Anita Jena   (A J creation)
74 Followers · 29 Following

B.S.C STUDENT
LOVE TO WRITE.
Joined 25 June 2020


B.S.C STUDENT
LOVE TO WRITE.
Joined 25 June 2020
9 AUG AT 7:15

तुझे किसी और के
साथ देख के .....

-


9 AUG AT 7:14

ଦୁନିଆରେ ସବୁକିଛି ସ୍ୱାର୍ଥରେ ଚାଲେ
ହେଲେ ଗୋଟେ ସମ୍ପର୍କ ହିଁ
ସବୁ ସ୍ବାର୍ଥ ଠାରୁ ଦୂରେଇ ରଖେ ....
ଗୋଟେ ଭାଇ ହିଁ ସେ ସବୁ କରିପାରେ
ଯୋଉଥିରେ ତା ଭଉଣୀ ଖୁସି ହୁଏ ।
🥰🥰🥰

-


9 AUG AT 7:11

ରାକ୍ଷୀ ର ମୂଲ୍ୟ
ପାଞ୍ଚ ଟଙ୍କା ହେଉ ଅବା ପାଞ୍ଚ ଶହ ଟଙ୍କା ,
କିନ୍ତୁ ଭାଇ ମାନଙ୍କର ସ୍ନେହ ଆଦର
ସବୁବେଳେ ଅମୂଲ୍ୟ ହେଇଥାଏ ।

-


26 JUN AT 16:42

अगर दूर जाना है
तो चले जाएंगे बिना कुछ सवाल के ।

-


26 JUN AT 16:40

ଗୋଟେ ବର୍ଷ ଅପେକ୍ଷା ର ଅନ୍ତ ଘଟିଛି,
ମୋ ଜଗା ଭାଇ ଭଉଣୀ ସଙ୍ଗେ ଆଜି
ପୁଣି ଥରେ ବଡ଼ ଦାଣ୍ଡକୁ ଓହ୍ଲେଇ ଆସିଛି ।

-


26 JUN AT 16:33

पता नहीं कल क्या होगा ,
खुल कर जिओ अपनी जिंदगी
क्या पता कब हमारे सांस खत्म होगा ।

-


15 APR AT 17:43

You will never leave me alone.

-


15 APR AT 17:42

ମୁଁ କାହାକୁ କିଛି କୁହେନି
ତା ମାନେ ନୁହେଁ ଯେ ମୋତେ
କିଛି କହିବା ଆସେନି .....
ମୋତେ ମୋ ଶିକ୍ଷା ଆଉ ସଂସ୍କାର
କିଛି କହିବାକୁ ହିଁ ଅଟକେଇ ଦିଏ ....

-


15 APR AT 17:40

ଏଇଟା ପରା କଳିଯୁଗ
ଏଠି ଲୋକ ସେଇଠି ରହିବେ
ଯୋଉଠି ସେ କିଛି ଲାଭ ପାଇବେ ....
ଲାଭ ସରିଗଲେ ସେ ଏମିତି ବ୍ୟବହାର କରିବେ
ଯେମିତି ସେ କେବେ ଆଗରୁ ଆମକୁ ଚିହ୍ନି ହିଁ ନ ଥିଲେ ।

-


28 JAN AT 17:14

ଇଚ୍ଛା ହୁଏ
ତା ହାତରେ ହାତ ରଖି ସନ୍ଧ୍ୟା ସମୟରେ
କୋଉ ଗୋଟେ ଗୁପଚୁପ୍ ଷ୍ଟଲ୍ କୁ ଯାଇ
ସାଥୀ ହେଇ ଗୁପଚୁପ ଖାଇବାକୁ ....
ଇଚ୍ଛା ହୁଏ ତା କାନ୍ଧ ରେ ମୁଣ୍ଡ ରଖି ଶୋଇ ରହି
ମନ ତଳର ସବୁ ଅକୁହା କଥା ତା ଆଗରେ କହିବାକୁ ...
ଇଚ୍ଛା ହୁଏ ,
ତା ମନ ପସନ୍ଦ ର ଖାଇବା ତିଆରି କରିବାକୁ ...
ଇଚ୍ଛା ହୁଏ ତା ସହିତ ଜୀବନର ସବୁ ସ୍ମୃତି କୁ
ଆଉ ଥରେ ବଞ୍ଚିବାକୁ .....

-


Fetching Anita Jena Quotes