କେନସି ଜିନିସକେ କେଭେଭିଲ ନାଇଁ ଭାବବ ଅଦରକାରି ବଲି
ଘାଏକର୍ ଘାଏ ହେଲେ କାମ ଦେବା ପଡିଥିଲେ ବି ତୁମପଡି,
ସତ୍ ନାଇଁ କରବାର୍ ବଏଲେ ପରଖି ଦେଖନିଜେ ଘାଏ ନିଜେ
ଦିନକ ଦୁଇଥର ଠିକ୍ ସମିଅା ବତାସି କିନି ଯେ ନସଲା ଘଡି।
-
Ahwan Kumar Pandia
(ER.AHWAN KUMAR PANDIA)
5 Followers · 2 Following
Joined 5 December 2019
9 JUN 2020 AT 12:43
15 MAR 2020 AT 12:48
I am a water stream...
You can change my path won't my 🤞destination 🤞...
-
15 MAR 2020 AT 12:43
"God is Great"
He takes some People away from You to give you More Success...
-
11 DEC 2019 AT 20:43
ଭୁଲ୍ ସ୍ୱୀକାର କରିବା ଶିଖ,
ଭୁଲ୍ ସ୍ୱୀକାର କରିଲେ ତୁମେ ଛୋଟ ହୋଇ ଯିବନି,
ବରଂ ଭୁଲ୍ ଠାରୁ କିଛି ଶିକ୍ଷା ନିଅ,
ଯାହା ଦ୍ୱାରା ସେହି ଭୁଲ୍ ଦ୍ଵିତୀୟ ଥର ନ ହେବ...
-