ନାଟୁଆ ଭାଟୁଆ ଖୋସାମତିଆଙ୍କୁ
କରିବିନି ଜମା ସଲାମ
ତେଲୁଆ ମାଲୁଆ ଶିଖିଚାଲିଆଙ୍କୁ
ଶହେ କୋଷ ଦୂରୁ ସଲାମ।
ସମୟ ସୁଅରେ କୁଟାଖିଅ ଯେଣୁ
ସମୟର ସଦା ଅଧୀନ
କ୍ରୀତଦାସ ପରି ଜୀବନଟି ମୋର
ସମୟର ଚିର ଗୋଲାମ
ସମୟର ଚିର ଗୋଲାମ।
-
Anitalina
172 Followers · 99 Following
Clear your Vision in the horizon of love so far!
Clear your mind to think over.
Clear your ... read more
Clear your mind to think over.
Clear your ... read more
Joined 13 September 2021
3 NOV 2024 AT 22:16
18 SEP 2024 AT 3:14
ଚଲାବାଟେ ଚାଲୁଚାଲୁ ବାଟ ସରିଯିବ
ପରମାୟୁ କେତେ ବାକି କିଏବା କହିବ!
ହିଆ ତଳ ଦୁକୁଦୁକି ଚାଲିଥିବା ଯାଏଁ
ମନ-ମସ୍ତିଷ୍କ କମ୍ପନ ଶୁଭୁଥିବା ଯାଏଁ
ପାଦ ଦୁଇ ଚଳକ୍ଷମ ରହିଥିବା ଯାଏଁ
ଜୀବନ ବାଟୋଇ ଚଲାବାଟେ ଚାଲୁଥିବ;
କେତେ ଆସି ଯାଉଥିବେ ଚଲାବାଟ ଥିବ।-
18 SEP 2024 AT 2:37
both of my kids like the armours to protect them from any harms till my last breath. Being my heart and soul, they complete all my life's emptiness.
-
11 SEP 2024 AT 8:57
is like a beautiful mirror
which has been looking
pale after capturing
the ugly persona
of the society.-
19 AUG 2024 AT 10:54
Dear Self!
Be reluctant to recognize or
to maintain any
via media or
disguised relationship.-