କେବେ ସଂଘର୍ଷ ର ଝଡ଼ରେ ତ''
କେବେ ଅବସାଦ ର ମୋଡ଼ରେ'
ସାହସ ର ସେତୁ ଅଟ ବାପା....
ଦୁଃଖ ର ନିଆରା ଅନୁଭୂତି ତ''
ସୁଖ ର କିଛିମାତ୍ର କ୍ଷଣିକ ସ୍ମୃତି'
ଅନୁଭବ ର କାନ୍ଥରେ ରଖ ସାଇତି,,
ଆଖିରେ ଲୁହ ଆସେ ରୋକି ହୁଏନା''
ଅନ୍ତରରେ କୋହ ଉଠେ ସହି ହୁଏନା'
ଲୁହ ପୋଛି ଓଠେ ହସ ଦିଅ ତୁମେ ବାପା...
-
बोलें तो यही...
''सही तरह समझ और समझाना इंसान''
पर आजकल एसे मिलते ही नहीं...
जिसके क़िस्मत अच्छी है,,
उसको मिलजाते है यूँही''
-
आख़िर तो उसके सहारे ही
हम जीना सीख पाते है,,
वो कितने भी खुसी और
गम की क्योँ ना हो''
हमेशा कुछ नया सिखा ही रहती है...
-
कभी मायूस की झड़ी''
तो कभी लाजवाब की घड़ी,
उसमें भी दिखाई पड़ती है....
''...आस की झोपड़ी... ''
-
ଯେଉଁ କାର୍ଯ୍ୟ ତୁମକୁ କୁହାଯାଉଛି ପ୍ରାରମ୍ଭ ପାଇଁ ସେଥିରେ ଏତିକି
ମାତ୍ର ବିଚାର କର ଯେ "ଏହି କାର୍ଯ୍ୟ ର ପରିଣାମ ସୁଫଳ ଅଥବା କୁଫଳ ଆଣିବ ମୋ ପାଇଁ'' ଏବଂ
''ଏହି କାର୍ଯ୍ୟ କରିବାଦ୍ୱାରା କାହାଠାରେ କ୍ଷତି ପହଞ୍ଚାଉ ନାହିଁ ତ'' ।
ଏତିକି ପରଖ ଆବଶ୍ୟକ, ଏହାଠାରୁ ଅଧିକ
ଯଦି ଆପଣ ଅନ୍ୱେଷଣ କରୁଛନ୍ତି ଏକ କାର୍ଯ୍ୟ ପ୍ରାରମ୍ଭ
ପାଇଁ ତାହାଲେ ଏହା ସ୍ମରଣରେ ରଖନ୍ତୁ
''ଅତି ଲେମ୍ବୁ ଚିପୁଡ଼ିଲେ ପିତା''-