Abismita S. Pearl   (Abismita S Pearl)
31 Followers · 12 Following

Be Real.
♥✍ Passion
Instagram-Abismita S Pearl
Joined 23 July 2019


Be Real.
♥✍ Passion
Instagram-Abismita S Pearl
Joined 23 July 2019
11 SEP 2021 AT 0:07

Hale dil na kisine pucha ,
Na hum kisiko bataae.

Ek sukoon ki intizar mai,
Najane kitne toofan ko humne gale lagaye.

-


22 FEB 2021 AT 17:54

Meri har alfaz aur khamosiyna mai naam tumhara hai.

Tum na juda hona kabhi ye ek guzarish hai.

Meri jindegi jine ka matlab ho tum.

Baaki saab to yehi paal bhar ki baat hai.

- Abismita S Pearl






-


18 JAN 2021 AT 16:48

Let's go to that peaceful mountains lands.

It's necessary ohh my Darling to listen the pain that whisper inside your heart.

Take a deep breath and come out of the trauma.

Again sense your soul .................... It's just beautiful !

Let's Shine , let's glow and love much more the way you are.

- Abismita S. Pearl




-


7 JAN 2021 AT 15:07

ମରମ ନିଗାଡି ମମତା ଢାଳିଲି
ଶୁଷ୍କ ହୃଦୟେ ଯା'ର
ପ୍ରତି ମୁହୂର୍ତ୍ତରେ ତାଙ୍କଠାରୁ ହୁଏ
ଉପେକ୍ଷାରେ ଜରଜର
ତଥାପି ତତଲା ବାଲିରେ ସିଜୁଛି
ମରୀଚିକା ପଛେ ଧାଇଁ
ଚଉଦିଗେ ଖାଲି ଖରା ଆଉ ଖରା
ସପନ ଟିକିଏ ଛାଇ

-


1 JAN 2021 AT 2:08

ମୋ ପାଇଁ ପ୍ରେମ ର ରଙ୍ଗ ନୀଳ।

ଯଦି ତମେ ସେ ନୀଳ ସାଗର , ମୋ ଲୁହ ର ତମେ ଶେଷ ଠିକଣା ।

ଯଦି ତମେ ନୀଳ ଆକାଶ, ମୃତ୍ୟୁ ଅପେକ୍ଷାରେ ଶେଷ ଉଡାଣ ଭରୁଥିବ ଏକ ପ୍ରଜାପତି ମୁଁ ।

ମୋ ସବୁ ଅକୁହା କଥା, କୋହ ଭରା ହୃଦୟ ରେ ତମେ।
ପ୍ରତୀକ୍ଷା ର ସବୁ ପ୍ରତେହ ରେ ଭାସି ଉଠେ ଛବି ତମର ।



-


23 OCT 2020 AT 23:11

ଯେବେ ଯେବେ ଫୁଲ ବଗିଚା ଭାବି ଅଗକୁ ପାଦ ଥାପିଛି।
ସେତେ ବେଳେ ନିଜକୁ କଣ୍ଟା ଗାଲିଚା ରେ ପାଇଛି।

-


16 APR 2020 AT 15:08

କିଏ ନା କିଏ ଅପବାଦ ର ନିଆଁ ତମ ପାଇଁ ଜାଳୁଥାଏ ,
ତମେ ସେ ନିଆଁ ରେ ନ ଜଳିଲେ ହେଲା।

-


15 MAR 2020 AT 23:04

ମୋ ଅଭିମାନ ଗୋଟେ ପକ୍ଷ ହୀନ ପକ୍ଷୀ ।

ସେ କାହାପାଖକୁ ଉଡ଼ି ଯାଇପାରେ ନାହିଁ।


ଏକା ଖାଲି ଗୁମୁରି ଗୁମୁରି କାନ୍ଦେ‌।







-


15 MAR 2020 AT 16:56


ଠକ୍ ଠକ୍,
ଠକ୍ ଠକ୍ ।

ହୃଦୟ ଦରଜା ରେ ଏମିତି ଅନେକ ଥର କରାଘାତ ଶୁଭୁଚି।

ହେଲେ " ପ୍ରିୟା " ଡାକ ଶୁଭୁନି !

ହୃଦୟ ଦରଜା ଟା ଆଉ ଜମାରୁ ଫିଟୁନି।

-


15 MAR 2020 AT 15:58


you are the sky and I'm the Ocean.

I'm deep dense yet everyone sees your reflection in my heart.

You are so wide and large but I never see my face in your heart .


-


Fetching Abismita S. Pearl Quotes