ମୁଁ ଯେ ଚାତକ ତୁମେ ନୀଳ ଜୀମୂତ
ଘନ ଅନ୍ଧକାରେ ତୁମେ ଅଟ ତଡ଼ିତ
ତୋର କ୍ଷଣିକ ଦର୍ଶନ ପାଇଁ ଆତୁର ଚିତ
ସର୍ବ ଘଟେ ବିରାଜି ବି ଅର୍ଦ୍ଧ ଗଠିତ
ନିରାଶା ସଂସାରେ ତୁମେ ଆଶା ବୋଇତ
ଜଗତର ପିତା ତୁମେ ଯଶୋଦା ସୁତ
ପ୍ରତି ଅଣୁରେ ଥାଇ ବି ତୁମେ ଦର୍ଶନାତୀତ
ଆହେ କମଳାକାନ୍ତ ପଦ ଜୁଗଳେ ସର୍ବଦା ଥାଉ ଏ ଚିତ ।-
I don't express something doesn't imply I don't have feelings/emotions , I just heal myself no matter how hard it is !
-
Few people don't need sex , smooches , they just need a listener and a shoulder to cry upon unfortunately they don't get that also ..
-
Words are like " seeing stars from the ground" they represent only a small fraction of the thing, the depth the intensity cannot be determined from them....
-
I talk to stars they don't talkback , they just listen everything silently.
-
ତତେ ରାଜ୍ୟ ରାଜପଥ କିମ୍ବା ଜାତୀୟ ରାଜପଥ କୁହାଯାଇପାରିଥାନ୍ତା....
କେତେ ସୁନ୍ଦର ନା ଟିଏ ହେଇପାରିଥାନ୍ତା
ପ୍ରଶସ୍ତ ସୁଦୀର୍ଘ ଯେମିତି କି ଏଇ ତ ଦିଗ୍ବଳୟ କୁ ଛୁଇଁଯିବ ...
ଆଗରୁ ଜଣାପଡ଼ିଯାଆନ୍ତା ଆଗରେ କଣ ଅଛି ..
ଲାଗିଥାନ୍ତା ବୋର୍ଡରେ" ଆଗରେ ଗତିହ୍ରାସକ ଅଛି ଧୀରେ ଚଲାନ୍ତୁ " ..
ଟ୍ରାଫିକ୍ ରେ କେହି ତ ନିୟନ୍ତ୍ରଣ କରିଥାନ୍ତା..
କିନ୍ତୁ ତୋର ନାଆଁ ଦିଆଗଲା "ଗଳି "
କାହିଁକି ନା କାହାକୁ ବି ଯଣାନାହିଁ କଣ ଅଛି କିଛି ଦୂରରେ ..
କୋଉ ପତଳା ରାସ୍ତାରୁ ତୁ ଆଗକୁ ଆସିଯିବୁ ସେଇଟା ଜଣାପଡ଼େନି ..
କୋଉ ପଥିକ ସାଙ୍ଗରେ କୋଉଦିନର ହିସାବ ଆଣିଥିବ..
ସେଇ ହିସାବ ଖୁସିର ଥିବ କି ଦୁଃଖର , ଲାଭର କି କ୍ଷତିର..
କେତେଦୂର ଯାଏଁ ସାଥିରେ ଚାଲି ପୁଣି ସେ କୋଉଠି ଲୁଚିଯିବ କୁହାଯାଇପାରେନା ..
ସେ ଯାହାବି ହେଉ ହିସାବ ଶେଷ ଇଛା ଏତିକି ଥାଏ
ବାସ୍ ଗୋଟିଏ ଥର ପାଇଁ ତ ପଛକୁ ବୁଲିଚାହଁ ....
ପାଦରେ ପାଦ ମିଶାଇ ଚାଲ କୋଉ ଅଜଣା ବୁଲାଣିରେ ଅବା ଚୌକାଠରେ ଅର୍ନ୍ତଧ୍ଯାନ ହବା ଆଗରୁ
ଶୀତୁଆ ରାତିର ପତ୍ରରେ ଥିବା କାକର ପରି ଆଖିତଳକୁ ଆର୍ଦ୍ର କରିଯିବା ଆଗରୁ
ଝରାବଉଳର ଅନ୍ତିମ ଥର ସୁଗନ୍ଧ ଦେଇ ବିଘଟିତ ହବା ଆଗରୁ ..
