● ମା ହେବାର ଶକ୍ତି ଯାହାର ନାହିଁ ।
● ମା ହୋଇ ନିଜ ସନ୍ତାନମାନଙ୍କୁ ଶିକ୍ଷା, ସଂସ୍କାର ଯିଏ ଦେଇ ପାରେ ନାହିଁ -
● ନିଜ ଭିତରେ ମାତୃ ଶକ୍ତିର ଚେତନା ଯିଏ ଅନୁଭବ କରି ପାରେନାହିଁ -
● ପରିବାର ମଧ୍ଯରେ ଶାନ୍ତି, ମୈତ୍ରୀ, ପ୍ରଗତି, ଯିଏ କରି ପାରେ ନାହିଁ -
● ମା, ମାତୃଜାତି, ମାତୃଭୂମି, ମାତୃଭାଷାର ଯିଏ ସମ୍ମାନ କରେ ନାହିଁ -
● ଯିଏ ନିଜ ଅଶ୍ଳୀଳ ଶରୀର ଦେଖାଇ ସିନେମା, ନାଚ, ଗୀତ କରେ
♧ ସେମାନେ ହୋଲିକା, ତାଡକା , ପୁତନା ସଦୃଶ ନାରୀ ରୂପରେ ରାକ୍ଷସୀ ।
-
From 12 March...
Morning Kriyayoga Guidance Class time is changed.
New Class Time -
7a.m to 8.30a.m.
Till April Month.
Same link, no changes.-
କ୍ରିୟାଯୋଗରେ କୁଣ୍ଡଳିନୀଚକ୍ର ମାତା ଏବଂ ସହସ୍ରାଚକ୍ର ପିତା ଅଟେ । କ୍ରିୟାଯୋଗର ସାଧକ ସାତଟି ଚକ୍ରରେ , ସପ୍ତ ଲୋକ ଭ୍ରମଣ କରି ପ୍ରତିଟି ମୂହୁର୍ତ୍ତରେ ପିତାମାତାଙ୍କ ପୂଜନ କରିଥାଏ ।
ନିଜ ପିତାମାତା, ଶାଶୁ ଶ୍ୱଶୁରଙ୍କ ସେବା କରୁ ନଥିବା ମଣିଷକୁ କ୍ରିୟାଯୋଗ ଶିଖାଇଲେ ପାପ ହୁଏ । ନର୍କ ମିଳେ । ଏହିମାନଙ୍କର ପାଖ ମାଡିଲେ କ୍ରିୟାଯୋଗ ଶକ୍ତି ନଷ୍ଟ ହୁଏ ।-
କୁକୁର ଶୁଏ, ଖାଏ, ଛୁଆ ଜନ୍ମ କରେ, ମାଇ କୁକୁର ପଛରେ ଦୌଡେ, ମାଡ ଲାଗେ । ତାର ଭଲ ଦିଗଟିକୁ ଦେଖିଲେ, ଅଧିକରୁ ଅଧିକ ସେ ଘର ଜଗିଥାଏ ।
ମୋର ଭଲ ଦିଗଟି ମୁଁ କ୍ରିୟାଯୋଗ ଶିଖାଇଥାଏ । ଲେଖାଲେଖି କରେ, ହେଲେ ଆପଣ କିଛି କିଛି ଭଲ କାମ କରନ୍ତି କି ? ଯଦି ହଁ , ସେଇଟା କଣ ?-
ଦେହଟି ଏକ ବଡ ବନ୍ଧନ, ଏହା ଉପରେ ପୁଣି ପୋଷାକ, ମାଳା, ତିଳକ, ପଇତା, ତାବିଜ, ଜଟା, ଶିଖା , ନୀତି ନିଅମ, ଧର୍ମ ବିଶ୍ଵାସର ଅନେକ ବନ୍ଧନ । ଏସବୁରେ ଆତ୍ମା ମୁକ୍ତ ନ ହୋଇ ଅଧିକ ବନ୍ଧନରେ ପଡିଥାଏ ।
-
Forget your difficulties.
Forget yourself...
And the Lord will take care
Of your progress.
- Arabinda Kriyayoga Mission-
ଭଣ୍ଡାର ଘର - ଗୃହର ଉତ୍ତର ପଶ୍ଚିମ ଅର୍ଥାତ୍ ବାୟବ୍ୟ କୋଣରେ ଭଣ୍ଡାର ଘର ନିର୍ଦ୍ଧାରିତ ହେବା ସର୍ବୋତ୍ତମ ତଥା ଶ୍ରେୟସ୍କର ଅଟେ ।
-