Akshay Kumar Sahu   (Akshay Kumar Sahu)
479 Followers · 397 Following

engineer, writer and dreamer
Joined 12 November 2016


engineer, writer and dreamer
Joined 12 November 2016
14 APR AT 17:34

It's difficult to take
Goodbye from Good people...

-


5 MAR AT 7:27

सिलबट्टी जैसे जिंदगी है,
जितना पीसोगे उतना महकोगे...

-


12 JAN AT 18:26

ଠିକଣା ସିନା ବଦଳି ଯାଇଛି ହେଲେ,
ଚିଠି ସେମିତି ଅପେକ୍ଷା କରିଛି ଡାକଘରେ ...

ନଇ ତୁଠ ଅପେକ୍ଷା କରିଛି ତମ ହଳଦୀ ଲଗା ଦେହକୁ...
ଚଉଁରା ଅପେକ୍ଷା କରିଛି ତୁମ ସଞ୍ଜବତୀ ଧରା ହାତକୁ...
ଅଗଣା ଅପେକ୍ଷା କରିଛି ସାଥୀ ସହ ଥଟ୍ଟା ପରିହାସ କଥାକୁ...

ଗାଁ କୋଠିଶାଳ ଅପେକ୍ଷା କରିଛି ତୁମେ ଆଙ୍କି ଥିବା ଝୋଟିକୁ...
ଗ୍ରାମଦେବତୀ ମନ୍ଦିର ଅପେକ୍ଷା କରିଛି ତୁମ ପୂଜା ଥାଳିକୁ...

ସେମାନେ ଯେବେ ମୋତେ ପଚାରନ୍ତି ତୁମେ କେବେ ଫେରିବ...
ମୁଁ ଟିକେ ମୁରୁକି ହସି କହେ,
ତା ସିଲଟ ମୁଁ ଭାଙ୍ଗି ଦେଇଛି ବୋଲି ସେ ରୁଷିଛି,
ଆଉ ଫେରିବନି....

-


30 OCT 2024 AT 6:55

ମୁଁ ଜାଣେ ଏ ରାତି ସରିଯିବ !!

ହେଲେ ଆଗାମୀ ଦିନର ଗୁଜୁରାଣ ମେଣ୍ଟାଇବାକୁ,
ମୁଠାଏ ସପନ ସାଇତି ରଖିଛି...

-


17 OCT 2024 AT 22:01

ଜହ୍ନରେ ତୁ ସିନା ଦୁରରେ ଅଛୁ,
ହେଲେ ମୁଁ ମୋର ବାରିପଟ କୂଅରେ ଦେଖିଲେ
ତୁ ବହୁତ ପାଖରେ ଥିଲା ପରି ଲାଗୁ....

କୁମାର ପୂର୍ଣ୍ଣିମାର ଅଭିନନ୍ଦନ ❤️

-


2 OCT 2024 AT 22:51

"ଜୁଇ ଓ ଜୀବନ" ଦୁଇଟି ଶବଦ,
ବାକି ରହେନି ହିସାବ ହୁଏ ନଗଦ....

ଦଇବ ନିୟମ ଅତୀବ ଦାରୁଣ,
ସକାଳେ ଜନମ ସଞ୍ଜରେ ମରଣ....

ସେନେହ ସରଧା କରିଛୁ ଆଜି,
ରାତି ପାହିଗଲେ ଯିବୁ ତୁ ହଜି....

ମଲାଗଲା ବୋଲି ଦିଘଡ଼ି କାନ୍ଦିବେ,
ବାର ଦିନରେ ଖିରି ପୁରି ଲୋଡ଼ିବେ....

କଥାଟି ମୋହର ରଖିଥା ମନେ,
ରାମ ନାମ ଜପୁଥା କରି ଯତନେ...

-


4 SEP 2024 AT 7:42

More important than the message is how you convey it.

-


26 AUG 2024 AT 9:42

Having a disease is not an issue,
If you are taking medication.

So, Facing difficulties in life is not an issue,
As long as you are working on solutions..

-


19 AUG 2024 AT 7:53

When we start counting our blessings,
Our complaints will reduce.

-


4 APR 2024 AT 22:48

कबाड़ तोलने वाले तराजू से
सोना चांदी नहीं तोला जाता...


(Create your unique identity )

-


Fetching Akshay Kumar Sahu Quotes