ପୁରୁଣା ସରସୀର ଅନ୍ତିମ ତରଙ୍ଗ ଜଳରାଶିର ଗର୍ଭରେ ଲୀନ ହୋଇଯିବା ଆଗରୁ ..
ସେଇଥିପାଇଁ ହିଁ " ସ୍ମୃତି " ତତେ "ଗଳି" କୁହାଯାଏ ଆଉ ପ୍ରତିଟି "ପଥିକ" କୁ "ଅନୁଭୂତି " ।
-
ଆଜି ପୁଣି ଥରେ ହାରିଗଲି ... ନା ଏମିତି ତ ଆଗରୁ ବି ହାରୁଥିଲି..
ତୁମ ଓଠର ପ୍ରଲେପ ରେ ମୋ ପ୍ରତି ପ୍ରେମର ଆଳାପ ଖୋଜିଲାବେଳେ
ତୁମର ଆଖିପତାରେ ମୋ ଉପସ୍ଥିତି ର ଉଲ୍ଲାସ ଖୋଜିଲାବେଳେ
ତୁମ ଆଖିପିତୁଳା କୁ ମୋଠାରେ ସ୍ଥିର ହେବା କ୍ଷଣ ଖୋଜିଲାବେଳେ ..
ଅଚିହ୍ନା ଶବ୍ଦ ରେ ସେଇ ଚିହ୍ନା ଚେହେରା କୁ ଖୋଜିଲା ବେଳେ
କିଛି ଦିଗହରା ଆଶା ଆକାଂକ୍ଷା ନିଜ ନିର୍ଦ୍ଧାରିତ ପଥ ଖୋଜିଲାବେଳେ
ସବୁଦିନିଆ ସ୍ବପ୍ନ କିଛି ବାସ୍ତବତା ଆଗରେ ନିଜ ସ୍ଫଟିକତା ହରାଇଲାବେଳେ
ଅଜଣା ଅନୁକୋଣରୁ ଗରମଲୁହ ର ଗାଲକୁ ସେଇ ପରିଚିତ ସ୍ପର୍ଶ ..
ଆଜି ପୁଣି ଥରେ ହାରିଗଲି .... ନା ଏମିତି ତ ଆଗରୁ ବି ହାରୁଥିଲି..-
ये जिस आग से राजनीति की रोटियां सेक रहे हो ना तुम,
याद रखना ये किसी की चिता है;
आज जो तुमसे दूर है, कल हो सकता है पास हो,
आज रोटी जल रही है,
हो सकता है कल शायद तुम हो.....!-
ଅସଂପୂର୍ଣ୍ଣ କବିତା
ଛନ୍ଦ ଓ ଅଳଙ୍କାର ର ଛକାପଞ୍ଝା ରେ ନିଜ ଅସ୍ତିତ୍ବ କରାଇଥାଏ
ବୋଧହୁଏ ମୁଁ ସେହି ଅପ୍ରିୟ ସତ୍ୟ ଯେ "ଡଷ୍ଟବିନ" ରେ ସଢ଼ିଥାଏ
କବିର କଳ୍ପନା ଯେତେବେଳେ ନିଜର ସ୍ବରୂପ କରାଇଥାଏ
ଭାବନା ରୂପୀ ଜଳ ଯେତେବେଳେ ଶବ୍ଦର ନଦୀବନ୍ଧ ଭାଙ୍ଗିଦିଏ
କୌଣସି ପ୍ରେମିକ ନିଜ ରୂପସୀ ପ୍ରିୟାର ରୂପ ବର୍ଣ୍ଣନା ରେ ଥକିଯାଏ
କିମ୍ବା ଦରିଦ୍ର ନିଜ ଭୋକର ସଂଗ୍ୟା ଖୋଜି ନପାରିଥାଏ
ସେଇଥିପାଇଁ ମୋତେ ସଂସାର କୁମାରୀ ର ଅବୈଧ ଶିଶୁ ଭାବିଥାଏ
-
Maine us devi ko dekha h...
Jiske aage majhab ki har prachir toot gaya..
Iswar par biswas na karne wale bhi
usko devi mante hain..
Maine us devi ko dekha h..
Jo Sabke khane ke bad khana khati hai...
Jo sabse pehle jagti hai..
aur sab ke bad soti hai..
Maine us devi ko dekha h, jo mandir me jati hain....
duayein apne liye nahin mere liye mangta hain..
Maine us devi ko dekha h ..
jisko dekhkar ghar chhodte wakt mere kadam dheeme ho jate hain....
Hna maine MAA ko dekha hai..-