Shrill wind, coming from
the deciduous shrivelled outskirts
With a memorandum of thirsty neighborhood
On the hottest day of April.
A cascade filled with pristine water,
That is absolutely necessary to lives
Drifting, like The purest Ganga
from The Himalayas.
And
A spotless white swan
Swimming within
Seems like peace to
The invincible war of summer
Singing the song of grief
Of the leafless trees, the dried fractured lands
Yelling the monsoon
Swaggering the hard cry
of mother nature
With wet, shivering throats and tearful eyes...-
ଛାଡି ଯାଏ
ବର୍ଣ୍ଣ ରେ
କବିତା ର ରସ
ପ୍ରିୟତମ ହୃଦୟ ରେ
ବୃନ୍ଦାବନ ର ରାସ
ଆଉ ପୁଣି
ଛିଣ୍ଡି ଯାଇଥିବା ସମ୍ପର୍କ ରେ
କେତେ ଯେ ରୋଷ...
ଛାଡି ଯାଏ
ମୁକ ମୁହଁ କୁ ଭାଷା
ନିରାଶ ଜୀବନ କୁ ଆଶା
ଆଉ ପୁଣି
ଭାଙ୍ଗି ପଡ଼ିଥିବା ମଣିଷ କୁ
ଅସୀମ ଭରସା....
ଛାଡି ଯାଏ
ନିର୍ଜୀବ କୁ ନିଶ୍ୱାସ
ବସନ୍ତ ର ମୃଦୁ ବତାସ
ଆଉ ପୁଣି
ରଙ୍ଗୀନ ଫଗୁଣ ମାସ-
ଚାଲି ଗଲ,
ହୃଦୟ କୁ କୋହ, ନୟନ କୁ ଲୁହ ଦେଇ
ଚାଲି ଗଲ,
ହୃଦୟ କୁ ଭୟ, ମସ୍ତିଷ୍କ କୁ ସଂଶୟ ଦେଇ
ଚାଲି ଗଲ,
ହୃଦୟ କୁ ଘାଁ, ଆତ୍ମା କୁ ଅସ୍ଥିର ବାଆ ଦେଇ
ସେଥିପାଇଁ
କିଛି କଥା ରହିଲା ବାକି
କିଛି ସ୍ମୃତି ରହିଲା ସାକ୍ଷୀ-
Healing the scars
Under twisted mingled arms
Gives divine comfort
That's all.-
Thy hug, amidst the midnight,
When i was wandering
In the puzzle of thoughts
Revolving round my mind.
The devil cynicism
Making me filthy
With it's infernal desires.
Whole universe turns into love
&
The twisted mingled arms
Comforts me
With divinity ❤️-
Dear sweetheart ❤️
I'm glad to make you know
You are the moonlight to my darkest Evenings.You are the sunny morning to my chilled winter days.You are the spring to my falls and the Eternal comfort to the burning summer.
I wish you will be on seventh haven after reading this. Don't forget to write your heart out.
With love❤️
Khushi
-
ପୀତ୍ତ ଲୋହିତ ରଙ୍ଗ ରେ
ଆଚ୍ଛାଦିତ ଆକାଶ
ଡ଼ିସେମ୍ବର ର ନିସ୍ତବ୍ଦ ସନ୍ଧ୍ୟା
ହୃଦୟ ବନାନି ରେ ଅଜେୟ ଶୀତ
ଅତୀତ ପର୍ବତ ରୁ
ବହି ଆସେ ମୃଦୁ ମଳୟ ପବନ
ସଙ୍ଗକୁ ସ୍ମୃତି ଫୁଲ ର ବାସ୍ନା
ଇଂରାଜୀ କ୍ୟାଲେଣ୍ଡେର ର
ଶେଷ ମାସ
କେବଳ ବର୍ଷ କୁ ବିଦାୟ ନୁହଁ
ବରଂ
ସ୍ମୃତି ସାଇତି ରଖିବାର
ଶେଷ ମୁହୂର୍ତ୍ତ ଯେମିତି!-
My heart is a wasteland
For years,
It is deserted
Come to me
Cultivate turnips of love
In the chilly winter of December
On the virgin land of my heart ❤️
And
Let the barrenness of my heart
Be fruitful
Change the barren land into
An evergreen one!
-