ସତରେ ସେ ଘରେ ରହୁଥିବା ଗୃହିଣୀ ଟିର ମନ କେଡେ ସରଳ...!ଦିନ ରାତି ମୋର ମୋର କହି ସେ ଘରକୁ ସଜାଡୁଥିବ।ରନ୍ଧା ବଢା ,ଘରକାମ କରୁ କରୁ କେତେବେଳେ ଦିନ ଯାଇଁ ରାତିହେଉଥିବ ଜଣା ନଥିବ।ଦିନରେ ଦଶ ମିନଟ ପାଇଁ ହେଉପଛେ ସେ ଜଞ୍ଜାଳକୁ ପଛରେ ପକେଇ ଏ ପ୍ରକୃତିକୁ ଉପଭୋଗ କରିବାକୁ ତା' ପାଖରେ ସମୟ ହିଁ ନ ଥିବ...!
ଜୀବନସାଥି ପାର୍ଟ ଟୁ
-